ସୋଙ୍ଗଧ
Songadh
સોનગઢ | |
---|---|
City | |
Nickname: City of Fort | |
Country | ![]() |
State | Gujarat |
District | Tapi district |
Government | |
• Type | Municipal Corporation |
• Body | Bhartiya Janata Party |
Elevation | 112 m (367 ft) |
Population (2001) | |
• Total | ୪୦,୨୫୬ |
Languages | |
• Official | Gujarati, Hindi |
Time zone | UTC+5:30 (IST) |
PIN | 394670 |
Telephone code | 02624 |
ଯାନବାହାନ ପଞ୍ଚୀକରଣ | GJ 26 |
Website | Fort Songadh |
ସୋଙ୍ଗଧ ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ଗୁଜରାଟର ସୁରତ୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି[ସମ୍ପାଦନା]
ସୋଙ୍ଗଧ ୨୧.୧୬୯୭ ଉତ୍ତର ଅକ୍ଷାଂଶ ଓ ୭୩.୫୬୩୬ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୩୬୭ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସୋଙ୍ଗଧ ସହରର ମୋଟ ଜନସଂଖ୍ୟା ୨୨୪୨୬ ଅଟେ ।[୨] ସେଥି ମଧ୍ୟରୁ ୫୧.୩୦% ଜଣ ପରୁଷ ହୋଇଥିବା ବେଳେ ୪୮.୭୦% ଜଣ ନାରୀ ଅଟନ୍ତି । ସୋଙ୍ଗଧର ସାକ୍ଷରତା ହାର ୬୫.୧୦% ଅଟେ । ଏହା ଜାତୀୟ ହାରଠାରୁ -୦.୨୬% ପ୍ରତିଶତ କମ ଅଟେ । ସେଥିରୁ ୩୬.୮୬% ପ୍ରତିଶତ ପୁରୁଷ ଓ ୨୮.୨୪% ନାରୀ ଅଟନ୍ତି । ୧୩.୬୦% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା[ସମ୍ପାଦନା]
ଗୁଜରାଟୀ ସୋଙ୍ଗଧର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.