ଡକ୍ସିଲାମାଇନ
Appearance
(Doxylamineରୁ ଲେଉଟି ଆସିଛି)
Clinical data | |
---|---|
Trade names | Unisom, Vicks Formula 44 (in combination with Dextromethorphan), others |
AHFS/Drugs.com | monograph |
MedlinePlus | a682537 |
Pregnancy category | |
Routes of administration | By mouth |
ATC code | |
Legal status | |
Legal status | |
Pharmacokinetic data | |
Bioavailability | Oral: 24.7%[୨] Intranasal: 70.8%[୨] |
Metabolism | Hepatic (CYP2D6, CYP1A2, CYP2C9)[୧] |
Elimination half-life | 10–12 hours[୧] |
Excretion | Urine (60%), feces (40%)[୩] |
Identifiers | |
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.006.742 |
Chemical and physical data | |
Formula | C17H22N2O |
Molar mass | 270.369 |
3D model (JSmol) | |
| |
| |
(verify) |
ଡକ୍ସିଲାମାଇନ ଏକ ପ୍ରଥମ ଶ୍ରେଣୀର ଆଣ୍ଟିହିସ୍ଟାମିନ ଔଷଧ ଯାହା ନିଦ୍ରାହୀନତା ଏବଂ ଆଲର୍ଜିର ଚିକିତ୍ସା ପାଇଁ ଦିଆଯାଏ ।[୪] ନିଦ୍ରାହୀନତା ପାଇଁ ଏହାର ବ୍ୟବହାର ସ୍ୱଳ୍ପ ମିଆଦି ହେବା ଉଚିତ୍ ।[୫] ଏହାର ପ୍ରଭାବ ପ୍ରାୟ ଅଧ ଘଣ୍ଟା ମଧ୍ୟରେ ଅନୁଭୂତ ହୁଏ । ଅଇ ଓ ଗର୍ଭଧାରଣର ବାନ୍ତି ପାଇଁ ଜୀବସାର ବି୬ ସହିତ ଏହା ଦିଆଯାଏ ।[୬] ଏହା ପାଟିରେ ଦିଆଯାଏ ।[୫]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ ଅନୁଭବ ହୁଏ ।[୪] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଶୁଖିଲା ପାଟି, ମୂତ୍ର ଅବଧାରଣ ଏବଂ ଗ୍ଲକୋମା ହୋଇପାରେ ।[୫] ପିଲାମାନେ ଅଶାନ୍ତ ହୋଇପାରନ୍ତି ।[୫] ଗର୍ଭାବସ୍ଥାରେ ବ୍ୟବହାର ନିରାପଦ ଜଣାଯାଏ ।[୭] ଏହା ଏଚ୧ ରିସେପ୍ଟରର ପ୍ରଭାବକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୫]
ଡକ୍ସିଲାମାଇନ ପ୍ରଥମେ ୧୯୪୮ ମସିହାରେ ବର୍ଣ୍ଣନା କରାଯାଇ ଥିଲା ।[୮] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୪] [୯] ୨୦୨୦ ମସିହା ସୁଦ୍ଧା ୨୫ ମିଗ୍ରାର ୩୦ଟି ଟାବଲେଟ୍ ପାଇଁ ଏହାର ମୂଲ୍ୟ ୧୦ ଡଲାରରୁ କମ୍ ଅଟେ ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ଆଧାର ଭୁଲ: ଅଚଳ
<ref>
ଚିହ୍ନ;KrygerRoth2010
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ ୨.୦ ୨.୧ ଆଧାର ଭୁଲ: ଅଚଳ
<ref>
ଚିହ୍ନ;pmid12214324
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ "New Zealand Datasheet: Doxylamine Succinate" (PDF). Medsafe, New Zealand Medicines and Medical Devices Safety Authority. 16 ଜୁଲାଇ 2008. Archived from the original on 22 ମାର୍ଚ୍ଚ 2016.
- ↑ ୪.୦ ୪.୧ ୪.୨ "Doxylamine Succinate Monograph for Professionals". Drugs.com (in ଇଂରାଜୀ). Retrieved 8 October 2020.
- ↑ ୫.୦ ୫.୧ ୫.୨ ୫.୩ ୫.୪ "Doxylamine Succinate Monograph for Professionals". Drugs.com (in ଇଂରାଜୀ). Retrieved 8 October 2020.
- ↑ BNF 79 : March 2020. London: Royal Pharmaceutical Society. 2020. p. 442. ISBN 9780857113658.
- ↑ Briggs, Gerald G.; Freeman, Roger K.; Yaffe, Sumner J. (2008). Drugs in Pregnancy and Lactation: A Reference Guide to Fetal and Neonatal Risk. Vol. 2. Lippincott Williams & Wilkins. p. 89. doi:10.1258/om.2009.090002. ISBN 978-0-7817-7876-3. PMC 4989726.
{{cite book}}
:|work=
ignored (help) - ↑ Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 546. ISBN 9783527607495.
- ↑ "Compare Doxylamine Prices". GoodRx (in ଆମେରିକୀୟ ଇଂରାଜୀ). Retrieved 8 October 2020.