ଆଦ୍ରା, ପୁରୁଲିଆ
ଦେଖଣା
ଆଦ୍ରା
Adra আদ্রা | |
|---|---|
ସହର | |
ଆଦ୍ରା ରେଳଷ୍ଟେସନ | |
| ଦେଶ | |
| ରାଜ୍ୟ | ପଶ୍ଚିମ ବଙ୍ଗ |
| ଜିଲ୍ଲା | ପୁରୁଲିଆ |
| Elevation | 185 m (607 ft) |
| Population (2011) | |
| • Total | ୩୮,୦୩୨ |
| ଭାଷା | |
| • ସରକାରୀ | ବଙ୍ଗାଳୀ, ଇଂରାଜୀ |
| Time zone | UTC+୫:୩୦ (IST) |
| ପିନ୍ | ୭୨୩୧୨୧ |
| ଟେଲିଫୋନ କୋଡ଼ | ୯୧-୦୩୨୫୧ |
| ପୁରୁଷ-ନାରୀ ଅନୁପାତ | ୧.୨:୧ ♂/♀ |
| ଲୋକ ସଭା ମଣ୍ଡଳୀ | ବାଙ୍କୁରା |
| ବିଧାନ ସଭା ମଣ୍ଡଳୀ | ରଘୁନାଥପୁର & କାଶୀପୁର |
| Website | purulia |
ଆଦ୍ରା ଏକ ଭାରତୀୟ ଜନଗଣନା ସହର ଅଟେ । ଏହା ପଶ୍ଚିମବଙ୍ଗର ପୁରୁଲିଆ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ଆଦ୍ରା, ୨୩.୪୯୬୭ ଉତ୍ତର ଅକ୍ଷାଂଶ ଓ ୮୬.୬୮୩୬ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଆଦ୍ରା ସହରର ମୋଟ ଜନସଂଖ୍ୟା ୨୨୦୩୦ ଅଟେ ।[୨] ସେଥି ମଧ୍ୟରୁ ୫୧.୫୮% ଜଣ ପରୁଷ ହୋଇଥିବା ବେଳେ ୪୮.୪୨% ଜଣ ନାରୀ ଅଟନ୍ତି । ଆଦ୍ରାର ସାକ୍ଷରତା ହାର ୭୩.୦୧% ଅଟେ । ଏହା ଜାତୀୟ ହାରଠାରୁ ୮.୧୭% ପ୍ରତିଶତ ଅଧିକ ଅଟେ । ସେଥିରୁ ୪୦.୯୬% ପ୍ରତିଶତ ପୁରୁଷ ଓ ୩୨.୦୫% ନାରୀ ଅଟନ୍ତି । ୧୦.୩୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]ବଙ୍ଗାଳୀ, ଆଦ୍ରାର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.