ହାୟୋସ୍ୟାମାଇନ
| Clinical data | |
|---|---|
| Trade names | Anaspaz, Levbid, Levsin, others |
| Synonyms | Hyoscyamine sulfate, daturine, duboisine |
| AHFS/Drugs.com | monograph |
| MedlinePlus | a684010 |
| Pregnancy category |
|
| Routes of administration | By mouth, injection |
| Legal status | |
| Legal status | |
| Pharmacokinetic data | |
| Bioavailability | 50% protein binding |
| Metabolism | Hepatic |
| Elimination half-life | 3–5 hrs. |
| Excretion | Urine |
| Identifiers | |
| |
| ECHA InfoCard | 100.002.667 |
| Chemical and physical data | |
| Formula | C17H23NO3 |
| Molar mass | ୨୮୯.୩୮ g·mol−1 |
| 3D model (JSmol) | |
| |
| |
| (verify) | |
ହାୟୋସ୍ୟାମାଇନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଆନାସପାଜ୍, ହେଉଛି ଏକ ଔଷଧ ଯାହା ଇରିଟେବ୍ଲ ବାୱେଲ ସିଣ୍ଡ୍ରୋମ ରୋଗର ଚିକିତ୍ସା, ଲାଳ ଉତ୍ପାଦନ ହ୍ରାସ କରିବା ଏବଂ କୋଲିନେଷ୍ଟେରେଜ ନିରୋଧକ ବିଷକ୍ରିୟାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଶିଶୁ କୋଲିକ ରୋଗରେ ଏହାର ବ୍ୟବହାର ଉପକାରୀ ନୁହେଁ ।[୧] ଏହା ପାଟିରେ ଦିଆଯାଇପାରେ କିମ୍ବା ଇଞ୍ଜେକ୍ସନ ଆକାରରେ ଦିଆଯାଇପାରେ ।[୧]ୟୁରିନାରି ରିଟେନସନ
ପାର୍ଶ୍ୱ ପ୍ରତିକ୍ରିୟାରେ ଶୁଖିଲା ପାଟି, ୟୁରିନାରି ରିଟେନସନ, ଅସ୍ପଷ୍ଟ ଦୃଷ୍ଟିଶକ୍ତି, ଦୃତ ହୃଦ୍ଗତି ହାର, ମୁଣ୍ଡବିନ୍ଧା, ଚିନ୍ତା, ନିଦ୍ରାଳୁ, ରାସ ଏବଂ ସମନ୍ୱୟ ଅଭାବ ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସାଇକୋସିସ୍ ଏବଂ ଗ୍ଲୁକୋମା ହୋଇପାରେ ।[୧] ଏହା ଏକ ପ୍ରକାର ଆଣ୍ଟିସ୍ପାଜମୋଡିକ୍ସ ବା ଆଣ୍ଟିମସ୍କାରିନିକ୍ ଔଷଧ ।[୧]
ହାୟୋସ୍ୟାମାଇନ ପ୍ରଥମେ ୧୮୩୩ ମସିହାର ହେନବେନ
(henbane) ଔଷଧଠାରୁ ପୃଥକ କରାଯାଇଥିଲା । [୨] ଅନେକ ନାମରେ କିନ୍ତୁ ଏକ ଜେନେରିକ୍ ଔଷଧ ଭାବରେ ମିଳେ । [୩] ଯୁକ୍ତରାଷ୍ଟ୍ରରେ ୦.୧୨୫ମିଗ୍ରାର ୩୦ଟି ବଟିକାର ଦାମ ୨୦୨୧ ମସିହା ସୁଦ୍ଧା ୧୦ ଡଲାରରୁ କମ୍ ଥିଲା ।[୩]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Hyoscyamine Monograph for Professionals". Drugs.com (in ଇଂରାଜୀ). Archived from the original on 24 November 2021. Retrieved 10 December 2021.
- ↑ Anderson, Kenneth (25 July 2021). Strychnine & Gold (Part 2): Volume One Part Two of the Untold History of Addiction Treatment in the United States (in ଇଂରାଜୀ). Independently published. p. 321. ISBN 979-8-5380-3154-2. Archived from the original on 11 December 2021. Retrieved 10 December 2021.
- ↑ ୩.୦ ୩.୧ "Hyoscyamine Prices and Hyoscyamine Coupons - GoodRx". GoodRx. Archived from the original on 23 April 2019. Retrieved 10 December 2021.