ଡିଭାଇନ ପବ୍ଳିକ ସ୍କୁଲ, ରାୟଗଡ଼ା

ଉଇକିପିଡ଼ିଆ‌ରୁ
ଡିଭାଇନ ପବ୍ଳିକ ସ୍କୁଲ, ରାୟଗଡ଼ା
ଡିଭାଇନ ପବ୍ଳିକ ସ୍କୁଲ, ରାୟଗଡ଼ା
ଅବସ୍ଥାନ
ରାୟଗଡ଼ା, ଓଡ଼ିଶା, ଭାରତ
ବିବରଣୀ
Type Public High School
ପ୍ରତିଷ୍ଠା ୧୯୯୩
ଅଧ୍ୟକ୍ଷ ରାଜ କୁମାର ମୋହନା
ଶ୍ରେଣୀ ଏଲ୍.କେ.ଜି -୧୦ମ
Campus type ସହର
Affiliation ICSE

ଡ଼ିଭାଇନ୍ ପବ୍ଳିକ ସ୍କୁଲ, ରାୟଗଡ଼ା ଏକ ସହଶିକ୍ଷା ଭିତ୍ତିକ ଇଂରାଜୀ ମାଧ୍ୟମ ଉଚ୍ଚ ବିଦ୍ୟାଳୟ ।[୧] ରାୟଗଡ଼ା ସହରର ବାଇପାସ୍‌ ରାସ୍ତାରେ ଥିବା ୟୁଜିଏମ୍ଆଇଟି (en:Utkal Gourav Madhusudan Institute of Technology, Rayagada) ସାମନାରେ ଏହା ଅବସ୍ଥିତ ।

ଇତିହାସ[ସମ୍ପାଦନା]

୧୯୯୩ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟ ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗଦ୍ୱାରା ସ୍ୱୀକୃତିପ୍ରାପ୍ତ । ଏହି ବିଦ୍ୟାଳୟରେ ହିନ୍ଦୀ ଦ୍ୱିତୀୟ୍ ସ୍ୱୀକୃତ ଭାଷା । ବିଦ୍ୟାଳୟଟି ଆଇସିଏସ୍ଇ (ICSE) ସହ ଅନୁବନ୍ଧିତ ।[୨] ବିଦ୍ୟାଳୟରେ ଏକ ପାଠାଗାର ରହିଛି ।[୩] ଡ଼ିଭାଇନ୍ ଗ୍ରୁପ ଶୈକ୍ଷିକ ଅନୁଷ୍ଠାନ ସାଧାରଣତଃ ଛାତ୍ର/ଛାତ୍ରୀଙ୍କ ପାଠ୍ୟୋତ୍ତର ଉତ୍କୃଷ୍ଟତା ପ୍ରକାଶ ନିମନ୍ତେ ଉଦ୍ଦିଷ୍ଟ । ପ୍ରତି ପିଲାର ସାମଗ୍ରିକ ବିକାଶ ଏହି ଅନୁଷ୍ଠାନର ଲକ୍ଷ୍ୟ ।[୪]

ଆଧାର[ସମ୍ପାଦନା]

  1. "Divini Public School" studyguideindia.com
  2. "DPS, Rayagada" winentrance.com
  3. "Indian Schools" Archived 2015-04-02 at the Wayback Machine. oruschool.in
  4. "Divine Public School, Rayagada". www.kulguru.com. Retrieved 30 November 2015.

ବାହାର ଲିଙ୍କ[ସମ୍ପାଦନା]