ଡିଭାଇନ ପବ୍ଳିକ ସ୍କୁଲ, ରାୟଗଡ଼ା
ଦେଖଣା
(Divine Public School, Rayagadaରୁ ଲେଉଟି ଆସିଛି)
ଏହି ପ୍ରସଙ୍ଗଟିକୁ ଠିକ ଭାବେ ଯାଞ୍ଚ କରିବା ପାଇଁ ଅଧିକ ଆଧାର ଆବଶ୍ୟକ। (November 2015) |
ଡିଭାଇନ ପବ୍ଳିକ ସ୍କୁଲ, ରାୟଗଡ଼ା | |
---|---|
ଅବସ୍ଥାନ | |
ରାୟଗଡ଼ା, ଓଡ଼ିଶା, ଭାରତ | |
ବିବରଣୀ | |
Type | Public High School |
ପ୍ରତିଷ୍ଠା | ୧୯୯୩ |
ଅଧ୍ୟକ୍ଷ | ରାଜ କୁମାର ମୋହନା |
ଶ୍ରେଣୀ | ଏଲ୍.କେ.ଜି -୧୦ମ |
Campus type | ସହର |
Affiliation | ICSE |
ଡ଼ିଭାଇନ୍ ପବ୍ଳିକ ସ୍କୁଲ, ରାୟଗଡ଼ା ଏକ ସହଶିକ୍ଷା ଭିତ୍ତିକ ଇଂରାଜୀ ମାଧ୍ୟମ ଉଚ୍ଚ ବିଦ୍ୟାଳୟ ।[୧] ରାୟଗଡ଼ା ସହରର ବାଇପାସ୍ ରାସ୍ତାରେ ଥିବା ୟୁଜିଏମ୍ଆଇଟି (en:Utkal Gourav Madhusudan Institute of Technology, Rayagada) ସାମନାରେ ଏହା ଅବସ୍ଥିତ ।
ଇତିହାସ
[ସମ୍ପାଦନା]୧୯୯୩ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟ ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗଦ୍ୱାରା ସ୍ୱୀକୃତିପ୍ରାପ୍ତ । ଏହି ବିଦ୍ୟାଳୟରେ ହିନ୍ଦୀ ଦ୍ୱିତୀୟ୍ ସ୍ୱୀକୃତ ଭାଷା । ବିଦ୍ୟାଳୟଟି ଆଇସିଏସ୍ଇ (ICSE) ସହ ଅନୁବନ୍ଧିତ ।[୨] ବିଦ୍ୟାଳୟରେ ଏକ ପାଠାଗାର ରହିଛି ।[୩] ଡ଼ିଭାଇନ୍ ଗ୍ରୁପ ଶୈକ୍ଷିକ ଅନୁଷ୍ଠାନ ସାଧାରଣତଃ ଛାତ୍ର/ଛାତ୍ରୀଙ୍କ ପାଠ୍ୟୋତ୍ତର ଉତ୍କୃଷ୍ଟତା ପ୍ରକାଶ ନିମନ୍ତେ ଉଦ୍ଦିଷ୍ଟ । ପ୍ରତି ପିଲାର ସାମଗ୍ରିକ ବିକାଶ ଏହି ଅନୁଷ୍ଠାନର ଲକ୍ଷ୍ୟ ।[୪]
ଆଧାର
[ସମ୍ପାଦନା]- ↑ "Divini Public School" studyguideindia.com
- ↑ "DPS, Rayagada" Archived 2015-04-02 at the Wayback Machine. winentrance.com
- ↑ "Indian Schools" Archived 2015-04-02 at the Wayback Machine. oruschool.in
- ↑ "Divine Public School, Rayagada". www.kulguru.com. Retrieved 30 November 2015.[permanent dead link]
ବାହାର ଲିଙ୍କ
[ସମ୍ପାଦନା]ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |