ସେର୍ଲିପୋନେଜ ଆଲଫା

ଉଇକିପିଡ଼ିଆ‌ରୁ
Cerliponase alfa
Structure of tripeptidyl peptidase 1 (TPP1) enzyme for which cerliponase alfa is a replacement
Clinical data
Trade namesBrineura
AHFS/Drugs.commonograph
data
Routes of
administration
Intraventricular
Legal status
Legal status
Chemical and physical data
FormulaC2657H4042N734O793S11
Molar mass59308.2298

ସେର୍ଲିପୋନେଜ ଆଲଫା, ବେପାର ନାମ ବ୍ରାଇନୁରା, ହେଉଛି ଏକ ଔଷଧ ଯାହା ବିଳମ୍ବିତ ଶିଶୁ ନ୍ୟୁରୋନାଲ ସିରଏଡ ଲାଇପୋଫୁସିନୋସିସ ପ୍ରକାର 2 (CLN2)ର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୧] ତିନି ବର୍ଷ ବୟସରୁ ଅଧିକ ଲକ୍ଷଣ ବିଶିଷ୍ଟ ପିଲାମାନଙ୍କଠାରେ ଏହା ମାଂସପେଶୀହାନୀ ମନ୍ଥର କରିଥାଏ ।[୧] ଏହା ମସ୍ତିଷ୍କର ଭେଣ୍ଟ୍ରିକଲ୍ସରେ ସିଧାସଳଖ ଇନଫ୍ୟୁଜନ‌ଦ୍ୱାରା ଦିଆଯାଏ । [୨] [୩]

ସାଧାରଣ ପାର୍ଶ୍ୱରେ ଜ୍ୱର, ବାନ୍ତି, ମୁଣ୍ଡବିନ୍ଧା, ବାତ, ଉପର ଶ୍ୱାସନଳୀ ସଂକ୍ରମଣ ଏବଂ ଆଲର୍ଜି ପ୍ରତିକ୍ରିୟା ହୋଇପାରେ। [୨] [୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅନିଅଯମିତ ହୃତ ସ୍ପନ୍ଦନ, ମେନିଞ୍ଜାଇଟିସ୍ ଏବଂ ଆନାଫାଇଲକ୍ସିସ୍ ହୋଇପାରେ। [୧] ନିଖୋଜ ଏନଜାଇମ୍ ଟ୍ରାଇପେପ୍ଟିଡିଲ୍ ପେପ୍ଟିଡେଜ୍ ((TPP1)କୁ ପୁନସ୍ଥାପନ କରି ଏହା କାର୍ଯ୍ୟକ୍ଷମ ହୁଏ । [୨]

୨୦୧୭ ମସିହାରେ ଆମେରିକା ଏବଂ ୟୁରୋପରେ ଚିକିତ୍ସା ବ୍ୟବହାର ପାଇଁ ସେର୍ଲିପୋନେଜ୍ ଆଲଫା ଅନୁମୋଦିତ ହୋଇଥିଲା। [୧] [୨] [୪] ୨୦୧୯ ସୁଦ୍ଧା କାନାଡାରେ ଏହାର ମୂଲ୍ୟ ପ୍ରାୟ ୮୪୪,୦୦୦ ସିଏଡି (CAD) ଅଟେ। ଯୁକ୍ତରାଷ୍ଟ୍ରରେ ଏହି ରାଶି ପ୍ରାୟ ୭୧୦,୦୦୦ ଡଲାର ଅଟେ । [୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "DailyMed - BRINEURA- cerliponase alfa kit". dailymed.nlm.nih.gov. Archived from the original on 23 March 2021. Retrieved 3 January 2022.
  2. ୨.୦ ୨.୧ ୨.୨ ୨.୩ "Brineura". Archived from the original on 14 November 2021. Retrieved 3 January 2022.
  3. "Cerliponase Alfa Monograph for Professionals". Drugs.com (in ଇଂରାଜୀ). Archived from the original on 10 December 2019. Retrieved 3 January 2022.
  4. "Pharmacoeconomic Review Report" (PDF). CADTH. Archived from the original (PDF) on 19 October 2019. Retrieved 3 January 2022.
  5. "Cerliponase Alfa Prices and Cerliponase Alfa Coupons - GoodRx". GoodRx. Retrieved 3 January 2022.