ବିଶ୍ୱକପ କ୍ରିକେଟ
ଦେଖଣା
(Cricket World Cupରୁ ଲେଉଟି ଆସିଛି)
ବିଶ୍ୱକପ କ୍ରିକେଟ | |
---|---|
ପ୍ରଶାସକ | ଆନ୍ତର୍ଜାତୀୟ କ୍ରିକେଟ ପରିଷଦ |
ପ୍ରଣାଳୀ | ଆନ୍ତର୍ଜାତୀୟ ଏକଦିବଶୀୟ |
ପ୍ରଥମ ଟୁର୍ଣ୍ଣାମେଣ୍ଟ | ୧୯୭୫, ଇଂଲଣ୍ଡ |
ଶେଷ ଟୁର୍ଣ୍ଣାମେଣ୍ଟ | ୨୦୧୧, ଭାରତ, ବାଂଲାଦେଶ ଏବଂ ଶ୍ରୀଲଙ୍କା |
ପର ଟୁର୍ଣ୍ଣାମେଣ୍ଟ | ୨୦୧୫, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ |
ଦଳ ସଂଖ୍ୟା | 19 |
ଏବେକାର ଚାମ୍ପିଅନ | India (ଦ୍ୱିତୀୟ ଥର) |
ସଫଳତମ | Australia (ଚତୁର୍ଥ ଥର) |
ଅଧିକ ରନ <!--Most runs--> | ସଚିନ ତେନ୍ଦୁଲକର (୩୨୭୯) |
ଅଧିକ ଉଇକେଟ | ଗ୍ଲେନ ମ୍ୟାଗ୍ରାଥ (୭୯) |
୧୯୭୫ ଜୁନ ୭ରେ ଇଂଲଣ୍ଡରେ ଆରମ୍ଭ ହେଇଥିଲା ପୁରୁଷ ବିଶ୍ୱକପ କ୍ରିକେଟ । ଆନ୍ତର୍ଜାତୀୟ କ୍ରିକେଟ ପରିଷଦ ଏହି ଖେଳର ଆୟୋଜନ କରିଥିଲା । ପ୍ରତିଚାରି ବର୍ଷରେ ଏହି ମ୍ୟାଚ ଅନୁଷ୍ଠିତ ହେଇଥିଲା ପ୍ରଥମେ ପ୍ରାରମ୍ଭିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଏବଂ ତା'ପରେ ଚୁଡାନ୍ତ ମ୍ୟାଚ । ଏହାଥିଲା ବିଶ୍ୱର ଚତୁର୍ଥ ସର୍ବ ବୃହତ ତଥା ଚତୁର୍ଥ ସର୍ବାଧିକ ଦର୍ଶକ ଦେଖୁଥିବା କ୍ରୀଡ଼ା ପ୍ରତିଯୋଗିତା । ତେବେ ମହିଳାଙ୍କ ପାଇଁ ପୃଥକ ବିଶ୍ୱକପ ପ୍ରତିଯୋଗିତା କରାଯାଇଥିଲା । ଏହା ମଧ୍ୟ ପ୍ରତି ଚାରିବର୍ଷରେ ହେଉଅଛି । ବିଶ୍ୱକପ କ୍ରିକେଟ ପ୍ରତିଯୋଗିତାରେ ଉଭୟ ଦିନିକିଆ ଓ ଟେଷ୍ଟ ମ୍ୟାଚ ଖେଳୁଥିବା ୧୦ଟି ଦଳ ଅଂଶଗ୍ରହଣ କରନ୍ତି । ଏ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ୪ଥର, ଭାରତ ଓ ୱଷ୍ଟଇଣ୍ଡିଜ୨ଥର ଲେଖାଏଁ ଟାଇଟଲ ହାସଲ କରିଛନ୍ତି ।
ଆଧାର
[ସମ୍ପାଦନା]ବାହାର ତଥ୍ୟ
[ସମ୍ପାଦନା]- Official ICC Cricket World Cup 2011 website
- Official ICC website Archived 2009-03-19 at the Wayback Machine.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |