ଅଂଶୁପା ହ୍ରଦ
ଦେଖଣା
ଅଂଶୁପା ହ୍ରଦ | |
---|---|
ଅବସ୍ଥାନ | କଟକ, ଓଡ଼ିଶା |
ଦିଗବାରେଣି | 20°27′33″N 85°36′13″E / 20.4591°N 85.6037°E |
Type | ମଧୁର ଜଳ ହ୍ରଦ |
ନିଷ୍କାସନ କ୍ଷେତ୍ରସ୍ଥ ଦେଶ | ଭାରତ |
ସର୍ବାଧିକ ଲମ୍ବ | ୫ କି.ମି. |
ସର୍ବାଧିକ ଓସାର | ୧.୬ କି.ମି. |
କ୍ଷେତ୍ରଫଳ | ୧୪୧ ହେକ୍ଟର |
ଅଂଶୁପା ହ୍ରଦ କଟକ ଜିଲ୍ଲାରେ ଅବସ୍ଥିତ ଏକ ମଧୁର ଜଳ ଓ ଅଶ୍ୱଖୁରାକୃତି ହ୍ରଦ ।
ଅବସ୍ଥାନ
[ସମ୍ପାଦନା]ଏହା ମହାନଦୀ କୂଳରେ, ବାଙ୍କୀର ବିପରୀତ ଦିଗରେ ପାଖାପାଖି ୧୪୧ ହେକ୍ଟର ଜମିରେ ବ୍ୟାପିଅଛି । ବାଙ୍କୀରେ ଅବସ୍ଥିତ ଏହି ହ୍ରଦ କଟକ ସହରଠାରୁ ୭୦ କି.ମି. ଦୂରରେ ଅବସ୍ଥିତ ଯାହା ଶୀତଦିନରେ ବହିରାଗତ ଚଢ଼େଇମାନଙ୍କ ପାଇଁ ଏକ ବାସସ୍ଥାନ ଭଳି କାମକରିଥାଏ ।[୧] ସରଣ୍ଡା ପାହାଡ଼ ପାଖରେ ଏହା ବାଉଁଶ ବଣ ଓ ଆମ୍ବ ତୋଟା ଭିତରେ ରହିଛି । ଅଂଶୁପା ହ୍ରଦରେ ନୌକା ଚାଳନା ଓ ମାଛଧରାର ସୁବିଧା ମଧ୍ୟ ଅଛି ।[୨][୩] ୨୦୨୧ ମସିହାରୁ ଏହି ହ୍ରଦକୁ ରାମସାର ସାଇଟ ଭାବରେ ଘୋଷିତ କରାଯାଇଛି ।[୪]}}
ଆଧାର
[ସମ୍ପାଦନା]- ↑ Ansupa Lake
- ↑ http://india.gov.in/allimpfrms/alldocs/1683.pdf
- ↑ "Archived copy" (PDF). Archived from the original (PDF) on 2011-08-12. Retrieved 2009-03-29.
{{cite web}}
: CS1 maint: archived copy as title (link) - ↑ "Ansupa Lake". Ramsar Sites Information Service. Retrieved 1 November 2022.
ଅଧିକ ତଥ୍ୟ
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ Anshupa Lake
ବାବଦରେ ମାଧ୍ୟମ ରହିଛି ।