ସ୍ୱାମୀ ରଙ୍ଗନାଥାନନ୍ଦ
ଦେଖଣା
(ସ୍ଵାମୀ ରଙ୍ଗନାଥାନନ୍ଦରୁ ଲେଉଟି ଆସିଛି)
| ସ୍ୱାମୀ ରଙ୍ଗନାଥାନନ୍ଦ | |
|---|---|
ସ୍ୱାମୀ ରଙ୍ଗନାଥାନନ୍ଦ | |
| ଜନ୍ମ ତାରିଖ | ୧୫ ଡିସେମ୍ବର ୧୯୦୮
|
| ଜନ୍ମସ୍ଥାନ | ତ୍ରିସୁର, କେରଳ, ଭାରତ |
| ଜନ୍ମ ନାମ | ଶଙ୍କରନ |
| ତିରୋଧାନ | ୨୫ ଅପ୍ରେଲ ୨୦୦୫ (ବୟସ ୯୬) |
| ତିରୋଧାନ ସ୍ଥାନ | ବେଲୁଡ ମଠ,କଲିକତା |
| ଦର୍ଶନ | ବେଦାନ୍ତ |
ସ୍ୱାମୀ ରଙ୍ଗନାଥାନନ୍ଦ (୧୯୦୮-୨୦୦୫) ଥିଲେ ରାମକୃଷ୍ଣ ମଠ ଓ ରାମକୃଷ୍ଣ ମିଶନର ୧୩ତମ ଅଧ୍ୟକ୍ଷ । ସେ ଜଣେ ସୁପଣ୍ଡିତ ଓ ବହୁ ଗ୍ରନ୍ଥର ରଚୟିତା ମଧ୍ୟ । ସେ ପୃଥିବୀର ବିଭିନ୍ନ ସ୍ଥାନ ଭ୍ରମଣ କରି ବେଦାନ୍ତର ପ୍ରଚାର କରିଥିଲେ ।
ଆଧାର
[ସମ୍ପାଦନା]| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |