ସୁରତ
ଦେଖଣା
(Suratରୁ ଲେଉଟି ଆସିଛି)
ସୁରତ
સુરત | |
---|---|
Metropolitan City | |
Nickname(s): Diamond City, Textile City, Silk City, Clean City, Fastest Growing City, City Of Bridges & Flyovers | |
ଦେଶ | ଭାରତ |
ରାଜ୍ୟ | ଗୁଜରାଟ |
ଜିଲ୍ଲା | ସୁରତ |
Zone | 7 |
Government | |
• Type | Mayor–Council |
• Body | Surat Municipal Corporation |
• Mayor | Rajendra Ajitrai Desai (Raju Desai) (BJP) |
• Municipal Commissioner | Manoj Kumar Das |
• Police Commissioner | Rakesh Asthana |
Area | |
• Metropolitan City | 326.515 km2 (126.068 sq mi) |
Elevation | 13 m (43 ft) |
Population (2011)[୧] | |
• Metropolitan City | ୪୪,୬୨,୦୦୨ (୪୭ Lacs in mid Year୨,୦୧୨) |
• Rank | 8th |
• Metro | ୪୫,୮୫,୩୬୭ |
• Metro rank | ୯th |
Time zone | UTC+5:30 (IST) |
Pincode(s) | 395 0XX & 394 XXX |
Area code | 91-261-XXX-XXXX |
ଯାନବାହାନ ପଞ୍ଚୀକରଣ | GJ 05 & GJ 28 |
Coastline | 35 kilometres (22 mi) |
Literacy | 86.65%[୩] |
ଭାଷା | ଗୁଜରାଟୀ , ହିନ୍ଦୀ |
HDI | High |
Website | www |
ସୁରତ, ଗୁଜରାଟ ରାଜ୍ୟର ଏକ ପ୍ରମୁଖ ସହର । ସୁରତ ହେଉଛି ଗୁଜରାଟର ଦ୍ୱିତୀୟ ତଥା ଭାରତର ନମବ ବୃହତ୍ତମ ସହର । ଜନବସତି ଓ ଶିଳ୍ପଦ୍ୟୋଗ ଅନୁସାରେ ଗୁଜରାଟରେ ଅହମଦାବାଦ ପରେ ସୁରତର ନାମ । ବିଶ୍ୱର ୯୦-୯୫ ପ୍ରତିଶତ ହୀରା ସୁରତରେ ମାଜି (ଘସି) ପ୍ରସ୍ତୁତ ହେଉଛି । କପଡ଼ା ଉଦ୍ୟୋଗ ପାଇଁ ସୁରତ ପ୍ରସିଦ୍ଧ ।
ଭୂଗୋଳ
[ସମ୍ପାଦନା]ଇତିହାସ
[ସମ୍ପାଦନା]ପୂର୍ବେ ସୂର୍ଯୟପୁର ନାମରେ ସୁରତ ପ୍ରସିଦ୍ଧି ଲାଭକରି ପ୍ରଥମେ ମୋଗଲ୍,ତାପରେ ପର୍ତ୍ତୁଗୀଜ ଏବ, ଇଂରେଜମାନଙ୍କର ମୂଖ୍ୟ ବନ୍ଦର ଥିଲା । ସେହି ସମୟରେ ସୂର୍ଯ୍ୟପୁର ଲାଟପ୍ରଦେଶର ମୂଖ୍ୟ ନଗର ଥିଲା ।
ଦର୍ଶନୀୟ ସ୍ଥାନ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Mid-Year Population Estimates". Surat Municipal Corporation. Archived from the original on 2011-04-12. Retrieved 2010-09-15.
- ↑ "ଆର୍କାଇଭ୍ କପି". Archived from the original on 2013-03-24. Retrieved 2012-11-30.
{{cite web}}
: Cite has empty unknown parameter:|1=
(help) - ↑ "Literacy Rates by Sext for State and District". 2011 census of India. Government of India. Retrieved 25 June 2012.
ବାହାର ତଥ୍ୟ
[ସମ୍ପାଦନା]- Website of Surat Municipal Corporation Archived 2009-09-01 at the Wayback Machine.
- Science Centre, Surat Archived 2012-04-22 at the Wayback Machine.
- Public Parks and Garden, Surat Archived 2012-03-07 at the Wayback Machine.
- Municipal Commissioner, Surat
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |