ସୋଲରିଆମଫେଟୋଲ
Clinical data | |
---|---|
Trade names | Sunosi |
Synonyms | SKL-N05, ADX-N05, ARL-N05, YKP10A, R228060, and JZP-110; (R)-2-amino-3-phenylpropylcarbamate hydrochloride |
AHFS/Drugs.com | monograph |
MedlinePlus | a619040 |
data |
|
Pregnancy category |
|
Routes of administration | By mouth |
Legal status | |
Legal status |
|
Pharmacokinetic data | |
Bioavailability | ~95%[୨] |
Protein binding | 13.3–19.4%[୨] |
Metabolism | Minimal[୨] |
Elimination half-life | ~7.1 hours[୨] |
Excretion | Urine (95% unchanged) |
Identifiers | |
| |
Chemical and physical data | |
Formula | C10H14N2O2 |
Molar mass | ୧୯୪.୨୩ g·mol−1 |
3D model (JSmol) | |
| |
|
,
ସୋଲରିଆମଫେଟୋଲ, ଏକ ବେପାର ନାମ ସୁନୋସି, ହେଉଛି ଏକ ଔଷଧ ଯାହା ନିଦ୍ରାବେଶ, ଏବଂ ଅବରୋଧକାରୀ ନିଦ୍ରା ଶ୍ୱାସରୋଧ ସହିତ ଜଡ଼ିତ ଅତ୍ୟଧିକ ନିଦ୍ରାର ଚିକିତ୍ସା କରିବା ପାଇଁ ବ୍ୟବହୃତ ହୁଏ ।[୨] ଏହା ପାଟିରେ ଦିଆଯାଏ ।[୩]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ଅଇ, ଉଦ୍ବେଗ ଏବଂ ଶୋଇବାରେ ଅସୁବିଧା ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତଚାପ ବୃଦ୍ଧି ଏବଂ ଅପବ୍ୟବହାର ଅନ୍ତର୍ଭୁକ୍ତ ହୋଇପାରେ ।[୩] ଏହା ମୋନୋଏମାଇନ୍ ଅକ୍ସିଡେଜ୍ (MAO) ଇନହିବିଟର ସହିତ ପାରସ୍ପରିକ ପ୍ରତିକ୍ରିୟା କରିଥାଏ ।[୩] ଗର୍ଭାବସ୍ଥାରେ ଏବଂ ସ୍ତନ୍ୟପାନରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୪] ଏହା ଏକ ନରେପିନେଫ୍ରିନ - ଡୋପାମିନ ରିଅପଟେକ୍ ଇନହିବିଟର (NDRI); ଯଦିଓ ଏହା କିପରି ଜାଗ୍ରତତାକୁ ଉନ୍ନତ କରେ ତାହା ସଂପୂର୍ଣ୍ଣ ସ୍ପଷ୍ଟ ନୁହେଁ ।[୨][୫]
୨୦୧୯ ମସିହାରେ ଆମେରିକାରେ ଏବଂ ୨୦୨୦ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ସୋଲରିଆମଫେଟୋଲ ଅନୁମୋଦିତ ହୋଇଥିଲା ।[୫] [୩] ଯୁକ୍ତରାଷ୍ଟ୍ରରେ ଏହାର ଏକ ମାସର ବ୍ୟବହାର ଖର୍ଚ୍ଚ ୨୦୨୧ରେ ପ୍ରାୟ ୬୯୦ ଡଲାର ଥିଲା ।[୬] ଯୁକ୍ତରାଷ୍ଟ୍ରରେ ଏହା ଏକ ଅନୁସୂଚୀତ ଚତୁର୍ଥ ନିୟନ୍ତ୍ରିତ ପଦାର୍ଥ ।[୨]
ଆଧାର
[ସମ୍ପାଦନା]- ↑ "Sunosi EPAR". European Medicines Agency (EMA). 12 November 2019. Archived from the original on 8 November 2020. Retrieved 26 September 2020.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ "Sunosi- solriamfetol tablet, film coated". DailyMed. 16 October 2019. Archived from the original on 7 August 2020. Retrieved 24 November 2019.
- ↑ ୩.୦ ୩.୧ ୩.୨ ୩.୩ "Solriamfetol Monograph for Professionals". Drugs.com (in ଇଂରାଜୀ). Archived from the original on 4 March 2021. Retrieved 14 October 2021.
- ↑ "Solriamfetol (Sunosi) Use During Pregnancy". Drugs.com (in ଇଂରାଜୀ). Archived from the original on 26 October 2020. Retrieved 14 October 2021.
- ↑ ୫.୦ ୫.୧ "Sunosi". Archived from the original on 8 November 2020. Retrieved 14 October 2021.
- ↑ "Sunosi Prices, Coupons & Savings Tips - GoodRx". GoodRx. Archived from the original on 27 December 2021. Retrieved 14 October 2021.