ରାମକୃଷ୍ଣ ମିଶନ
ଦେଖଣା
| ରାମକୃଷ୍ଣ ମିଶନ | |
|---|---|
ରାମକୃଷ୍ଣ ମିଶନର ପ୍ରତୀକ | |
| ମୂଳ ଲକ୍ଷ | ଆତ୍ମାନୋ ମୋକ୍ଷାର୍ଥ ଜଗଦ୍ଦି ତାୟଚ |
| ସ୍ଥାପନା | ୧୮୯୭ |
| ଉଦ୍ଦେଶ୍ୟ | ଶିକ୍ଷା,ମାନବ କଲ୍ୟାଣ, ଆଧ୍ୟାତ୍ମିକତା |
| ମୁଖ୍ୟାଳୟ | ବେଲୁର ମଠ |
| ଅଞ୍ଚଳ | ବିଶ୍ୱବ୍ୟାପୀ |
| ୱେବ୍ସାଇଟ | ବେଲୁର ମଠ |
ରାମକୃଷ୍ଣ ମିଶନ ହେଲା ବେଦାନ୍ତ ଅନ୍ଦୋଳନ ବା ରାମକୃଷ୍ଣ ଅନ୍ଦୋଳନ ନାମରେ ପରିଚିତ ଆଧ୍ୟାତ୍ମିକ ଅନ୍ଦୋଳନର ପ୍ରଧାନ କେନ୍ଦ୍ର । ଏହା ଏକ ମାନବ କଲ୍ୟାଣକାରୀ ସଙ୍ଗଠନ ଅଟେ । ସ୍ୱାମୀ ବିବେକାନନ୍ଦ ଏହାକୁ ୧୮୯୭ ମେ ୧ ତାରିଖରେ ପ୍ରତିଷ୍ଠା କରିଥିଲେ । ଏହାର ମୂଳ ଆଦର୍ଶ ହେଲା ଶିବଜ୍ଞାନରେ ଜୀବ ସେବା ।ଏହାର ମୂଖ୍ୟାଳ୍ୟ କଲିକତାର ବେଲୁଡ଼୍ଅଠାରେ ଅବସ୍ଥିତ ।