ଆଦ୍ରା, ପୁରୁଲିଆ

ଉଇକିପିଡ଼ିଆ‌ରୁ
(Adra, Puruliaରୁ ଲେଉଟି ଆସିଛି)

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଆଦ୍ରା
Adra
আদ্রা
ସହର
ଆଦ୍ରା ରେଳଷ୍ଟେସନ
ଆଦ୍ରା ରେଳଷ୍ଟେସନ
ଦେଶ ଭାରତ
ରାଜ୍ୟପଶ୍ଚିମ ବଙ୍ଗ
ଜିଲ୍ଲାପୁରୁଲିଆ
Elevation
185 m (607 ft)
Population
 (2011)
 • Total୩୮,୦୩୨
ଭାଷା
 • ସରକାରୀବଙ୍ଗାଳୀ, ଇଂରାଜୀ
Time zoneUTC+୫:୩୦ (IST)
ପିନ୍
୭୨୩୧୨୧
ଟେଲିଫୋନ କୋଡ଼୯୧-୦୩୨୫୧
ପୁରୁଷ-ନାରୀ ଅନୁପାତ୧.୨:୧ /
ଲୋକ ସଭା ମଣ୍ଡଳୀବାଙ୍କୁରା
ବିଧାନ ସଭା ମଣ୍ଡଳୀରଘୁନାଥପୁର & କାଶୀପୁର
Websitepurulia.gov.in


ଆଦ୍ରା ଏକ ଭାରତୀୟ ଜନଗଣନା ସହର (Census town) ଅଟେ । ଏହା ପଶ୍ଚିମବଙ୍ଗର ପୁରୁଲିଆ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ଆଦ୍ରା, ୨୩.୪୯୬୭ ଉତ୍ତର ଅକ୍ଷାଂଶ ଓ ୮୬.୬୮୩୬ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଆଦ୍ରା ସହରର ମୋଟ ଜନସଂଖ୍ୟା ୨୨୦୩୦ ଅଟେ ।[୨] ସେଥି ମଧ୍ୟରୁ ୫୧.୫୮% ଜଣ ପରୁଷ ହୋଇଥିବା ବେଳେ ୪୮.୪୨% ଜଣ ନାରୀ ଅଟନ୍ତି । ଆଦ୍ରାର ସାକ୍ଷରତା ହାର ୭୩.୦୧% ଅଟେ । ଏହା ଜାତୀୟ ହାରଠାରୁ ୮.୧୭% ପ୍ରତିଶତ ଅଧିକ ଅଟେ । ସେଥିରୁ ୪୦.୯୬% ପ୍ରତିଶତ ପୁରୁଷ ଓ ୩୨.୦୫% ନାରୀ ଅଟନ୍ତି । ୧୦.୩୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ବଙ୍ଗାଳୀ, ଆଦ୍ରାର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]