ବୟସର ଅନ୍ତେ

ଉଇକିପିଡ଼ିଆ‌ରୁ
ବୟସର ଅନ୍ତେ
ଲେଖକବିଶାଣ ବଳଭଦ୍ର ଶତପଥୀ
ଚରିତ୍ରନିତ୍ୟାନନ୍ଦ (ସମରେଶ ରାଉତରାୟ)
ପ୍ରତିମା (ଅନୁ ଚୌଧୁରୀ)
ପ୍ରଥମ ପରିବେଷଣଫେବୃଆରୀ 23, 2023 (2023-02-23)
ପ୍ରଥମ ପରିବେଷଣ ସ୍ଥାନରବୀନ୍ଦ୍ର ମଣ୍ଡପ, ଭୁବନେଶ୍ୱର
ମୂଳ ଭାଷାଓଡ଼ିଆ
ସମୟସୀମା୯୦ ମିନିଟ୍[୧]
ଶୈଳୀପାରିବାରିକ
ୱେବ୍‌ସାଇଟ୍ ଲିଙ୍କ୍

ବୟସର ଅନ୍ତେ ୨୦୨୩ ମସିହାରେ ଓଡ଼ିଆ ଭାଷାରେ ମଞ୍ଚସ୍ଥ ଏକ ନାଟକ । ନାଟ୍ୟକାର ବିଶାଣ ବଳଭଦ୍ର ଶତପଥୀ ଏହି ନାଟକଟି ରଚନା କରିଥିଲେ ଏବଂ ଏହାର ନିର୍ଦ୍ଦେଶନା ଦେଇଥିଲ ।[୨] ଏହି ନାଟକର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସମରେଶ ରାଉତରାୟଅନୁ ଚୌଧୁରୀ[୩]

ଓଡ଼ିଆ ୱାନ୍ ଥିଏଟର୍ ଗ୍ରୁପ‌ଦ୍ୱାରା ନିର୍ମିତ ଏହି ନାଟକି ପ୍ରଥମେ ୨୦୨୩ ମସିହାର ମାର୍ଚ୍ଚ ୨୩ ଓ ୨୪ ତାରିଖରେ ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପରେ ପ୍ରଦର୍ଶିତ ହୋଇଥିଲା ।[୪] ପରେ ଏହା ଭୁବନେଶ୍ୱର ଓ ପୁରୀର ବିଭିନ୍ନ ମଞ୍ଚରେ ଅନୁଷ୍ଠିତ ହୋଇଥିଲା ।[୨]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ପରିଣତ ବୟସରେ ବଞ୍ଚୁଥିବା ଏକ ଦମ୍ପତିଙ୍କ ନୀତିଦିନିଆ ଜୀବନ ଉପରେ ଆଧାରିତ ଏହାର କାହାଣୀ । ସମୟର ତାଳରେ ପଡ଼ି ଉଭୟ କିପରି ଜୀବନକୁ ନୂଆ ରୂପରେ ବଞ୍ଚିବାକୁ ଚେଷ୍ଟା କରିଛନ୍ତି ତାକୁ ଏଥିରେ ଦର୍ଶାଯାଇଛି ।[୪]

ଗୀତ ଓ ସଙ୍ଗୀତ[ସମ୍ପାଦନା]

ଏହି ନାଟକଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସୋମେଶ ଶତପଥୀ ଓ କଣ୍ଠଦାନ କରିଥିଲେ ରତିକାନ୍ତ ଶତପଥୀ

ଗୀତ[ସମ୍ପାଦନା]

କ୍ରମଗୀତକବିଗାୟକସମୟ
1."ବୟସର ଅନ୍ତେ"ବିଶାଣ ବଳଭଦ୍ର ଶତପଥୀରତିକାନ୍ତ ଶତପଥୀ୦୪:୫୦

ଆଧାର[ସମ୍ପାଦନା]

  1. Sahoo, Jyoti Prakash (9 April 2023). "'Bayasara Ante', A Story Of Life, Love and Hope, Of Two Oldies | Mycitylinks". My City Links (in English). Archived from the original on 16 September 2023. Retrieved 16 September 2023.{{cite news}}: CS1 maint: unrecognized language (link)
  2. ୨.୦ ୨.୧ ଗୌଡ଼, ପବିତ୍ର କୁମାର (26 April 2023). "ବଦଳୁଛି ଦର୍ଶକଙ୍କ ଦୃଷ୍ଟିଭଙ୍ଗୀ". ପ୍ରମେୟ. No. ତାରକା ଦୁନିଆ. Archived from the original on 10 September 2023. Retrieved 10 September 2023.
  3. "'ବୟସର ଅନ୍ତେ' ନାଟକରେ ପ୍ରଥମଥର ପାଇଁ ଅଭିନୟ କରିବେ ଅନୁ ଚୌଧୁରୀ". Argus News. 10 March 2023. Archived from the original on 16 September 2023. Retrieved 16 September 2023.
  4. ୪.୦ ୪.୧ "ପ୍ରଥମ ଥର ପାଇଁ ମଞ୍ଚ ନାଟକରେ ଅଭିନୟ କରିବେ ଓଲିଉଡ ଅଭିନେତ୍ରୀ ଅନୁ ଚୌଧୁରୀ". Sambad (in ଆମେରିକୀୟ ଇଂରାଜୀ). 9 March 2023. Archived from the original on 16 September 2023. Retrieved 16 September 2023.

ବାହାର ଆଧାର[ସମ୍ପାଦନା]