ବିଶ୍ୱକପ କ୍ରିକେଟ

ଉଇକିପିଡ଼ିଆ‌ରୁ


ବିଶ୍ୱକପ କ୍ରିକେଟ
ପ୍ରଶାସକଆନ୍ତର୍ଜାତୀୟ କ୍ରିକେଟ ପରିଷଦ
ପ୍ରଣାଳୀଆନ୍ତର୍ଜାତୀୟ ଏକଦିବଶୀୟ
ପ୍ରଥମ ଟୁର୍ଣ୍ଣାମେଣ୍ଟ୧୯୭୫, ଇଂଲଣ୍ଡ
ଶେଷ ଟୁର୍ଣ୍ଣାମେଣ୍ଟ୨୦୧୧, ଭାରତ, ବାଂଲାଦେଶ ଏବଂ ଶ୍ରୀଲଙ୍କା
ପର ଟୁର୍ଣ୍ଣାମେଣ୍ଟ୨୦୧୫, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ
ଦଳ ସଂଖ୍ୟା19
ଏବେକାର ଚାମ୍ପିଅନ ଭାରତ (ଦ୍ୱିତୀୟ ଥର)
ସଫଳତମ ଅଷ୍ଟ୍ରେଲିଆ (ଚତୁର୍ଥ ଥର)
ଅଧିକ ରନ <!‌--Most runs-->ଭାରତ ସଚିନ ତେନ୍ଦୁଲକର (୩୨୭୯)
ଅଧିକ ଉଇକେଟଅଷ୍ଟ୍ରେଲିଆ ଗ୍ଲେନ ମ୍ୟାଗ୍ରାଥ (୭୯)

୧୯୭୫ ଜୁନ ୭ରେ ଇଂଲଣ୍ଡରେ ଆରମ୍ଭ ହେଇଥିଲା ପୁରୁଷ ବିଶ୍ୱକପ କ୍ରିକେଟ । ଆନ୍ତର୍ଜାତୀୟ କ୍ରିକେଟ ପରିଷଦ ଏହି ଖେଳର ଆୟୋଜନ କରିଥିଲା । ପ୍ରତିଚାରି ବର୍ଷରେ ଏହି ମ୍ୟାଚ ଅନୁଷ୍ଠିତ ହେଇଥିଲା ପ୍ରଥମେ ପ୍ରାରମ୍ଭିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଏବଂ ତା'ପରେ ଚୁଡାନ୍ତ ମ୍ୟାଚ । ଏହାଥିଲା ବିଶ୍ୱର ଚତୁର୍ଥ ସର୍ବ ବୃହତ ତଥା ଚତୁର୍ଥ ସର୍ବାଧିକ ଦର୍ଶକ ଦେଖୁଥିବା କ୍ରୀଡା ପ୍ରତିଯୋଗିତା । ତେବେ ମହିଳାଙ୍କ ପାଇଁ ପୃଥକ ବିଶ୍ୱକପ ପ୍ରତିଯୋଗିତା କରାଯାଇଥିଲା । ଏହା ମଧ୍ୟ ପ୍ରତି ଚାରିବର୍ଷରେ ହେଉଅଛି । ବିଶ୍ୱକପ କ୍ରିକେଟ ପ୍ରତିଯୋଗିତାରେ ଉଭୟ ଦିନିକିଆ ଓ ଟେଷ୍ଟ ମ୍ୟାଚ ଖେଳୁଥିବା ୧୦ଟି ଦଳ ଅଂଶଗ୍ରହଣ କରନ୍ତି । ଏ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ୪ଥର, ଭାରତ ଓ ୱଷ୍ଟଇଣ୍ଡିଜ୨ଥର ଲେଖାଏଁ ଟାଇଟଲ ହାସଲ କରିଛନ୍ତି ।

ଆଧାର[ସମ୍ପାଦନା]

ବାହାର ତଥ୍ୟ[ସମ୍ପାଦନା]