Jump to content

ଅଂଶୁପା ହ୍ରଦ

Coordinates: 20°27′33″N 85°36′13″E / 20.4591°N 85.6037°E / 20.4591; 85.6037
ଉଇକିପିଡ଼ିଆ‌ରୁ
(Anshupa Lakeରୁ ଲେଉଟି ଆସିଛି)
ଅଂଶୁପା ହ୍ରଦ
ଅଂଶୁପା ହ୍ରଦରେ ସୂର୍ଯ୍ୟାସ୍ତର ଦୃଶ୍ୟ
ଅବସ୍ଥାନକଟକ, ଓଡ଼ିଶା
ଦିଗବାରେଣି20°27′33″N 85°36′13″E / 20.4591°N 85.6037°E / 20.4591; 85.6037
Typeମଧୁର ଜଳ ହ୍ରଦ
ନିଷ୍କାସନ କ୍ଷେତ୍ରସ୍ଥ  ଦେଶଭାରତ
ସର୍ବାଧିକ ଲମ୍ବ୫ କି.ମି.
ସର୍ବାଧିକ ଓସାର୧.୬ କି.ମି.
କ୍ଷେତ୍ରଫଳ୧୪୧ ହେକ୍ଟର

ଅଂଶୁପା ହ୍ରଦ କଟକ ଜିଲ୍ଲାରେ ଅବସ୍ଥିତ ଏକ ମଧୁର ଜଳ ଓ ଅଶ୍ୱଖୁରାକୃତି ହ୍ରଦ ।

ଅବସ୍ଥାନ

[ସମ୍ପାଦନା]

ଏହା ମହାନଦୀ କୂଳରେ, ବାଙ୍କୀର ବିପରୀତ ଦିଗରେ ପାଖାପାଖି ୧୪୧ ହେକ୍ଟର ଜମିରେ ବ୍ୟାପିଅଛି । ବାଙ୍କୀରେ ଅବସ୍ଥିତ ଏହି ହ୍ରଦ କଟକ ସହରଠାରୁ ୭୦ କି.ମି. ଦୂରରେ ଅବସ୍ଥିତ ଯାହା ଶୀତଦିନରେ ବହିରାଗତ ଚଢ଼େଇମାନଙ୍କ ପାଇଁ ଏକ ବାସସ୍ଥାନ ଭଳି କାମକରିଥାଏ ।[] ସରଣ୍ଡା ପାହାଡ଼ ପାଖରେ ଏହା ବାଉଁଶ ବଣ ଓ ଆମ୍ବ ତୋଟା ଭିତରେ ରହିଛି । ଅଂଶୁପା ହ୍ରଦରେ ନୌକା ଚାଳନା ଓ ମାଛଧରାର ସୁବିଧା ମଧ୍ୟ ଅଛି ।[][] ୨୦୨୧ ମସିହାରୁ ଏହି ହ୍ରଦକୁ ରାମସାର ସାଇଟ ଭାବରେ ଘୋଷିତ କରାଯାଇଛି ।[]}}

  1. Ansupa Lake
  2. http://india.gov.in/allimpfrms/alldocs/1683.pdf
  3. "Archived copy" (PDF). Archived from the original (PDF) on 2011-08-12. Retrieved 2009-03-29.{{cite web}}: CS1 maint: archived copy as title (link)
  4. "Ansupa Lake". Ramsar Sites Information Service. Retrieved 1 November 2022.

ଅଧିକ ତଥ୍ୟ

[ସମ୍ପାଦନା]