ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା
| ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା | |
|---|---|
| ଫାଇଲ:Council of Higher Secondary Education, Odisha logo.png ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା | |
| ସ୍ଥାପନା | 23 ଅକ୍ଟୋବର 1982 |
| ପ୍ରକାର | ରାଜ୍ୟ ସରକାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା |
| ମୁଖ୍ୟାଳୟ | ପ୍ରଜ୍ଞାପୀଠ, ସାମନ୍ତରାପୁର, ଭୁବନେଶ୍ୱର, ଓଡ଼ିଶା, ଭାରତ |
| ଅବସ୍ଥାନ | ପ୍ରଜ୍ଞାପୀଠ, ସାମନ୍ତରାପୁର, ଭୁବନେଶ୍ୱର, ଓଡ଼ିଶା, ଭାରତ |
| ମୁଖ୍ୟ ଭାଷା | ଓଡ଼ିଆ ଓ ଇଂରାଜୀ |
| ୱେବ୍ସାଇଟ | http://www.chseodisha.nic.in |
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା (ସି.ଏଚ୍.ଏସ୍.ଇ.(ଓ) ଭାବେ ସଂକ୍ଷିପ୍ତରେ ଲିଖିତ) ଭାରତରେ ଓଡ଼ିଶା ରାଜ୍ୟ ସରକାରଙ୍କ ଅଧୀନରେ ଥିବା ସରକାରୀ ଏବଂ ଘରୋଇ ବିଦ୍ୟାଳୟ ଓ କଲେଜ ପାଇଁ ଉଚ୍ଚ ମାଧ୍ୟମିକ (ଏକାଦଶ ଓ ଦ୍ଵାଦଶ ଶ୍ରେଣୀ ପାଠ୍ୟକ୍ରମ) ପ୍ରଦାନ କରୁଥିବା ଏକ ଶିକ୍ଷା ବୋର୍ଡ ।[୧][୨] ଏହା ଭୁବନେଶ୍ୱରଠାରେ ଅବସ୍ଥିତ ।
ଇତିହାସ
[ସମ୍ପାଦନା]ଓଡ଼ିଶା ଉଚ୍ଚ ମାଧ୍ୟମିକ ଆଇନ, ୧୯୮୨ ଅନୁସାରେ ୧୯୮୨ ମସିହାରେ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପ୍ରତିଷ୍ଠା କରାଯାଇଥିଲା । ଏହା ୧୯୮୨ ଅକ୍ଟୋବର ୨୩ ତାରିଖରେ ଓଡ଼ିଶା ରାଜ୍ୟପାଳଙ୍କଦ୍ୱାରା କାର୍ଯ୍ଯକ୍ଷମ କରାଯାଇଥିଲା ।
ଓଡ଼ିଶାରେ ଉଚ୍ଚ ମାଧ୍ୟମିକ ଶିକ୍ଷାର ନିୟନ୍ତ୍ରଣ ଏବଂ ବିକାଶ କରିବା ପାଇଁ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଗଠନ କରାଯାଇଥିଲା । ଏହାର ପ୍ରାଶାସନିକ କାର୍ଯ୍ୟ ଭୁବନେଶ୍ୱରର ଗୌତମ ନଗରରେ ୧୯୮୨ ସେପ୍ଟେମ୍ବର ୭ରୁ ଏକ ଭଡ଼ାଘରୁ ଆରମ୍ଭ ହୋଇଥିଲା । କିଛି ବର୍ଷ ପରେ ପରିଷଦ ଭୁବନେଶ୍ୱରର ସାମନ୍ତରାପୁର ଠାରେ ନିଜର ପ୍ରାଶାସନିକ କୋଠା ନିର୍ମାଣ କଲା ଏବଂ ୧୯୯୬ ଜାନୁଆରୀ ୨ ତାରିଖରୁ ନିଜ ଭିତ୍ତିଭୂମିରେ କାର୍ଯ୍ୟ କରିବା ଆରମ୍ଭ କଲା । କ୍ୟାମ୍ପସର ନୂଆ ନାମକୁ ପ୍ରଜ୍ଞାପୀଠ ନାମରେ ନାମିତ କରାଯାଉଛି ।[୩]
ପାଠ୍ୟକ୍ରମ
[ସମ୍ପାଦନା]ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE(O)) କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା କ୍ଷେତ୍ରରେ ବିଭିନ୍ନ ବିଷୟରେ HSE ପରୀକ୍ଷା ପରିଚାଳନା କରେ । ଯଥା :-
- ପରିବେଶ ବିଦ୍ୟା
- ଯୋଗ
- ସାଧାରଣ ସଙ୍ଗଣକ ବିଦ୍ୟା
- ଆଧୁନିକ ଭାରତୀୟ ଭାଷା
- ENGLISH (ବାଧ୍ୟତାମୂଳକ)
- ବିଜ୍ଞାନ ସ୍ରୋତ
- ପଦାର୍ଥ ବିଜ୍ଞାନ
- ରସାୟନ ବିଜ୍ଞାନ
- ତୃତୀୟ ବିକଳ୍ପ
- ଗଣିତ
- ଜୀବବିଜ୍ଞାନ (ପ୍ରାଣୀବିଜ୍ଞାନ ଓ ଉଦ୍ଭିଦବିଜ୍ଞାନ)
- ଭୂ-ବିଜ୍ଞାନ
- ଚତୁର୍ଥ ବିକଳ୍ପ
- ସୂଚନା ଓ ପ୍ରଯୁକ୍ତିବିଦ୍ଯା
- ଜୈବ-ପ୍ରଯୁକ୍ତିବିଦ୍ଯା
- କମ୍ପ୍ୟୁଟର୍ ବିଜ୍ଞାନ
- ବୈଦ୍ୟୁତିକଶାସ୍ତ୍ର
- ଭୂଗୋଳ
- ପରିସଂଖ୍ୟାନ
- ସଂସ୍କୃତ
- ଅର୍ଥନୀତି
- ଧନ୍ଦାମୂଳକ ବୃତ୍ତି ବିଷୟ
- ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା-ଆଧାରିତ ସେବା
- କୃଷି
- ବହୁ କୌଶଳ: ଖାଦ୍ୟ ପ୍ରସଂସ୍କରଣ
- ପର୍ଯ୍ୟଟନ ଓ ଆତିଥ୍ୟ
- ପ୍ଲମ୍ବର୍
- ଅଟୋମୋଟିଭ୍
- ବିକ୍ରୟ
- ନିର୍ମାଣ
- ଇଲେକ୍ଟ୍ରୋନିକ୍ସ୍ ଏବଂ ହାର୍ଡୱେର୍
- ସୌନ୍ଦର୍ଯ୍ୟ ଓ ସ୍ୱାସ୍ଥ୍ୟ
- ସମାକଳିତ ଧନ୍ଦାମୂଳକ ବିଷୟ
- ଗୋପାଳନ
- ଉଦ୍ୟାନ କୃଷି
- ବୈଦ୍ୟୁତିକ ଗୃହଉପକରଣ
- ମୋବାଇଲ୍ କୌଶଳ
- କାର୍ଯ୍ଯାଳୟ ପରିଚାଳନା
- ବ୍ୟାଙ୍କିଙ୍ଗ୍
- ପର୍ଯ୍ଯଟନ ଓ ଭ୍ରମଣ ପରିଚାଳନା
- ଫ୍ୟାଶନ୍ କୌଶଳ
- ପାରାମେଡ଼ିକାଲ୍ ଓ ହେଲଥ୍ କେୟାର୍
- ସୂଚନା ଓ ପ୍ରଯୁକ୍ତିବିଦ୍ୟା
- କଳା ସ୍ରୋତ
- ଇତିହାସ
- ରାଜନୀତି ବିଜ୍ଞାନ
- ଅର୍ଥନୀତି / ଶିଳ୍ପ ସମ୍ପର୍କ ଓ ଶ୍ରମଶକ୍ତି ପରିଚାଳନା
- ତର୍କଶାସ୍ତ୍ର / ଭୂଗୋଳ
- ଗୃହବିଜ୍ଞାନ / ଗଣିତ
- ଶିକ୍ଷା / ମନୋବିଜ୍ଞାନ / ଭାରତୀୟ ସଙ୍ଗୀତ
- ନୃ-ବିଜ୍ଞାନ / ସମାଜଶାସ୍ତ୍ର / ପରିସଂଖ୍ୟାନ
- ସୂଚନା ଓ ପ୍ରଯୁକ୍ତିବିଦ୍ଯା
- ଇଚ୍ଛାଧୀନ ଭାଷା
- ସମାକଳିତ ଧନ୍ଦାମୂଳକ ବିଷୟ
- କାର୍ଯ୍ଯାଳୟ ପରିଚାଳନା
- ବ୍ୟାଙ୍କିଙ୍ଗ୍
- ପର୍ଯ୍ଯଟନ ଓ ଭ୍ରମଣ ପରିଚାଳନା
- ଫ୍ୟାଶନ୍ କୌଶଳ
- ପାରାମେଡ଼ିକାଲ୍ ଓ ହେଲଥ୍ କେୟାର୍
- ସୂଚନା ଓ ପ୍ରଯୁକ୍ତିବିଦ୍ୟା
- ଧନ୍ଦାମୂଳକ ବୃତ୍ତି ବିଷୟ
- ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା-ଆଧାରିତ ସେବା
- କୃଷି
- ବହୁ କୌଶଳ: ଖାଦ୍ୟ ପ୍ରସଂସ୍କରଣ
- ପର୍ଯ୍ୟଟନ ଓ ଆତିଥ୍ୟ
- ପ୍ଲମ୍ବର୍
- ଅଟୋମୋଟିଭ୍
- ବିକ୍ରୟ
- ନିର୍ମାଣ
- ଇଲେକ୍ଟ୍ରୋନିକ୍ସ୍ ଏବଂ ହାର୍ଡୱେର୍
- ସୌନ୍ଦର୍ଯ୍ୟ ଓ ସ୍ୱାସ୍ଥ୍ୟ
- ବାଣିଜ୍ୟ ସ୍ରୋତ
- ଲେଖାଶାସ୍ତ୍ର
- ବ୍ୟାବସାୟିକ ଅଧ୍ଯୟନ ଓ ପରିଚାଳନା
- ବ୍ୟାବସାୟିକ ଗଣିତ ଓ ପରିସଂଖ୍ୟାନ
- ଚତୁର୍ଥ ବିକଳ୍ପ
- ପ୍ରଥମ ବର୍ଷ
- ବିକ୍ରୟପାଠ
- ବ୍ୟାବସାୟିକ ଅର୍ଥନୀତି
- ବ୍ୟାଙ୍କିଙ୍ଗ୍ ଓ ବୀମା
- ସୂଚନା ଓ ପ୍ରଯୁକ୍ତିବିଦ୍ଯା
- ଦ୍ୱିତୀୟ ବର୍ଷ
- ବ୍ୟୟ ଲେଖାଙ୍କନ
- ଔଦ୍ୟୋଗିକୀର ମୌଳିକ ତତ୍ତ୍ୱ
- ଲେଖା-ପରିଚାଳନାର ମୌଳିକ ତତ୍ତ୍ଵ
- ସୂଚନା ଓ ପ୍ରଯୁକ୍ତିବିଦ୍ଯା
- ପ୍ରଥମ ବର୍ଷ
- ସମାକଳିତ ଧନ୍ଦାମୂଳକ ବିଷୟ
- କାର୍ଯ୍ଯାଳୟ ପରିଚାଳନା
- ବ୍ୟାଙ୍କିଙ୍ଗ୍
- ପର୍ଯ୍ଯଟନ ଓ ଭ୍ରମଣ ପରିଚାଳନା
- ଫ୍ୟାଶନ୍ କୌଶଳ
- ପାରାମେଡ଼ିକାଲ୍ ଓ ହେଲଥ୍ କେୟାର୍
- ସୂଚନା ଓ ପ୍ରଯୁକ୍ତିବିଦ୍ୟା
- ଧନ୍ଦାମୂଳକ ବୃତ୍ତି ବିଷୟ
- ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା-ଆଧାରିତ ସେବା
- କୃଷି
- ବହୁ କୌଶଳ: ଖାଦ୍ୟ ପ୍ରସଂସ୍କରଣ
- ପର୍ଯ୍ୟଟନ ଓ ଆତିଥ୍ୟ
- ପ୍ଲମ୍ବର୍
- ଅଟୋମୋଟିଭ୍
- ବିକ୍ରୟ
- ନିର୍ମାଣ
- ଇଲେକ୍ଟ୍ରୋନିକ୍ସ୍ ଏବଂ ହାର୍ଡୱେର୍
- ସୌନ୍ଦର୍ଯ୍ୟ ଓ ସ୍ୱାସ୍ଥ୍ୟ
- ଧନ୍ଦାମୂଳକ ସ୍ରୋତ
- ମୌଳିକ ଆଧାର ବିଷୟ
- ଗଣିତ
- ପଦାର୍ଥ ବିଜ୍ଞାନ
- ରସାୟନ ବିଜ୍ଞାନ
- ଜୀବ ବିଜ୍ଞାନ
- ଅର୍ଥନୀତି
- ଇତିହାସ
- ରାଜନୀତି ବିଜ୍ଞାନ
- ଲେଖାଶାସ୍ତ୍ର
- ବ୍ୟାବସାୟିକ ଅଧ୍ଯୟନ ଓ ପରିଚାଳନା
- ବୃତ୍ତି ବିଷୟ
- ଗୋପାଳନ
- ଶସ୍ଯ ଉତ୍ପାଦନ
- ଉଦ୍ୟାନକୃଷି
- ଅନ୍ତଃସ୍ଥଳୀୟ ମତ୍ସ୍ଯପାଳନ
- ପକ୍ଷୀପାଳନ
- ରେଶମକୀଟ ପାଳନ
- ନାଟକ
- ଭାୟୋଲିନ୍ / ବଂଶୀ / ସୀତାର
- ମର୍ଦ୍ଦଳ (ଓଡ଼ିଶୀ ପଖବାଜ)
- ତାବଲା
- ଛଉନୃତ୍ୟ
- ଓଡ଼ିଶୀ ସ୍ୱର
- ଓଡ଼ିଶୀ ନୃତ୍ୟ
- ହିନ୍ଦୁସ୍ତାନୀ ସ୍ୱର
- ଦୃଶ୍ୟ ଶ୍ରାବ୍ୟ କୌଶଳ
- ଶିଶୁଗୃହ ଓ ପ୍ରାକ୍-ବିଦ୍ୟାଳୟ ପରିଚାଳନା
- ଆପ୍ୟାୟନ ଓ ଭୋଜନାଳୟ ପରିଚାଳନା
- ଲେଖାଙ୍କକ ଓ ଲେଖାପରୀକ୍ଷଣ
- ସଙ୍ଗଣକ କୌଶଳ
- ବୀମା
- କାର୍ଯ୍ୟାଳୟ ପରିଚାଳନା
- ଗୃହ ବିଦ୍ୟୁତ୍ ଉପକରଣ
- ପାରାମେଡିକାଲ୍ ସ୍ୱାସ୍ଥ୍ୟସେବା ଓ ମେଡିକାଲ୍ ପ୍ରୟୋଗାମିକ ପ୍ରଯୁକ୍ତିବିତ୍
- ଶକ୍ତିଚାଳିତ କୃଷିଯନ୍ତ୍ରପାତିର ମରାମତି ଓ ରକ୍ଷଣାବେକ୍ଷଣା
- କର ସହାୟକ
- ବସ୍ତ୍ର ନକାଶି
- ପର୍ଯ୍ୟଟନ ଓ ଭ୍ରମଣ କୌଶଳ
- ଚିତ୍ରକଳା
- ଗ୍ରାଫିକ୍ ଚିତ୍ର
- ପ୍ରାୟୋଗିକ ଚିତ୍ର
- ମୂର୍ତ୍ତିକଳା
- ପାରମ୍ପରିକ କଳା ଓ ହସ୍ତକଳା
- ପ୍ରାୟୋଗିକ ବସ୍ତ୍ର ନକାଶି
- ପର୍ଯ୍ୟଟନ ଓ ଆତିଥ୍ୟ
- କ୍ରୀଡ଼ା, ଶାରୀରିକ ଶିକ୍ଷା, ସୁସ୍ଥତା ଓ ଆମୋଦ
- କୃଷି (କ୍ଷୁଦ୍ର ପକ୍ଷୀପାଳକ)
- କୃଷି (ଗୋପାଳକ / ଉଦ୍ୟୋଗୀ)
- ଇଲେକ୍ଟ୍ରୋନିକ୍ସ୍ ଓ ହାର୍ଡୱେର୍
- ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା-ଆଧାରିତ ସେବା
- ସୋଲାର୍ ପ୍ୟାନେଲ୍ ଇନଷ୍ଟଲେସନ୍ ଟେକ୍ନିସିଆନ୍
- ବ୍ୟାଙ୍କିଙ୍ଗ୍, ଆର୍ଥିକ ସେବା ଓ ବୀମା
- ମିଡିଆ ମନୋରଞ୍ଜନ
- ବସ୍ତ୍ର ପ୍ରସ୍ତୁତି
- ଡ୍ରୋନ୍ ଚାଳନା
- କମ୍ପ୍ୟୁଟର୍ ପରିଚାଳନା ଓ ପ୍ରୋଗ୍ରାମିଙ୍ଗ୍ ସହାୟକ
- ସ୍ମାର୍ଟଫୋନ୍ ପ୍ରଯୁକ୍ତିବିତ୍ ଓ ଆପ୍ ପରୀକ୍ଷକ
- ତଥା କଥିତ ପ୍ଲମ୍ବର୍
- ମୌଳିକ ଆଧାର ବିଷୟ
ପାଠ୍ୟକ୍ରମ
[ସମ୍ପାଦନା]ପରିଷଦ ପ୍ରତିବର୍ଷ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ନିମିତ୍ତ ସ୍ରୋତ ଅନୁଯାୟୀ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ନିମନ୍ତେ ପାଠ୍ୟକ୍ରମ ପ୍ରସ୍ତୁତ କରେ । ଏହା ଇଂରାଜୀ (ବାଧ୍ୟତାମୂଳକ), ଗଣିତ, ଜୀବବିଜ୍ଞାନ, ସମାଜଶାସ୍ତ୍ର, ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନ ପାଇଁ ଜାତୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ (NCERT) ଓ ଅନ୍ୟାନ୍ୟ ବିଷୟ ପାଇଁ ଓଡ଼ିଶା ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା (Bureau) ଦ୍ଵାରା ପ୍ରକାଶିତ ପାଠ୍ୟପୁସ୍ତକ ପ୍ରସ୍ତାବିତ କରିଥାଏ ।
ଅଧିକ ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ Nava Kishor Das (2012). Odisha. Anthropological Survey of India by Seagull Books. ISBN 978-81-7046-293-4.
- ↑ "କମିଲା ସିଲାବସ, ଦୂର ହେଲା ଦ୍ୱନ୍ଦ୍ୱ". www.zeenews.india.com. zee news.
{{cite web}}:|access-date=requires|url=(help);|archive-url=requires|url=(help); Missing or empty|url=(help) - ↑ "About CHSE". Archived from the original on 2019-09-11. Retrieved 2020-09-24.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |