ଦୀପକ ଜେଠୀ
ଦେଖଣା
(Deepak Jethiରୁ ଲେଉଟି ଆସିଛି)
ଦୀପକ ଜେଠୀ | |
|---|---|
| ଜନ୍ମ | ଦିଲ୍ଲୀ, ଭାରତ |
| ଜାତୀୟତା | ଭାରତୀୟ |
| ଜାତୀୟତା | ଭାରତୀୟ |
| ବୃତ୍ତି(ସମୂହ) | ଅଭିନେତା, ଡବିଂ କଳାକାର |
ଦୀପକ ଜେଠୀ (Dīpaka jēṭahāya) ଜଣେ ଭାରତୀୟ ଅଭିନେତା ଯିଏକି ମୁଖ୍ୟତଃ ହିନ୍ଦୀ କଥାଚିତ୍ର ଓ ଦୂରଦର୍ଶନ ଧାରାବାହିକରେ ଅଭିନୟ କରନ୍ତି ।[୧] ସେ ଜଣେ ଭଏସ୍ ଡବିଂ କଳାକାର ଭାବରେ ହିନ୍ଦୀରେ ଅନେକ ବିଦେଶୀ ଗଣମାଧ୍ୟମ କାର୍ଯ୍ୟକ୍ରମ ଓ କଥାଚିତ୍ର ତଥା ଧାରାବାହିକ ଆଦି ଡବ୍ କରନ୍ତି । ୨୦୧୩ ମସିହାରେ ମୁକ୍ତିଲାଭ କରିଥିବା କଥାଚିତ୍ର ପ୍ରଧାନମନ୍ତ୍ରୀରେ ସେ ଜର୍ଣ୍ଣେଲ ସିଂ ଭୀନ୍ଦ୍ରନୱାଲେ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୀତ କଥାଚିତ୍ର
[ସମ୍ପାଦନା]| ବର୍ଷ | କଥାଚିତ୍ର | ଭୂମିକା | ଭାଷା | ମନ୍ତବ୍ୟ |
|---|---|---|---|---|
| ୧୯୯୬ | ଏକ୍ ଥା ରାଜା | ହିନ୍ଦୀ | ||
| ଇଂରାଜୀ ବାବୁ ଦେଶୀ ମେମ୍ | ହିନ୍ଦୀ | |||
| ୨୦୦୦ | ବାଘି | ହିନ୍ଦୀ | ||
| ବଂଶୀ | ତେଲୁଗୁ | |||
| ଜିନ୍ଦେଗୀ | ଦୀପକ | ହିନ୍ଦୀ | ||
| ୨୦୦୨ | ସିନ୍ଦୂର୍ କି ସୌଗନ୍ଧ୍ | ଶରଦ | ହିନ୍ଦୀ | |
| ୨୦୦୩ | ଏଲଓସି କାର୍ଗିଲ | ମେଜର ମୋହିତ | ହିନ୍ଦୀ | |
| ୨୦୦୪ | ଗର୍ବ: ପ୍ରାଇଡ୍ ଆଣ୍ଡ ଅନର୍ | ହକ୍କିମ ଲୁକା | ହିନ୍ଦୀ | |
| ଇସ୍କ କୟାମତ୍ | ଅଜୟ | ହିନ୍ଦୀ | ||
| ଅଦାଭି ରାମୁଡ଼ୁ | ତେଲୁଗୁ | |||
| ୨୦୦୮ | ଭ୍ରମ୍: ଏନ୍ ଇଲ୍ୟୁଜନ୍ | କୁଲଦୀପ ରାଠୋର୍ | ହିନ୍ଦୀ ଏବଂ ଇଂରାଜୀ | |
| ବିଷ୍ଣୁ | ତେଲୁଗୁ | |||
| ୨୦୧୦ | ବନ୍ଦେ ମାତରମ୍ | ମଲିକ୍ | ମାଲାୟାଲମ୍ ଏବଂ ତାମିଲ୍ | ଦ୍ୱିଭାଷୀ |
| ୨୦୧୩ | କାମ୍ମାତ୍ ଆଣ୍ଡ କାମାତ୍ | ବିକ୍ରମ ଛେତ୍ରୀ | ମାଲାୟାଲମ୍ | |
| ୨୦୧୭ | ୧୯୭୧: ବିଅଣ୍ଡ୍ ବୋର୍ଡ଼ର୍ସ | ଅହରାମ ରାଜାଙ୍କ ପୁଅ | ମାଲାୟାଲମ୍ | |
| ୨୦୧୭ | ସତ୍ୟା | ମାଲାୟାଲମ୍ | ||
| ୨୦୧୮ | ବିଶ୍ୱରୂପମ୍ ୨ | ତାମିଲ, ହିନ୍ଦୀ ଏବଂ ତେଲୁଗୁ | ବହୁଭାଷୀ |
ଦୂରଦର୍ଶନ ଧାରାବାହିକ
[ସମ୍ପାଦନା]| ବର୍ଷ | କାର୍ଯ୍ୟକ୍ରମ | ଭୂମିକା | ମନ୍ତବ୍ୟ |
|---|---|---|---|
| ୧୯୯୧ | ମହାଭାରତ କଥା | ବାର୍ବରୀକ | |
| ୧୯୯୩ | କୃଷ୍ଣ | ଦୁଃଶାସନ | |
| ୧୯୯୫ | କାନୁନ୍ | ଦର୍ପଣ | |
| ୧୯୯୭ | ଜୟ ହନୁମାନ | କେଶରୀ | |
| ଓଁ ନମଃ ଶିବାୟ | ବିଦ୍ୟୁନମାଳି | ||
| ୧୯୯୯–୨୦୦୦ | ଜୟ ମାତା କି | ରମ୍ଭ ଏବଂ ଦୁର୍ଗ ଅସୁର | |
| ୨୦୦୦ | ଜପ ତପ ବ୍ରତ | ମଙ୍ଗଳଦେବ | |
| ମା ଶକ୍ତି | ଡିମନ୍ ଶମ୍ଭୁ | ||
| ଶ୍ରୀ ଗଣେଶ | ବଜରଙ୍ଗ/ତାରକାକ୍ଷ | ||
| ବିଷ୍ଣୁ ପୁରାଣ | କାଳକେତୁ | ||
| ୨୦୦୧ | ଦୌପଦୀ | ଦୁର୍ଯ୍ୟୋଧନ | |
| ୨୦୦୨ | ରାମାୟଣ | ହନୁମାନ | |
| ଆର୍ଯ୍ୟମାନ - ବ୍ରହ୍ମାଣ୍ଡ କା ଯୋଦ୍ଧା | ମହାସାମନ୍ତ ନାରକ | ||
| ଶଃ... କୋଇ ହୈ | ବାବୁ | ||
| ୨୦୦୪ | କର୍ମା - କୋଇ ଆ ରାହାଃ ହୈ ୱକ୍ତ ବଦଲ୍ନେ | ଚ୍ୟାଲେଞ୍ଜର୍ | |
| ୨୦୦୮ | କାହାନୀ ହମାରେ ମହାଭାରତ କି | ଦ୍ରୋଣାଚାର୍ଯ୍ୟ | |
| ଶାର୍ପସ୍ ପେରିଲ୍ | ଦଫାଦାର୍ କପୁର | ଟେଲିଫିଲ୍ମ | |
| ୨୦୦୯–୨୦୧୧ | ଆଗଲେ ଜନମ୍ ମୋହା ବିଟିୟା ହି କିଜୋ | ଦମନ ସିଂହ | |
| ୨୦୧୨ | ଦେବୋଁ କେ ଦେବ ମହାଦେବ | ମହିଷାସୁର | |
| ୨୦୧୩ | ପ୍ରଧାନମନ୍ତ୍ରୀ | ଜର୍ଣ୍ଣେଲ ସିଂ ଭୀନ୍ଦ୍ରନୱାଲେ | |
| ୨୦୧୪ | ମହାଭାରତ | ମହାରାଜ ବିରାଟ | |
| ୨୦୧୭ | ପରମବ୍ରତ ଶ୍ରୀ କ୍ରିଷ୍ଣା | ଶ୍ରୀଧର | |
| ୨୦୧୮–୨୦୧୯ | କର୍ଣ୍ଣ ସଙ୍ଗିନୀ | ଦ୍ରୁପଦ | |
| ୨୦୨୧ | ପପନାଶିନୀ ଗଙ୍ଗା | ମହାରାଜ ଦକ୍ଷ | |
| ଜୟ କାହ୍ନେୟା ଲାଲ୍ କି | ଜରାସନ୍ଧ |
ଆଧାର
[ସମ୍ପାଦନା]- ↑ "Deepak Jethi Fan Club | Bollywood Actor | Deepak Jethi Fans | Bollywood Movie Fan Club | Oneindia.in". Archived from the original on 20 July 2012. Retrieved 14 April 2012.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଦୀପକ ଜେଠୀ