Jump to content

ସେରିଟିନିବ

ଉଇକିପିଡ଼ିଆ‌ରୁ
ସେରିଟିନିବ
Clinical data
PronunciationCeritinib: /səˈrɪtɪnɪb/ sə-RIT-i-nib
Zykadia: /zˈkdə/ zy-KAY-dee-ə
Trade namesZykadia, Spexib, others
SynonymsLDK378
AHFS/Drugs.commonograph
data
Pregnancy
category
  • US: D (Evidence of risk)
    Routes of
    administration
    By mouth (capsules)
    Legal status
    Legal status
    Pharmacokinetic data
    BioavailabilityNot determined
    Protein binding97%
    MetabolismCYP3A
    Elimination half-life41 hours
    ExcretionFeces (92.3%), urine (1.3%)[]
    Identifiers
    • 5-Chloro-N2-{5-methyl-4-(piperidin-4-yl)-2-[(propan-2-yl)oxy]phenyl}-N4-[2-(propane-2-sulfonyl)phenyl]pyrimidine-2,4-diamine
    ECHA InfoCard100.241.919 Edit this at Wikidata
    Chemical and physical data
    FormulaC28H36ClN5O3S
    Molar mass୫୫୮.୧୪ g·mol−1
    3D model (JSmol)
    • CC1=CC(=C(C=C1C2CCNCC2)OC(C)C)NC3=NC=C(C(=N3)NC4=CC=CC=C4S(=O)(=O)C(C)C)Cl
    • InChI=1S/C28H36ClN5O3S/c1-17(2)37-25-15-21(20-10-12-30-13-11-20)19(5)14-24(25)33-28-31-16-22(29)27(34-28)32-23-8-6-7-9-26(23)38(35,36)18(3)4/h6-9,14-18,20,30H,10-13H2,1-5H3,(H2,31,32,33,34)
    • Key:VERWOWGGCGHDQE-UHFFFAOYSA-N

    ସେରିଟିନିବ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ Zykadia, ଏକ ଔଷଧ ଯାହା ଅଣ-ଛୋଟ ଜୀବକୋଷ ଫୁସଫୁସ କର୍କଟର (NSCLC) ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [] ନିର୍ଦ୍ଦିଷ୍ଟ ଭାବରେ ଏହା ଉନ୍ନତ ରୋଗ ପାଇଁ ବ୍ୟବହୃତ ହୁଏ ଯାହା ଆନାପ୍ଲାଷ୍ଟିକ୍ ଲିମ୍ଫୋମା କାଇନେଜ (ALK) ପଜିଟିଭ୍ ଅଟେ | [] ଏହା ପାଟିରେ ଦିଆଯାଏ । []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ଅଇ, ଥକାପଣ, ଯକୃତ ସମସ୍ୟା, ଓଜନ ହ୍ରାସ, ରାସ, ବୃକ୍‌କ ସମସ୍ୟା ଏବଂ ନିମ୍ନ ଲୋହିତ ରକ୍ତ କଣିକା ହୋଇପାରେ । [] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଉଚ୍ଚ ରକ୍ତ ଶର୍କରା, ନିମୋନିଆ, ଲଙ୍ଗ କ୍ୟୁଟି ସିଣ୍ଡ୍ରୋମ ଏବଂ ଅଗ୍ନାଶୟ ପ୍ରଦାହ ହୋଇପାରେ। [] [] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ ।[] ଏହା ଏକ ଟାଇରୋସିନ୍ କାଇନେଜ ଇନହିବିଟର, ବିଶେଷ ଭାବରେ ଏକ ଏଏଲକେ (ALK) ପ୍ରତିବନ୍ଧକ । [] []

    ୨୦୧୪ ମସିହାରେ ଆମେରିକାରେ ଏବଂ ୨୦୧୫ରେ ୟୁରୋପରେ ଚିକିତ୍ସା ବ୍ୟବହାର ପାଇଁ ସେରିଟିନିବ ଅନୁମୋଦିତ ହୋଇଥିଲା। [] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ୪ସପ୍ତାହର ଚିକିତ୍ସା ଖର୍ଚ୍ଚ ପ୍ରାୟ ୨୮୦୦ ପାଉଣ୍ଡ ହୁଏ । [] ଯୁକ୍ରରାଷ୍ଟ୍ରରେ ଏହି ପରିମାଣର ଖର୍ଚ୍ଚ ୧୦,୪୦୦ ଡଲାର ।[]

    1. "Zykadia (ceritinib) Capsules, for Oral Use. Full Prescribing Information" (PDF). Novartis Pharmaceuticals Corporation. Archived (PDF) from the original on 28 April 2019. Retrieved 14 February 2017.
    2. 1 2 3 4 5 6 "Zykadia". Archived from the original on 13 October 2021. Retrieved 3 January 2022.
    3. 1 2 3 "DailyMed - ZYKADIA- ceritinib tablet, film coated". dailymed.nlm.nih.gov. Archived from the original on 24 March 2021. Retrieved 3 January 2022.
    4. 1 2 BNF 81: March-September 2021. BMJ Group and the Pharmaceutical Press. 2021. p. 1018. ISBN 978-0857114105.
    5. "Ceritinib Prices, Coupons & Savings Tips - GoodRx". GoodRx. Retrieved 3 January 2022.