Jump to content

ବୟସର ଅନ୍ତେ

ଉଇକିପିଡ଼ିଆ‌ରୁ
(Bayasara Anteରୁ ଲେଉଟି ଆସିଛି)
ବୟସର ଅନ୍ତେ
ଲେଖକବିଶାଣ ବଳଭଦ୍ର ଶତପଥୀ
ଚରିତ୍ରନିତ୍ୟାନନ୍ଦ (ସମରେଶ ରାଉତରାୟ)
ପ୍ରତିମା (ଅନୁ ଚୌଧୁରୀ)
ପ୍ରଥମ ପରିବେଷଣଫେବୃଆରୀ 23, 2023 (2023-02-23)
ପ୍ରଥମ ପରିବେଷଣ ସ୍ଥାନରବୀନ୍ଦ୍ର ମଣ୍ଡପ, ଭୁବନେଶ୍ୱର
ମୂଳ ଭାଷାଓଡ଼ିଆ
ସମୟସୀମା୯୦ ମିନିଟ୍[୧]
ଶୈଳୀପାରିବାରିକ
ୱେବ୍‌ସାଇଟ୍ ଲିଙ୍କ୍

ବୟସର ଅନ୍ତେ ୨୦୨୩ ମସିହାରେ ଓଡ଼ିଆ ଭାଷାରେ ମଞ୍ଚସ୍ଥ ଏକ ନାଟକ । ନାଟ୍ୟକାର ବିଶାଣ ବଳଭଦ୍ର ଶତପଥୀ ଏହି ନାଟକଟି ରଚନା କରିଥିଲେ ଏବଂ ଏହାର ନିର୍ଦ୍ଦେଶନା ଦେଇଥିଲ ।[୨] ଏହି ନାଟକର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସମରେଶ ରାଉତରାୟ ଓ ଅନୁ ଚୌଧୁରୀ ।[୩]

ଓଡ଼ିଆ ୱାନ୍ ଥିଏଟର୍ ଗ୍ରୁପ‌ଦ୍ୱାରା ନିର୍ମିତ ଏହି ନାଟକି ପ୍ରଥମେ ୨୦୨୩ ମସିହାର ମାର୍ଚ୍ଚ ୨୩ ଓ ୨୪ ତାରିଖରେ ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପରେ ପ୍ରଦର୍ଶିତ ହୋଇଥିଲା ।[୪] ପରେ ଏହା ଭୁବନେଶ୍ୱର ଓ ପୁରୀର ବିଭିନ୍ନ ମଞ୍ଚରେ ଅନୁଷ୍ଠିତ ହୋଇଥିଲା ।[୨]

ଅଭିନୟ

[ସମ୍ପାଦନା]

କାହାଣୀ

[ସମ୍ପାଦନା]

ପରିଣତ ବୟସରେ ବଞ୍ଚୁଥିବା ଏକ ଦମ୍ପତିଙ୍କ ନୀତିଦିନିଆ ଜୀବନ ଉପରେ ଆଧାରିତ ଏହାର କାହାଣୀ । ସମୟର ତାଳରେ ପଡ଼ି ଉଭୟ କିପରି ଜୀବନକୁ ନୂଆ ରୂପରେ ବଞ୍ଚିବାକୁ ଚେଷ୍ଟା କରିଛନ୍ତି ତାକୁ ଏଥିରେ ଦର୍ଶାଯାଇଛି ।[୪]

ଗୀତ ଓ ସଙ୍ଗୀତ

[ସମ୍ପାଦନା]

ଏହି ନାଟକଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସୋମେଶ ଶତପଥୀ ଓ କଣ୍ଠଦାନ କରିଥିଲେ ରତିକାନ୍ତ ଶତପଥୀ ।

କ୍ରମଗୀତକବିଗାୟକସମୟ
1."ବୟସର ଅନ୍ତେ"ବିଶାଣ ବଳଭଦ୍ର ଶତପଥୀରତିକାନ୍ତ ଶତପଥୀ୦୪:୫୦
  1. ↑ Sahoo, Jyoti Prakash (9 April 2023). "'Bayasara Ante', A Story Of Life, Love and Hope, Of Two Oldies | Mycitylinks". My City Links (in English). Archived from the original on 16 September 2023. Retrieved 16 September 2023.{{cite news}}: CS1 maint: unrecognized language (link)
  2. 1 2 ଗୌଡ଼, ପବିତ୍ର କୁମାର (26 April 2023). "ବଦଳୁଛି ଦର୍ଶକଙ୍କ ଦୃଷ୍ଟିଭଙ୍ଗୀ". ପ୍ରମେୟ. No. ତାରକା ଦୁନିଆ. Archived from the original on 10 September 2023. Retrieved 10 September 2023.
  3. ↑ "'ବୟସର ଅନ୍ତେ' ନାଟକରେ ପ୍ରଥମଥର ପାଇଁ ଅଭିନୟ କରିବେ ଅନୁ ଚୌଧୁରୀ". Argus News. 10 March 2023. Archived from the original on 16 September 2023. Retrieved 16 September 2023.
  4. 1 2 "ପ୍ରଥମ ଥର ପାଇଁ ମଞ୍ଚ ନାଟକରେ ଅଭିନୟ କରିବେ ଓଲିଉଡ ଅଭିନେତ୍ରୀ ଅନୁ ଚୌଧୁରୀ". Sambad (in ଆମେରିକୀୟ ଇଂରାଜୀ). 9 March 2023. Archived from the original on 16 September 2023. Retrieved 16 September 2023.

ବାହାର ଆଧାର

[ସମ୍ପାଦନା]