ଦରପୁ ଲଚନା ନାଇଡ଼ୁ

ଉଇକିପିଡ଼ିଆ‌ରୁ
(Darapu Lachana Naiduରୁ ଲେଉଟି ଆସିଛି)
ଦରପୁ ଲଚନା ନାଇଡ଼ୁ
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୧୯୯୫
ପୂର୍ବ ଅଧିକାରୀତ୍ରିନାଥ ସାହୁ
ପର ଅଧିକାରୀତ୍ରିନାଥ ସାହୁ
ନିର୍ବାଚନ ମଣ୍ଡଳୀପାରଳାଖେମୁଣ୍ଡି
ବିଧାୟକ: ୫ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୧ – ୧୯୭୪
ପୂର୍ବ ଅଧିକାରୀନାଲା କୁର୍ମୁ ନାୟକଲୁ ଦୋରା
ପର ଅଧିକାରୀନାଲା କୁର୍ମୁ ନାୟକଲୁ ଦୋରା
ନିର୍ବାଚନ ମଣ୍ଡଳୀପାରଳାଖେମୁଣ୍ଡି
ବ୍ୟକ୍ତିଗତ ସବିଶେଷ
ଜନ୍ମ(1922-10-19)୧୯ ଅକ୍ଟୋବର ୧୯୨୨
ମୃତ୍ୟୁ୧୫ ମଇ ୨୦୦୩(2003-05-15) (ବୟସ ୮୦)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ସ୍ୱତନ୍ତ୍ର ପାର୍ଟି
ଜୀବନ ସାଥୀଦରପୁ ପଗଦାଲମ୍ମା
ବାପା/ବୋଉଦରପୁ ରାମକୃଷ୍ଣ ନାଇଡ଼ୁ (ବାପା)
ବୃତ୍ତିରାଜନୀତିଜ୍ଞ

ଦରପୁ ଲଚନା ନାଇଡ଼ୁ (୧୯ ଅକ୍ଟୋବର ୧୯୨୨ - ୧୫ ମଇ ୨୦୦୩) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୭୧ ଓ ୧୯୯୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପାରଳାଖେମୁଣ୍ଡି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଦରପୁ ଲଚନା ନାଇଡ଼ୁ ୧୯୨୨ ମସିହାର ଅକ୍ଟୋବର ୧୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଦରପୁ ରାମକୃଷ୍ଣ ନାଇଡ଼ୁ ଓ ପତ୍ନୀଙ୍କ ନାମ ଦରପୁ ପଗଦାଲମ୍ମା ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଦରପୁ ଲଚନା ନାଇଡ଼ୁ ଓଡ଼ିଶା ରାଜନୀତିରେ ପ୍ରଥମେ ସ୍ୱତନ୍ତ୍ର ପାର୍ଟିରେ ଓ ପରେ ଜନତା ଦଳର ଜଣେ କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ଦରପୁ ଲଚନା ନାଇଡ଼ୁ ୨୦୦୩ ମସିହାର ମଇ ୧୫ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Darapu Lachana Naidu". odishaassembly.nic.in. Odisha Assembly. Retrieved 24 June 2022.