ଭରତ ଚନ୍ଦ୍ର ହୋତା

ଉଇକିପିଡ଼ିଆ‌ରୁ
(Bharat Chandra Hotaରୁ ଲେଉଟି ଆସିଛି)
ଭରତ ଚନ୍ଦ୍ର ହୋତା
ବିଧାୟକ: ୪ର୍ଥ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୭ – ୧୯୭୧
ପୂର୍ବ ଅଧିକାରୀଗଣନାଥ ପ୍ରଧାନ
ପର ଅଧିକାରୀଚିତ୍ତରଞ୍ଜନ କର
ନିର୍ବାଚନ ମଣ୍ଡଳୀବରଗଡ଼
ବ୍ୟକ୍ତିଗତ ସବିଶେଷ
ମୃତ୍ୟୁ୪ ଜୁଲାଇ ୨୦୦୦(୨୦୦୦-୦୭-୦୪)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀତିଳୋତ୍ତମା ହୋତା
ବାପା/ବୋଉନଟବର ହୋତା (ବାପା‌)
ବୃତ୍ତିରାଜନୀତିଜ୍ଞ

ଭରତ ଚନ୍ଦ୍ର ହୋତା (ମୃତ୍ୟୁ: ୪ ଜୁଲାଇ ୨୦୦୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବରଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବା ଓ ଶିକ୍ଷା[ସମ୍ପାଦନା]

ଭରତ ଚନ୍ଦ୍ର ହୋତାଙ୍କ ବାପାଙ୍କ ନାମ ନଟବର ହୋତା ଏବଂ ପତ୍ନୀଙ୍କ ନାମ ତିଳୋତ୍ତମା ହୋତା।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଭରତ ଚନ୍ଦ୍ର ହୋତା ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ଭରତ ଚନ୍ଦ୍ର ହୋତା ୨୦୦୦ ମସିହାର ଜୁଲାଇ ୪ ତାରିଖରେ ମୃତ୍ୟୁବରଣ କରିଥିଲେ । ୭ ଜୁଲାଇ ୨୦୦୦ରେ ବିଧାନ ସଭା ଗୃହରେ ତାଙ୍କ ପାଇଁ ଶୋକ ପାଳନ କରାଯାଇଥିଲା ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Bharat Chandra Hota". odishaassembly.nic.in. Odisha Assembly. Retrieved 24 October 2021.