ଡାଇମେନହାଇଡ୍ରିନେଟ

ଉଇକିପିଡ଼ିଆ‌ରୁ
(Dimenhydrinateରୁ ଲେଉଟି ଆସିଛି)
ଡାଇମେନହାଇଡ୍ରିନେଟ
Combination of
DiphenhydramineAntiemetic
8-chlorotheophyllineStimulant
Clinical data
Pronunciationdye" men hye' dri nate[୩]
Trade namesDraminate, Gravol, Dramamine, others
AHFS/Drugs.commonograph
MedlinePlusa607046
Pregnancy
category
Routes of
administration
By mouth, rectal, intravenous, intramuscular[୨]
Legal status
Legal status
  • AU: S2 (Pharmacy only)
  • US: OTC
Identifiers
ECHA InfoCard100.007.593 Edit this at Wikidata
  (verify)

ଡାଇମେନହାଇଡ୍ରିନେଟ, ବେପାର ନାମ ଡ୍ରାମାମାଇନ ଏବଂ ଗ୍ରାଭୋଲ୍ ଏକ ଔଷଧ ଯାହା ଗତି ରୋଗ, ବାନ୍ତି, ଏବଂ ମୁଣ୍ଡବୁଲା ବା ଭର୍ଟିଗୋ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ। [୨] ଯଦିଓ ଏହା ଆଲର୍ଜି ପାଇଁ ବ୍ୟବ‌ହାର କରାଗଲେ ମଧ୍ୟ ଏହି ଅବସ୍ଥା ପାଇଁ ଅଧ୍ୟୟନ କରାଯାଇ ନାହିଁ ।[୨] ଏହା ଡାଇଫେନହାଇଡ୍ରାମାଇନ ଏବଂ - କ୍ଲୋରୋଥିଓଫାଇଲିନ ଔଷଧର ଏକ ମିଶ୍ରଣ ।[୩] [୪]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ ଭାବ, ଅସ୍ପଷ୍ଟ ଦୃଷ୍ଟି, ଶୁଖିଲା ପାଟି, ମୁଣ୍ଡବିନ୍ଧା, ଦ୍ୱନ୍ଦ୍ୱ ଏବଂ ମୁଣ୍ଡ ବୁଲାଇବା ହୁଏ ।[୨] [୩] ପିଲାମାନେ ଅତିସକ୍ରିୟ ବା ହାଇପରାକ୍ଟିଭ୍ ହୋଇପାରନ୍ତି ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ମୂତ୍ର ଧାରଣ ଏବଂ ଗ୍ଲକୋମା ହୋଇପାରେ ।[୩] ଶିଶୁର କ୍ଷତି ହେବାର କୌଣସି ପ୍ରମାଣ ନଥିବାରୁ ଏହାକୁ ଅନେକ ଗର୍ଭବତୀ ମହିଳା ଗ୍ରହଣ କରିଛନ୍ତି । [୧] ସ୍ତନ୍ୟପାନ ନିରାପଦ ଦେଖାଯିବା ସମୟରେ କମ୍ ମାତ୍ରାରେ ଦିଆଯାଏ ।[୧] ଡାଇମେନହାଇଡ୍ରିନେଟ୍ ହେଉଛି ପ୍ରଥମ ପିଢ଼ିର ଆଣ୍ଟିହିଷ୍ଟାମାଇନ ।[୩] ଏହା ଡାଇଫେନହାଇଡ୍ରାମାଇନର ପ୍ରଭାବ ମାଧ୍ୟମରେ କାମ କରେ ଯାହା ଆସେଟାଇଲକୋଲିନକୁ ଇଅବରୋଧ କରିଥାଏ ।[୨] ନିଦ୍ରାର ପାର୍ଶ୍ୱ ପ୍ରତିକ୍ରିୟା ହ୍ରାସ କରିବାକୁ ଚେଷ୍ଟା କରିବା ପାଇଁ ୮-କ୍ଲୋରୋଥିଓଫାଇନ ଉପସ୍ଥିତ ରହେ । [୩]

ଜିଡି ସର୍ଲେ କମ୍ପାନୀଦ୍ୱାରା ବିକଶିତ ହେବା ପରେ ଅତି କମରେ ୧୯୪୭ ପରଠାରୁ ଡିମେନହାଇଡ୍ରିନେଟ୍ ମେଡିକାଲରେ ବ୍ୟବହୃତ ହୋଇଆସୁଛି ।[୫] [୬] ଏହା ବିନା ପ୍ରେସକ୍ରିପସନ ଏକ ଔଷଧ ଏବଂ ଏକ ଜେନେରିକ ଔଷଧ ଭାବରେ ମିଳେ । [୨] ଯୁକ୍ତରାଷ୍ଟ୍ରରେ ୨୦୨୦ ସୁଦ୍ଧା ୫୦ ଡଲାରରୁ କମ୍ ମୂଲ୍ୟରେ ୧୨୦ ବଟିକା କ୍ରୟ କରାଯାଇପାରିବ ।[୭] ଉଚ୍ଚ ମାତ୍ରାରେ ଏହା ମନୋରଞ୍ଜନ ବାବଦରେ ବ୍ୟବହୃତ ହୋଇପାରେ ।[୮] [୯]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Dimenhydrinate Use During Pregnancy". Drugs.com (in ଇଂରାଜୀ). Retrieved 10 September 2020.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Dimenhydrinate Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Archived from the original on 18 October 2020. Retrieved 10 September 2020.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ "Dimenhydrinate". LiverTox: Clinical and Research Information on Drug-Induced Liver Injury. National Institute of Diabetes and Digestive and Kidney Diseases. January 16, 2017. Archived from the original on 28 August 2021. Retrieved 10 September 2020.
  4. Putra, Okky Dwichandra; Yoshida, Tomomi; Umeda, Daiki; Higashi, Kenjirou; Uekusa, Hidehiro; Yonemochi, Etsuo (29 July 2016). "Crystal Structure Determination of Dimenhydrinate after More than 60 Years: Solving Salt–Cocrystal Ambiguity via Solid-State Characterizations and Solubility Study". Crystal Growth & Design. 16 (9): 5223–5229. doi:10.1021/acs.cgd.6b00771.
  5. Sneader, Walter. Drug Discovery: A History (in ଇଂରାଜୀ). John Wiley & Sons. p. 405. ISBN 978-0-471-89979-2. Archived from the original on 2021-08-28. Retrieved 2020-09-10.
  6. Root, Walter S.; Hofmann, Frederick G. The Nervous System: Central Nervous System Drugs (in ଇଂରାଜୀ). Elsevier. p. 311. ISBN 978-1-4832-7583-3. Archived from the original on 2021-08-28. Retrieved 2020-09-10.
  7. "Compare Dimenhydrinate Prices". GoodRx (in ଆମେରିକୀୟ ଇଂରାଜୀ). Retrieved 10 September 2020.
  8. Hoffman, Robert S.; Howland, Mary Ann; Lewin, Neal A.; Nelson, Lewis S.; Goldfrank, Lewis R. (2014). Goldfrank's Toxicologic Emergencies, Tenth Edition (ebook) (in ଇଂରାଜୀ). McGraw Hill Professional. p. 667. ISBN 978-0-07-180185-0. Archived from the original on 2021-08-28. Retrieved 2020-10-31.
  9. Gold, Jennifer. "ConsumerMedSafety.org - Prevent Medication Errors - Consumer Med Safety". consumermedsafety.org (in ବ୍ରିଟିଶ୍‌ ଇଂରାଜୀ). Archived from the original on 21 January 2021. Retrieved 10 September 2020.