ଦୀପକ ଜେଠୀ
ଦେଖଣା
ଦୀପକ ଜେଠୀ | |
---|---|
ଜନ୍ମ | ଦିଲ୍ଲୀ, ଭାରତ |
ଜାତୀୟତା | ଭାରତୀୟ |
ଜାତୀୟତା | ଭାରତୀୟ |
ବୃତ୍ତି(ସମୂହ) | ଅଭିନେତା, ଡବିଂ କଳାକାର |
ଦୀପକ ଜେଠୀ (Dīpaka jēṭahāya) ଜଣେ ଭାରତୀୟ ଅଭିନେତା ଯିଏକି ମୁଖ୍ୟତଃ ହିନ୍ଦୀ କଥାଚିତ୍ର ଓ ଦୂରଦର୍ଶନ ଧାରାବାହିକରେ ଅଭିନୟ କରନ୍ତି ।[୧] ସେ ଜଣେ ଭଏସ୍ ଡବିଂ କଳାକାର ଭାବରେ ହିନ୍ଦୀରେ ଅନେକ ବିଦେଶୀ ଗଣମାଧ୍ୟମ କାର୍ଯ୍ୟକ୍ରମ ଓ କଥାଚିତ୍ର ତଥା ଧାରାବାହିକ ଆଦି ଡବ୍ କରନ୍ତି । ୨୦୧୩ ମସିହାରେ ମୁକ୍ତିଲାଭ କରିଥିବା କଥାଚିତ୍ର ପ୍ରଧାନମନ୍ତ୍ରୀରେ ସେ ଜର୍ଣ୍ଣେଲ ସିଂ ଭୀନ୍ଦ୍ରନୱାଲେ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୀତ କଥାଚିତ୍ର
[ସମ୍ପାଦନା]ବର୍ଷ | କଥାଚିତ୍ର | ଭୂମିକା | ଭାଷା | ମନ୍ତବ୍ୟ |
---|---|---|---|---|
୧୯୯୬ | ଏକ୍ ଥା ରାଜା | ହିନ୍ଦୀ | ||
ଇଂରାଜୀ ବାବୁ ଦେଶୀ ମେମ୍ | ହିନ୍ଦୀ | |||
୨୦୦୦ | ବାଘି | ହିନ୍ଦୀ | ||
ବଂଶୀ | ତେଲୁଗୁ | |||
ଜିନ୍ଦେଗୀ | ଦୀପକ | ହିନ୍ଦୀ | ||
୨୦୦୨ | ସିନ୍ଦୂର୍ କି ସୌଗନ୍ଧ୍ | ଶରଦ | ହିନ୍ଦୀ | |
୨୦୦୩ | ଏଲଓସି କାର୍ଗିଲ | ମେଜର ମୋହିତ | ହିନ୍ଦୀ | |
୨୦୦୪ | ଗର୍ବ: ପ୍ରାଇଡ୍ ଆଣ୍ଡ ଅନର୍ | ହକ୍କିମ ଲୁକା | ହିନ୍ଦୀ | |
ଇସ୍କ କୟାମତ୍ | ଅଜୟ | ହିନ୍ଦୀ | ||
ଅଦାଭି ରାମୁଡ଼ୁ | ତେଲୁଗୁ | |||
୨୦୦୮ | ଭ୍ରମ୍: ଏନ୍ ଇଲ୍ୟୁଜନ୍ | କୁଲଦୀପ ରାଠୋର୍ | ହିନ୍ଦୀ ଏବଂ ଇଂରାଜୀ | |
ବିଷ୍ଣୁ | ତେଲୁଗୁ | |||
୨୦୧୦ | ବନ୍ଦେ ମାତରମ୍ | ମଲିକ୍ | ମାଲାୟାଲମ୍ ଏବଂ ତାମିଲ୍ | ଦ୍ୱିଭାଷୀ |
୨୦୧୩ | କାମ୍ମାତ୍ ଆଣ୍ଡ କାମାତ୍ | ବିକ୍ରମ ଛେତ୍ରୀ | ମାଲାୟାଲମ୍ | |
୨୦୧୭ | ୧୯୭୧: ବିଅଣ୍ଡ୍ ବୋର୍ଡ଼ର୍ସ | ଅହରାମ ରାଜାଙ୍କ ପୁଅ | ମାଲାୟାଲମ୍ | |
୨୦୧୭ | ସତ୍ୟା | ମାଲାୟାଲମ୍ | ||
୨୦୧୮ | ବିଶ୍ୱରୂପମ୍ ୨ | ତାମିଲ, ହିନ୍ଦୀ ଏବଂ ତେଲୁଗୁ | ବହୁଭାଷୀ |
ଦୂରଦର୍ଶନ ଧାରାବାହିକ
[ସମ୍ପାଦନା]ବର୍ଷ | କାର୍ଯ୍ୟକ୍ରମ | ଭୂମିକା | ମନ୍ତବ୍ୟ |
---|---|---|---|
୧୯୯୧ | ମହାଭାରତ କଥା | ବାର୍ବରୀକ | |
୧୯୯୩ | କୃଷ୍ଣ | ଦୁଃଶାସନ | |
୧୯୯୫ | କାନୁନ୍ | ଦର୍ପଣ | |
୧୯୯୭ | ଜୟ ହନୁମାନ | କେଶରୀ | |
ଓଁ ନମଃ ଶିବାୟ | ବିଦ୍ୟୁନମାଳି | ||
୧୯୯୯–୨୦୦୦ | ଜୟ ମାତା କି | ରମ୍ଭ ଏବଂ ଦୁର୍ଗ ଅସୁର | |
୨୦୦୦ | ଜପ ତପ ବ୍ରତ | ମଙ୍ଗଳଦେବ | |
ମା ଶକ୍ତି | ଡିମନ୍ ଶମ୍ଭୁ | ||
ଶ୍ରୀ ଗଣେଶ | ବଜରଙ୍ଗ/ତାରକାକ୍ଷ | ||
ବିଷ୍ଣୁ ପୁରାଣ | କାଳକେତୁ | ||
୨୦୦୧ | ଦୌପଦୀ | ଦୁର୍ଯ୍ୟୋଧନ | |
୨୦୦୨ | ରାମାୟଣ | ହନୁମାନ | |
ଆର୍ଯ୍ୟମାନ - ବ୍ରହ୍ମାଣ୍ଡ କା ଯୋଦ୍ଧା | ମହାସାମନ୍ତ ନାରକ | ||
ଶଃ... କୋଇ ହୈ | ବାବୁ | ||
୨୦୦୪ | କର୍ମା - କୋଇ ଆ ରାହାଃ ହୈ ୱକ୍ତ ବଦଲ୍ନେ | ଚ୍ୟାଲେଞ୍ଜର୍ | |
୨୦୦୮ | କାହାନୀ ହମାରେ ମହାଭାରତ କି | ଦ୍ରୋଣାଚାର୍ଯ୍ୟ | |
ଶାର୍ପସ୍ ପେରିଲ୍ | ଦଫାଦାର୍ କପୁର | ଟେଲିଫିଲ୍ମ | |
୨୦୦୯–୨୦୧୧ | ଆଗଲେ ଜନମ୍ ମୋହା ବିଟିୟା ହି କିଜୋ | ଦମନ ସିଂହ | |
୨୦୧୨ | ଦେବୋଁ କେ ଦେବ ମହାଦେବ | ମହିଷାସୁର | |
୨୦୧୩ | ପ୍ରଧାନମନ୍ତ୍ରୀ | ଜର୍ଣ୍ଣେଲ ସିଂ ଭୀନ୍ଦ୍ରନୱାଲେ | |
୨୦୧୪ | ମହାଭାରତ | ମହାରାଜ ବିରାଟ | |
୨୦୧୭ | ପରମବ୍ରତ ଶ୍ରୀ କ୍ରିଷ୍ଣା | ଶ୍ରୀଧର | |
୨୦୧୮–୨୦୧୯ | କର୍ଣ୍ଣ ସଙ୍ଗିନୀ | ଦ୍ରୁପଦ | |
୨୦୨୧ | ପପନାଶିନୀ ଗଙ୍ଗା | ମହାରାଜ ଦକ୍ଷ | |
ଜୟ କାହ୍ନେୟା ଲାଲ୍ କି | ଜରାସନ୍ଧ |
ଆଧାର
[ସମ୍ପାଦନା]- ↑ "Deepak Jethi Fan Club | Bollywood Actor | Deepak Jethi Fans | Bollywood Movie Fan Club | Oneindia.in". Archived from the original on 20 July 2012. Retrieved 14 April 2012.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଦୀପକ ଜେଠୀ