ବି. ଏସ. ବି. ନରେନ୍ଦ୍ର ମହାପାତ୍ର
ବ୍ରଜେନ୍ଦ୍ର ଚନ୍ଦ୍ର ବିରଞ୍ଚି ନରେନ୍ଦ୍ର ମହାପାତ୍ର | |
---|---|
ବିଧାୟକ: ୪ର୍ଥ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୭ – ୧୯୭୧ | |
ପୂର୍ବ ଅଧିକାରୀ | ରାମ ଚନ୍ଦ୍ର ରାମ |
ପର ଅଧିକାରୀ | ରମେଶ ଚନ୍ଦ୍ର ପଣ୍ଡା |
ନିର୍ବାଚନ ମଣ୍ଡଳୀ | ରଣପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଅକ୍ଟୋବର ୨୨, ୧୯୨୮ |
ମୃତ୍ୟୁ | ୧୧ ଫେବୃଆରୀ ୧୯୮୦ | (ବୟସ ୫୧)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ଦୁର୍ଗେଶନନ୍ଦିନୀ ଦେବୀ |
ବାପା/ବୋଉ | ବିରଞ୍ଚି ନାରାୟଣ ସିଂହ ଦେଓ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ବି. ଏସ. ବି. ନରେନ୍ଦ୍ର ମହାପାତ୍ର (୨୦ ଅକ୍ଟୋବର ୧୯୨୮ - ୧୧ ଫେବୃଆରୀ ୧୯୮୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ନରେନ୍ଦ୍ର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧] ୧୯୬୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ରଣପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ବି. ଏସ. ବି. ନରେନ୍ଦ୍ର ମହାପାତ୍ର ୧୯୨୮ ମସିହାର ଅକ୍ଟୋବର ମାସ ୨୦ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ବିରଞ୍ଚି ନାରାୟଣ ସିଂହ ଦେଓ ଏବଂ ପତ୍ନୀଙ୍କ ନାମ ଦୁର୍ଗେଶନନ୍ଦିନୀ ଦେବୀ ।[୧] ତାଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ ଏବଂ ପରେ ସେ ଓକିଲାତି ପଢ଼ିଥିଲେ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ନରେନ୍ଦ୍ର ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କାର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ବି. ଏସ. ବି. ନରେନ୍ଦ୍ର ମହାପାତ୍ର ୧୯୮୦ ମସିହାର ଫେବୃଆରୀ ମାସ ୧୧ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୫୧ ବର୍ଷ ବୟସ ହୋଇଥିଅଲ ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Shri B. S. B. Narendra Mohapatra". odishaassembly.nic.in. Odisha Assembly. Retrieved 18 April 2020.
- ↑ ନାୟକ, ଉଦ୍ଧବ ଚରଣ (September 2013). ଓଡ଼ିଶା ରାଜନୀତିର ଇତିହାସ (୧ମ ed.). ଭୁବନେଶ୍ୱର: ଆମ ଓଡ଼ିଶା. p. 173. Retrieved 19 April 2020.