Jump to content

ଡକ୍ସିଲାମାଇନ

ଉଇକିପିଡ଼ିଆ‌ରୁ
ଡକ୍ସିଲାମାଇନ
Skeletal formula of the doxylamine molecule
Ball-and-stick model of the doxylamine molecule
Clinical data
Trade namesUnisom, Vicks Formula 44 (in combination with Dextromethorphan), others
AHFS/Drugs.commonograph
MedlinePlusa682537
Pregnancy
category
  • AU: A
  • US: B (No risk in non-human studies)
  • A (Briggs)
Routes of
administration
By mouth
ATC code
Legal status
Legal status
  • AU: S3 (Pharmacist only)
  • US: OTC
Pharmacokinetic data
BioavailabilityOral: 24.7%[]
Intranasal: 70.8%[]
MetabolismHepatic (CYP2D6, CYP1A2, CYP2C9)[]
Elimination half-life10–12 hours[]
ExcretionUrine (60%), feces (40%)[]
Identifiers
  • (RS)-N,N-dimethyl-2-(1-phenyl-1-pyridin-2-yl-ethoxy)-ethanamine
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.006.742 Edit this at Wikidata
Chemical and physical data
FormulaC17H22N2O
Molar mass270.369
3D model (JSmol)
  • n1ccccc1C(c1ccccc1)(C)OCCN(C)C
  • InChI=1S/C17H22N2O/c1-17(20-14-13-19(2)3,15-9-5-4-6-10-15)16-11-7-8-12-18-16/h4-12H,13-14H2,1-3H3 checkY
  • Key:HCFDWZZGGLSKEP-UHFFFAOYSA-N checkY
  (verify)

ଡକ୍ସିଲାମାଇନ ଏକ ପ୍ରଥମ ଶ୍ରେଣୀର ଆଣ୍ଟିହିସ୍ଟାମିନ ଔଷଧ ଯାହା ନିଦ୍ରାହୀନତା ଏବଂ ଆଲର୍ଜିର ଚିକିତ୍ସା ପାଇଁ ଦିଆଯାଏ ।[] ନିଦ୍ରାହୀନତା ପାଇଁ ଏହାର ବ୍ୟବହାର ସ୍ୱଳ୍ପ ମିଆଦି ହେବା ଉଚିତ୍ ।[] ଏହାର ପ୍ରଭାବ ପ୍ରାୟ ଅଧ ଘଣ୍ଟା ମଧ୍ୟରେ ଅନୁଭୂତ ହୁଏ । ଅଇଗର୍ଭଧାରଣର ବାନ୍ତି ପାଇଁ ଜୀବସାର ବି ସ‌ହିତ ଏହା ଦିଆଯାଏ ।[] ଏହା ପାଟିରେ ଦିଆଯାଏ ।[]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ ଅନୁଭବ ହୁଏ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଶୁଖିଲା ପାଟି, ମୂତ୍ର ଅବଧାରଣ ଏବଂ ଗ୍ଲକୋମା ହୋଇପାରେ ।[] ପିଲାମାନେ ଅଶାନ୍ତ ହୋଇପାରନ୍ତି ।[] ଗର୍ଭାବସ୍ଥାରେ ବ୍ୟବହାର ନିରାପଦ ଜଣାଯାଏ ।[] ଏହା ଏଚ୧ ରିସେପ୍ଟରର ପ୍ରଭାବକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[]

ଡକ୍ସିଲାମାଇନ ପ୍ରଥମେ ୧୯୪୮ ମସିହାରେ ବର୍ଣ୍ଣନା କରାଯାଇ ଥିଲା ।[] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[] [] ୨୦୨୦ ମସିହା ସୁଦ୍ଧା ୨୫ ମିଗ୍ରାର ୩୦ଟି ଟାବଲେଟ୍ ପାଇଁ ଏହାର ମୂଲ୍ୟ ୧୦ ଡଲାରରୁ କମ୍ ଅଟେ ।

  1. 1 2 ଆଧାର ଭୁଲ: ଅଚଳ <ref> ଚିହ୍ନ; "pmid12214324" ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  2. 1 2 ଆଧାର ଭୁଲ: ଅଚଳ <ref> ଚିହ୍ନ; "KrygerRoth2010" ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  3. "New Zealand Datasheet: Doxylamine Succinate" (PDF). Medsafe, New Zealand Medicines and Medical Devices Safety Authority. 16 ଜୁଲାଇ 2008. Archived from the original on 22 ମାର୍ଚ୍ଚ 2016.
  4. 1 2 3 "Doxylamine Succinate Monograph for Professionals". Drugs.com (in ଇଂରାଜୀ). Retrieved 8 October 2020.
  5. 1 2 3 4 5 "Doxylamine Succinate Monograph for Professionals". Drugs.com (in ଇଂରାଜୀ). Retrieved 8 October 2020.
  6. BNF 79 : March 2020. London: Royal Pharmaceutical Society. 2020. p. 442. ISBN 9780857113658.
  7. Briggs, Gerald G.; Freeman, Roger K.; Yaffe, Sumner J. (2008). Drugs in Pregnancy and Lactation: A Reference Guide to Fetal and Neonatal Risk. Vol. 2. Lippincott Williams & Wilkins. p. 89. doi:10.1258/om.2009.090002. ISBN 978-0-7817-7876-3. PMC 4989726. {{cite book}}: |work= ignored (help)
  8. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 546. ISBN 9783527607495.
  9. "Compare Doxylamine Prices". GoodRx (in ଆମେରିକୀୟ ଇଂରାଜୀ). Retrieved 8 October 2020.