Jump to content

ଡଲି ବିନ୍ଦ୍ରା

ଉଇକିପିଡ଼ିଆ‌ରୁ
(Dolly Bindraରୁ ଲେଉଟି ଆସିଛି)
ଡଲି ବିନ୍ଦ୍ରା
୨୦୧୯ ମସିହାରେ ବିନ୍ଦ୍ରା
ଜନ୍ମ (1970-01-20) ୨୦ ଜାନୁଆରୀ ୧୯୭୦ (ବୟସ ୫୪)
ଜାତୀୟତାଭାରତୀୟ
ବୃତ୍ତି(ହାସ୍ୟ) ଅଭିନେତ୍ରୀ
ସକ୍ରିୟ ବର୍ଷ୧୯୯୬–୨୦୧୯, ୨୦୨୩

ଡଲି ବିନ୍ଦ୍ରା (ଜନ୍ମ: ୨୦ ଜାନୁଆରୀ ୧୯୭୦)[] ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ହାସ୍ୟ ଅଭିନେତ୍ରୀ ଭାବରେ ଜଣାଶୁଣା ଏବଂ ୨୦୧୦ ମସିହାରେ ବିଗ୍ ବସ୍ ୪ରେ ଅଂଶଗ୍ରହଣ ସମୟରେ ଉପୁଜିଥିବା ବିବଦା ପାଇଁ ମଧ୍ୟ ଜଣାଶୁଣା ।[][]

ଅଭିନୟ ଜୀବନ

[ସମ୍ପାଦନା]

୧୮ ବର୍ଷ ବୟସରେ, ସେ ହିନ୍ଦୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ସେ ହମ୍ ସବ୍ ଏକ୍ ହୈ, ଗଦର୍, ତାରା ରମ୍ ପମ୍, ମମ୍ମିଜୀ, ଧନ୍ ଧନା ଧନ୍ ଗୋଲ୍, କ୍ରେଜି ୪ ଭଳି କଥାଚିତ୍ରରେଏ କାମ କରିଛନ୍ତି ।[]

ବିବାଦ

[ସମ୍ପାଦନା]

ଡଲି ବିନ୍ଦ୍ରା ରାଧେ ମାଆଙ୍କର ଭକ୍ତ ଥିଲେ, କିନ୍ତୁ ପରେ ତାଙ୍କ ବିରୁଦ୍ଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିବା ସହିତ ସେ ଏଫ୍ଆଇଆର୍ ଦାଖଲ କରିଥିଲେ ।[] ବିଗ୍ ବସ୍ ୪ରେ ତାଙ୍କର ବିବାଦୀୟ ମନ୍ତବ୍ୟ ତଥା ବ୍ୟବହାର ପାଇଁ ସେ ବିବାଦକୁ ଆସିଥିଲେ ।[]

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷ କଥାଚିତ୍ର ଚରିତ୍ର ମନ୍ତବ୍ୟ
୨୦୨୩ ଗଦର୍ ୨ ଗୁଲ୍ ଖାନ୍‌ଙ୍କ ପତ୍ନୀ
୨୦୧୯ ଦବଙ୍ଗ ୩ ଚିଣ୍ଟି ୱାଲିଆ
୨୦୧୮ ଇମ୍ରାନ ଖାନ୍ - ନାଇଟ୍‌ଦାଃ ନର୍ତ୍ତକୀ ଅତିଥି କଳାକାର
୨୦୧୭ ୟେ ହୈ ବିଗ୍ ବସ୍ ପତ୍‌ଲି ଡଲି ବିନ୍ଦ୍ରା
୨୦୧୫ ଡଲି କି ଡଲି ଅତିଥି କଳାକାର
୨୦୦୯ ଅଜବ୍ ପ୍ରେମ୍ କି ଗଜବ୍ କାହାନୀ ଗୋବିନ୍ଦ ନାମଦେଓଙ୍କ ସ୍ତ୍ରୀ
ଚଲ୍ ଚଲା ଚଲ୍ କ୍ୟାମିଓ
୨୦୦୭ ତା ରା ରମ୍ ପମ୍ ଶ୍ରୀମତି ପୁନୋୟା
୨୦୦୬ ଫାଇଟ୍ କ୍ଲବ୍ - ମେମ୍ବର୍ସ ଓନ୍‌ଲି
୨୦୦୫ ଦୋସ୍ତି: ଫ୍ରେଣ୍ଡ୍‌ସ୍ ଫର୍‌ଏଭର୍
ଏ ସବ୍‌ଲାଇମ୍ ଲଭ୍ ଷ୍ଟୋରୀ: ବର୍‌ସାତ୍ ଶମ୍ମୀଙ୍କ ସ୍ତ୍ରୀ
ମୈନେ ପ୍ୟାର୍ କ୍ୟୁଁ କିୟା ନୈନାଙ୍କ ସାଙ୍ଗ
ଜୋ ବୋଲେ ସୋ ନିହାଲ୍ ନିହାଲ୍‌ଙ୍କ ଭଉଣୀ
୨୦୦୪ ମଦ୍‌ହୋସୀ
୨୦୦୩ ତଲାସ୍: ଦି ହଣ୍ଟ ବିଗିନ୍‌ସ୍...
୨୦୦୨ ହାଁ ମୈନେ ଭି ପ୍ୟାର୍ କିୟା
ୟେ ମୋହବତ୍ ହୈ ଜ୍ୟୋତି
୨୦୦୧ ଷ୍ଟାଇଲ୍ ଚଣ୍ଟୁର ମାଆ
ୟାଦେଁ... ସାନିଆଙ୍କ ଶାଶୁ
ଗଦର୍: ଏକ୍ ପ୍ରେମ୍ କଥା ଗୁଲ୍ ଖାନ୍‌ଙ୍କ ପତ୍ନୀ
ସେନ୍ସର୍ ମଧୁ
୨୦୦୦ ଖିଲାଡ଼ି ୪୨୦
ବିଛୁ
ଶାଲୀ ପୂରି ଘର୍‌ବାଲି
ଗ୍ଲାମର୍ ଗାର୍ଲ୍ ଡଲି
୧୯୯୯ ଜାନୱାର୍ ସପ୍ନାଙ୍କ ସାଙ୍ଗ
ପ୍ୟାର୍ କୋଇ ଖେଲ୍ ନେହିଁ
୧୯୯୬ ଅଜୟ
ଖିଲାଡ଼ିୟୋଁ କା ଖିଲାଡ଼ି ଭଗୱନ୍ତି

ଅଭିନୀତ ଧାରାବାହିକ

[ସମ୍ପାଦନା]
ବର୍ଷ ଧାରାବାହିକ/କାର୍ଯ୍ୟକ୍ରମ ଭୂମିକା ଚ୍ୟାନେଲ୍ ମନ୍ତବ୍ୟ ଆଧାର
୨୦୧୦-୨୦୧୧ ବିଗ୍ ବସ୍ ୪ ପ୍ରତିଯୋଗୀ କଲର୍ସ ଟିଭି ୪ର୍ଥ ସ୍ଥାନରେ ଥିଲେ
୨୦୧୪ ଅଦାଲତ ସ୍ୱୀଟି ମନଚନ୍ଦା ସୋନି ଟିଭି ଅଧ୍ୟାୟ ୮୫
  1. News18 (20 January 2022). "Actress Dolly Bindra, Famous For Controversies, Turns 52" (in ଇଂରାଜୀ). Archived from the original on 17 July 2022. Retrieved 17 July 2022.{{cite news}}: CS1 maint: numeric names: authors list (link)
  2. "Dolly Bindra to enter Bigg Boss". Hindustan Times. 24 October 2010. Archived from the original on 20 January 2011.
  3. "TV actress Dolly Bindra joins Bigg Boss 4". The Indian Express. 25 October 2010.
  4. Jambhekar, Shruti (21 June 2011). "Dolly Bindra was a shock factor: Shweta". The Times of India. Archived from the original on 15 September 2012. Retrieved 26 July 2011.
  5. "Dolly Bindra exposes vulgarity of Pranay Soni".
  6. "Dolly Bindra thrown out of Big Boss house". 17 November 2010.

ବାହାର ଲିଙ୍କ୍

[ସମ୍ପାଦନା]