ରାମକୃଷ୍ଣ ମଠ
Appearance
ରାମକୃଷ୍ଣ ମଠ | |
---|---|
ମୂଳ ଲକ୍ଷ | ଆତ୍ମାନୋ ମୋକ୍ଷାର୍ଥ ଜଗଦ୍ଦିତାୟଚ |
ସ୍ଥାପନା | ୧୮୯୭ |
ଉଦ୍ଦେଶ୍ୟ | ଶିକ୍ଷା,ମାନବ କଲ୍ୟାଣ,ଆଧ୍ୟାତ୍ମିକତା |
ମୁଖ୍ୟାଳୟ | ବେଲୁର ମଠ |
ଅଞ୍ଚଳ | ବିଶ୍ୱବ୍ୟାପୀ |
ୱେବ୍ସାଇଟ | ବେଲୁର ମଠ |
ରାମକୃଷ୍ଣ ମଠ ସ୍ୱାମୀ ବିବେକାନନ୍ଦଙ୍କଦ୍ୱାରା ସ୍ଥାପିତ ଏକ ଭାରତୀୟ ସନ୍ୟାସୀ ସଂଘ । ଏହାର ମୁଖ୍ୟାଳୟ କଲିକତା ନିକଟବର୍ତ୍ତୀ ବେଲୁଡଠାରେ ଅବସ୍ଥିତ ।
ସ୍ଥାପନା
[ସମ୍ପାଦନା]କଲିକତାର ବରାହନଗରର ଏକ ପରିତ୍ୟକ୍ତ ଭଗ୍ନ ଗୃହରେ ଏହା ପ୍ରଥମେ ଆରମ୍ଭ ହୋଇଥିଲା । ପରେ ଏହା ଆଲାମବଜାରକୁ ସ୍ଥାନାନ୍ତରିତ ହୋଇଥିଲା । ପାଶ୍ଛାତ୍ୟ ଅନୁରାଗୀମାନଙ୍କର ଆର୍ଥିକ ସହାୟତାଦ୍ୱାରା ଗଙ୍ଗା ନଦୀର ପଶ୍ଚିମ କୂଳରେ ବେଲୁଡଠାରେ ଏକ ବଡ଼ ଜମି ଅଧିଗ୍ରହଣ କରାଗଲା ଓ ଏହି ମଠକୁ ଏଠାରେ ୧୮୯୯ ଜାନୁଆରୀ ୨ ତାରିଖରେ ସ୍ଥାନାନ୍ତରିତ କରାଗଲା ।
ଆଦର୍ଶ
[ସମ୍ପାଦନା]- ଆତ୍ମ ସାକ୍ଷାତ୍କାର ହିଁ ଜୀବନର ଚରମ ଲକ୍ଷ୍ୟ
- ଆତ୍ମାର ବ୍ରହ୍ମଭାବ
- ଚରିତ୍ର ବଳ
- ସର୍ବଧର୍ମ ସମନ୍ୱୟ
- ହିନ୍ଦୁଧର୍ମ ବିଭିନ୍ନ ଶାଖା ମଧ୍ୟରେ ସମନ୍ୱୟ
- କର୍ମର ନୂତନ ଦର୍ଶନ
ଆହୁରି ଦେଖନ୍ତୁ
[ସମ୍ପାଦନା]