ଡଲି ବିନ୍ଦ୍ରା
ଦେଖଣା
ଡଲି ବିନ୍ଦ୍ରା | |
|---|---|
୨୦୧୯ ମସିହାରେ ବିନ୍ଦ୍ରା | |
| ଜନ୍ମ | ୨୦ ଜାନୁଆରୀ ୧୯୭୦ |
| ଜାତୀୟତା | ଭାରତୀୟ |
| ବୃତ୍ତି | (ହାସ୍ୟ) ଅଭିନେତ୍ରୀ |
| ସକ୍ରିୟ ବର୍ଷ | ୧୯୯୬–୨୦୧୯, ୨୦୨୩ |
ଡଲି ବିନ୍ଦ୍ରା (ଜନ୍ମ: ୨୦ ଜାନୁଆରୀ ୧୯୭୦)[୧] ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ହାସ୍ୟ ଅଭିନେତ୍ରୀ ଭାବରେ ଜଣାଶୁଣା ଏବଂ ୨୦୧୦ ମସିହାରେ ବିଗ୍ ବସ୍ ୪ରେ ଅଂଶଗ୍ରହଣ ସମୟରେ ଉପୁଜିଥିବା ବିବଦା ପାଇଁ ମଧ୍ୟ ଜଣାଶୁଣା ।[୨][୩]
ଅଭିନୟ ଜୀବନ
[ସମ୍ପାଦନା]୧୮ ବର୍ଷ ବୟସରେ, ସେ ହିନ୍ଦୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ସେ ହମ୍ ସବ୍ ଏକ୍ ହୈ, ଗଦର୍, ତାରା ରମ୍ ପମ୍, ମମ୍ମିଜୀ, ଧନ୍ ଧନା ଧନ୍ ଗୋଲ୍, କ୍ରେଜି ୪ ଭଳି କଥାଚିତ୍ରରେଏ କାମ କରିଛନ୍ତି ।[୪]
ବିବାଦ
[ସମ୍ପାଦନା]ଡଲି ବିନ୍ଦ୍ରା ରାଧେ ମାଆଙ୍କର ଭକ୍ତ ଥିଲେ, କିନ୍ତୁ ପରେ ତାଙ୍କ ବିରୁଦ୍ଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିବା ସହିତ ସେ ଏଫ୍ଆଇଆର୍ ଦାଖଲ କରିଥିଲେ ।[୫] ବିଗ୍ ବସ୍ ୪ରେ ତାଙ୍କର ବିବାଦୀୟ ମନ୍ତବ୍ୟ ତଥା ବ୍ୟବହାର ପାଇଁ ସେ ବିବାଦକୁ ଆସିଥିଲେ ।[୬]
ଅଭିନୀତ କଥାଚିତ୍ର
[ସମ୍ପାଦନା]| ବର୍ଷ | କଥାଚିତ୍ର | ଚରିତ୍ର | ମନ୍ତବ୍ୟ |
|---|---|---|---|
| ୨୦୨୩ | ଗଦର୍ ୨ | ଗୁଲ୍ ଖାନ୍ଙ୍କ ପତ୍ନୀ | |
| ୨୦୧୯ | ଦବଙ୍ଗ ୩ | ଚିଣ୍ଟି ୱାଲିଆ | |
| ୨୦୧୮ | ଇମ୍ରାନ ଖାନ୍ - ନାଇଟ୍ଦାଃ | ନର୍ତ୍ତକୀ | ଅତିଥି କଳାକାର |
| ୨୦୧୭ | ୟେ ହୈ ବିଗ୍ ବସ୍ | ପତ୍ଲି ଡଲି ବିନ୍ଦ୍ରା | |
| ୨୦୧୫ | ଡଲି କି ଡଲି | ଅତିଥି କଳାକାର | |
| ୨୦୦୯ | ଅଜବ୍ ପ୍ରେମ୍ କି ଗଜବ୍ କାହାନୀ | ଗୋବିନ୍ଦ ନାମଦେଓଙ୍କ ସ୍ତ୍ରୀ | |
| ଚଲ୍ ଚଲା ଚଲ୍ | କ୍ୟାମିଓ | ||
| ୨୦୦୭ | ତା ରା ରମ୍ ପମ୍ | ଶ୍ରୀମତି ପୁନୋୟା | |
| ୨୦୦୬ | ଫାଇଟ୍ କ୍ଲବ୍ - ମେମ୍ବର୍ସ ଓନ୍ଲି | ||
| ୨୦୦୫ | ଦୋସ୍ତି: ଫ୍ରେଣ୍ଡ୍ସ୍ ଫର୍ଏଭର୍ | ||
| ଏ ସବ୍ଲାଇମ୍ ଲଭ୍ ଷ୍ଟୋରୀ: ବର୍ସାତ୍ | ଶମ୍ମୀଙ୍କ ସ୍ତ୍ରୀ | ||
| ମୈନେ ପ୍ୟାର୍ କ୍ୟୁଁ କିୟା | ନୈନାଙ୍କ ସାଙ୍ଗ | ||
| ଜୋ ବୋଲେ ସୋ ନିହାଲ୍ | ନିହାଲ୍ଙ୍କ ଭଉଣୀ | ||
| ୨୦୦୪ | ମଦ୍ହୋସୀ | ||
| ୨୦୦୩ | ତଲାସ୍: ଦି ହଣ୍ଟ ବିଗିନ୍ସ୍... | ||
| ୨୦୦୨ | ହାଁ ମୈନେ ଭି ପ୍ୟାର୍ କିୟା | ||
| ୟେ ମୋହବତ୍ ହୈ | ଜ୍ୟୋତି | ||
| ୨୦୦୧ | ଷ୍ଟାଇଲ୍ | ଚଣ୍ଟୁର ମାଆ | |
| ୟାଦେଁ... | ସାନିଆଙ୍କ ଶାଶୁ | ||
| ଗଦର୍: ଏକ୍ ପ୍ରେମ୍ କଥା | ଗୁଲ୍ ଖାନ୍ଙ୍କ ପତ୍ନୀ | ||
| ସେନ୍ସର୍ | ମଧୁ | ||
| ୨୦୦୦ | ଖିଲାଡ଼ି ୪୨୦ | ||
| ବିଛୁ | |||
| ଶାଲୀ ପୂରି ଘର୍ବାଲି | |||
| ଗ୍ଲାମର୍ ଗାର୍ଲ୍ | ଡଲି | ||
| ୧୯୯୯ | ଜାନୱାର୍ | ସପ୍ନାଙ୍କ ସାଙ୍ଗ | |
| ପ୍ୟାର୍ କୋଇ ଖେଲ୍ ନେହିଁ | |||
| ୧୯୯୬ | ଅଜୟ | ||
| ଖିଲାଡ଼ିୟୋଁ କା ଖିଲାଡ଼ି | ଭଗୱନ୍ତି |
ଅଭିନୀତ ଧାରାବାହିକ
[ସମ୍ପାଦନା]| ବର୍ଷ | ଧାରାବାହିକ/କାର୍ଯ୍ୟକ୍ରମ | ଭୂମିକା | ଚ୍ୟାନେଲ୍ | ମନ୍ତବ୍ୟ | ଆଧାର |
|---|---|---|---|---|---|
| ୨୦୧୦-୨୦୧୧ | ବିଗ୍ ବସ୍ ୪ | ପ୍ରତିଯୋଗୀ | କଲର୍ସ ଟିଭି | ୪ର୍ଥ ସ୍ଥାନରେ ଥିଲେ | |
| ୨୦୧୪ | ଅଦାଲତ | ସ୍ୱୀଟି ମନଚନ୍ଦା | ସୋନି ଟିଭି | ଅଧ୍ୟାୟ ୮୫ |
ଆଧାର
[ସମ୍ପାଦନା]- ↑ News18 (20 January 2022). "Actress Dolly Bindra, Famous For Controversies, Turns 52" (in ଇଂରାଜୀ). Archived from the original on 17 July 2022. Retrieved 17 July 2022.
{{cite news}}: CS1 maint: numeric names: authors list (link) - ↑ "Dolly Bindra to enter Bigg Boss". Hindustan Times. 24 October 2010. Archived from the original on 20 January 2011.
- ↑ "TV actress Dolly Bindra joins Bigg Boss 4". The Indian Express. 25 October 2010.
- ↑ Jambhekar, Shruti (21 June 2011). "Dolly Bindra was a shock factor: Shweta". The Times of India. Archived from the original on 15 September 2012. Retrieved 26 July 2011.
- ↑ "Dolly Bindra exposes vulgarity of Pranay Soni".
- ↑ "Dolly Bindra thrown out of Big Boss house". 17 November 2010.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଡଲି ବିନ୍ଦ୍ରା
- ବଲିଉଡ଼ ହଙ୍ଗାମାରେ ଡଲିଙ୍କ ଅଭିନୀତ କଥାଚିତ୍ର ତାଲିକା