Jump to content

ସେର୍ଟାକୋନାଜୋଲ

ଉଇକିପିଡ଼ିଆ‌ରୁ
ସେର୍ଟାକୋନାଜୋଲ
Clinical data
Trade namesErtaczo, Dermofix, Zalain
AHFS/Drugs.commonograph
MedlinePlusa608047
data
Pregnancy
category
  • US: C (Risk not ruled out)
    Routes of
    administration
    Topical
    Legal status
    Legal status
    Pharmacokinetic data
    BioavailabilityNegligible
    Protein binding>99% to plasma
    Identifiers
    • (RS)-1-{2-[(7-Chloro-1-benzothiophen-3-yl)methoxy]-2-(2,4-dichlorophenyl)ethyl}-1H-Benzothiophenes
    Chemical and physical data
    FormulaC20H15Cl3N2OS
    Molar mass୪୩୭.୭୬ g·mol−1
    3D model (JSmol)
    • Clc1ccc(c(Cl)c1)C(OCc2c3cccc(Cl)c3sc2)Cn4ccnc4
    • InChI=1S/C20H15Cl3N2OS/c21-14-4-5-16(18(23)8-14)19(9-25-7-6-24-12-25)26-10-13-11-27-20-15(13)2-1-3-17(20)22/h1-8,11-12,19H,9-10H2 checkY
    • Key:JLGKQTAYUIMGRK-UHFFFAOYSA-N checkY
      (verify)

    ସେର୍ଟାକୋନାଜୋଲ (ଇଂରାଜୀ ଭାଷାରେ Sertaconazole), ଅନ୍ୟମାନଙ୍କ ମଧ୍ୟରେ ଏରଟାକ୍ଜୋ ଏହାର ଏକ ବିକ୍ରୟ ନାମ, ହେଉଛି ଏକ କବକରୋଧୀ ଔଷଧ ଯାହା ଖେଳୁଆଡ଼ ପାଦ, ଡର୍ମାଟୋଫାଇଟୋସିସ ବା ରିଙ୍ଗୱର୍ମ, ପିଟିରିଆସିସ ଭର୍ସିକଲର୍ ଏବଂ ଚର୍ମର କ୍ୟାଣ୍ଡିଡିଆସିସ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ସଂକ୍ରମିତ କ୍ଷେତ୍ରରେ ଏହା ପ୍ରତିଦିନ ଦୁଇଥର ୪ ସପ୍ତାହ ପାଇଁ ପ୍ରୟୋଗ କରାଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶୁଖିଲା ଚର୍ମ, ଚର୍ମ ଜ୍ୱାଳା ଏବଂ ଚର୍ମ ପ୍ରଦାହ ହୋଇପାରେ ।[] ଆଲର୍ଜି ପ୍ରତିକ୍ରିୟା ମଧ୍ୟ ହୋଇପାରେ ।[] ଏହା ଆଜୋଲ୍ ଶ୍ରେଣୀର ଏକ ଔଷଧ ।[]

    ୨୦୦୩ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ସେର୍ଟାକୋନାଜୋଲ ଅନୁମୋଦିତ ହୋଇଥିଲା ।[] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୬୦ ଗ୍ରାମ ବିଶିଷ୍ଟ ଟ୍ୟୁବର ମୂଲ୍ୟ ପ୍ରାୟ ୮୩୦ ଡଲାର ଥିଲା ।[] ଏହା ଜେନେରିକ ଏବଂ କାଉଣ୍ଟରରେ ମିଳୁଥିବା ଔଷଧ ଅପେକ୍ଷା ଯଥେଷ୍ଟ ମହଙ୍ଗା ହୋଇଥାଏ ।[]

    1. 1 2 3 4 5 6 "Sertaconazole Monograph for Professionals". Drugs.com (in ଇଂରାଜୀ). Archived from the original on 24 January 2021. Retrieved 12 October 2021.
    2. "Ertaczo Prices, Coupons & Savings Tips - GoodRx". GoodRx. Archived from the original on 7 November 2016. Retrieved 12 October 2021.
    3. Onion, Daniel K.; Glazer, James (25 October 2010). The Little Black Book of Primary Care (in ଇଂରାଜୀ). Jones & Bartlett Publishers. p. 107. ISBN 978-1-4496-7197-6. Archived from the original on 12 October 2021. Retrieved 12 October 2021.