Jump to content

ସୋଲରିଆମଫେଟୋଲ

ଉଇକିପିଡ଼ିଆ‌ରୁ
ସୋଲରିଆମଫେଟୋଲ
Clinical data
Trade namesSunosi
SynonymsSKL-N05, ADX-N05, ARL-N05, YKP10A, R228060, and JZP-110; (R)-2-amino-3-phenylpropylcarbamate hydrochloride
AHFS/Drugs.commonograph
MedlinePlusa619040
data
Pregnancy
category
  • US: N (Not classified yet)
    Routes of
    administration
    By mouth
    Legal status
    Legal status
    Pharmacokinetic data
    Bioavailability~95%[]
    Protein binding13.3–19.4%[]
    MetabolismMinimal[]
    Elimination half-life~7.1 hours[]
    ExcretionUrine (95% unchanged)
    Identifiers
    • (2R)-2-Amino-3-phenylpropyl carbamate
    Chemical and physical data
    FormulaC10H14N2O2
    Molar mass୧୯୪.୨୩ g·mol−1
    3D model (JSmol)
    • C1=CC=C(C=C1)C[C@H](COC(=O)N)N
    • InChI=1S/C10H14N2O2/c11-9(7-14-10(12)13)6-8-4-2-1-3-5-8/h1-5,9H,6-7,11H2,(H2,12,13)/t9-/m1/s1
    • Key:UCTRAOBQFUDCSR-SECBINFHSA-N

    ,

    ସୋଲରିଆମଫେଟୋଲ, ଏକ ବେପାର ନାମ ସୁନୋସି, ହେଉଛି ଏକ ଔଷଧ ଯାହା ନିଦ୍ରାବେଶ, ଏବଂ ଅବରୋଧକାରୀ ନିଦ୍ରା ଶ୍ୱାସରୋଧ ସହିତ ଜଡ଼ିତ ଅତ୍ୟଧିକ ନିଦ୍ରାର ଚିକିତ୍ସା କରିବା ପାଇଁ ବ୍ୟବହୃତ ହୁଏ ।[] ଏହା ପାଟିରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ଅଇ, ଉଦ୍‌ବେଗ ଏବଂ ଶୋଇବାରେ ଅସୁବିଧା ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତଚାପ ବୃଦ୍ଧି ଏବଂ ଅପବ୍ୟବହାର ଅନ୍ତର୍ଭୁକ୍ତ ହୋଇପାରେ ।[] ଏହା ମୋନୋଏମାଇନ୍ ଅକ୍ସିଡେଜ୍ (MAO) ଇନହିବିଟର ସହିତ ପାରସ୍ପରିକ ପ୍ରତିକ୍ରିୟା କରିଥାଏ ।[] ଗର୍ଭାବସ୍ଥାରେ ଏବଂ ସ୍ତନ୍ୟପାନରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[] ଏହା ଏକ ନରେପିନେଫ୍ରିନ - ଡୋପାମିନ ରିଅପଟେକ୍ ଇନହିବିଟର (NDRI); ଯଦିଓ ଏହା କିପରି ଜାଗ୍ରତତାକୁ ଉନ୍ନତ କରେ ତାହା ସଂପୂର୍ଣ୍ଣ ସ୍ପଷ୍ଟ ନୁହେଁ ।[][]

    ୨୦୧୯ ମସିହାରେ ଆମେରିକାରେ ଏବଂ ୨୦୨୦ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବ‌ହାର ପାଇଁ ସୋଲରିଆମଫେଟୋଲ ଅନୁମୋଦିତ ହୋଇଥିଲା ।[] [] ଯୁକ୍ତରାଷ୍ଟ୍ରରେ ଏହାର ଏକ ମାସର ବ୍ୟବ‌ହାର ଖର୍ଚ୍ଚ ୨୦୨୧ରେ ପ୍ରାୟ ୬୯୦ ଡଲାର ଥିଲା ।[] ଯୁକ୍ତରାଷ୍ଟ୍ରରେ ଏହା ଏକ ଅନୁସୂଚୀତ ଚତୁର୍ଥ ନିୟନ୍ତ୍ରିତ ପଦାର୍ଥ ।[]

    1. 1 2 3 4 5 6 7 8 9 "Sunosi- solriamfetol tablet, film coated". DailyMed. 16 October 2019. Archived from the original on 7 August 2020. Retrieved 24 November 2019.
    2. "Sunosi EPAR". European Medicines Agency (EMA). 12 November 2019. Archived from the original on 8 November 2020. Retrieved 26 September 2020.
    3. 1 2 3 4 "Solriamfetol Monograph for Professionals". Drugs.com (in ଇଂରାଜୀ). Archived from the original on 4 March 2021. Retrieved 14 October 2021.
    4. "Solriamfetol (Sunosi) Use During Pregnancy". Drugs.com (in ଇଂରାଜୀ). Archived from the original on 26 October 2020. Retrieved 14 October 2021.
    5. 1 2 "Sunosi". Archived from the original on 8 November 2020. Retrieved 14 October 2021.
    6. "Sunosi Prices, Coupons & Savings Tips - GoodRx". GoodRx. Archived from the original on 27 December 2021. Retrieved 14 October 2021.