ସେଫୋକ୍ସିଟିନ
Clinical data | |
---|---|
Trade names | Mefoxin, Renoxitin, others[୧] |
Synonyms | Cephoxitin cefoxitin sodium |
AHFS/Drugs.com | monograph |
MedlinePlus | a682737 |
data | |
Pregnancy category | |
Routes of administration | Intravenous |
Legal status | |
Legal status | |
Pharmacokinetic data | |
Metabolism | minimal |
Elimination half-life | 41-59 min |
Excretion | 85% urine |
Identifiers | |
| |
ECHA InfoCard | 100.047.841 |
Chemical and physical data | |
Formula | C16H17N3O7S2 |
Molar mass | ୪୨୭.୪୫ g·mol−1 |
3D model (JSmol) | |
Melting point | 149 to 150 °C (300 to 302 °F) (dec.) |
| |
| |
(verify) |
ସେଫୋକ୍ସିଟିନ, ବେପାର ନାମ ମେଫୋକ୍ସିନ, ହେଉଛି ଏକ ଆଣ୍ଟିବାୟୋଟିକ୍, ଯାହା କିଡନୀ ସଂକ୍ରମଣ, ହାଡ଼ ସଂକ୍ରମଣ, ପେଲଭିସ ପ୍ରଦାହ ରୋଗ, ଉଦର ଭିତର ସଂକ୍ରମଣ, ନିମୋନିଆ ଏବଂ ସେପସିସ୍ ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୩] [୪] ଏହା ଏକ ଶିରାରେ ଇଞ୍ଜେକ୍ସନ ଆକାରରେ ଧୀରେ ଧୀରେ ଦିଆଯାଏ ।[୩]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା, ଇଞ୍ଜେକ୍ସନ ସ୍ଥାନରେ ଯନ୍ତ୍ରଣା ଏବଂ ତରଳ ଝାଡ଼ା ହୋଇପାରେ । [୪] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କ୍ଲୋଷ୍ଟ୍ରିଡିଏଡସ୍ ଡିଫାଇସିଲ୍ ସଂକ୍ରମଣ ଏବଂ ଅସ୍ଥି ମଜ୍ଜା ବିଫଳତା ହୋଇପାରେ । [୪] [୩] ଏହା ଗର୍ଭାବସ୍ଥାରେ କ୍ଷତିକାରକ ବୋଲି ଜଣା ନାହିଁ ଏବଂ ସ୍ତନ୍ୟପାନ କରାଇବା ସମୟରେ ଏହା ବ୍ୟବହାର କରାଯାଇପାରେ । [୩] ବୃକ୍)କ ଜନିତ ସମସ୍ୟାରେ କମ୍ ମାତ୍ରାର ଔସଧ ଆବଶ୍ୟକ ହୋଇପାରେ । [୪] ଏହା ଏକ ସେଫାମାଇସିନ୍; ଯଦିଓ ଦ୍ୱିତୀୟ ପିଢ଼ୀର ସେଫାଲୋସ୍ପୋରିନ୍ ସହିତ ଗୋଷ୍ଠୀଭୁକ୍ତ ହୁଏ | [୫] [୪]
୧୯୭୨ ମସିହାରେ ସେଫୋକ୍ସିଟିନ୍ ଆବିଷ୍କୃତ ହୋଇଥିଲା ଏବଂ ୧୯୭୮ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା। [୪] [୫] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ। [୬] [୭] ୨୦୨୧ରେ ଯୁକ୍ତରାଜ୍ୟରେ ୧୦ ମାତ୍ରାର ୨ ଗ୍ରାମ ଔଷଧର ମୂଲ୍ୟ £ ୩୦୦ରୁ କମ୍ ଥିଲା । [୩] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୧୧୦ଡଲାର ଅଟେ। [୮]
ଆଧାର
[ସମ୍ପାଦନା]- ↑ "Cefoxitin International". Drugs.com. 2 November 2020. Archived from the original on 1 March 2016. Retrieved 8 November 2020.
- ↑ "Cefoxitin- cefoxitin sodium powder, for solution". DailyMed. 10 June 2020. Archived from the original on 18 January 2021. Retrieved 8 November 2020.
- ↑ ୩.୦ ୩.୧ ୩.୨ ୩.୩ ୩.୪ "5. Infection". British National Formulary (BNF) (82 ed.). London: BMJ Group and the Pharmaceutical Press. September 2021 – March 2022. p. 560. ISBN 978-0-85711-413-6.
{{cite book}}
: CS1 maint: date format (link) - ↑ ୪.୦ ୪.୧ ୪.୨ ୪.୩ ୪.୪ ୪.୫ "CefOXitin Monograph for Professionals". Drugs.com (in ଇଂରାଜୀ). Archived from the original on 19 January 2021. Retrieved 30 December 2021.
- ↑ ୫.୦ ୫.୧ Levy, Stuart B. (2013-11-11). The Antibiotic Paradox: How Miracle Drugs Are Destroying the Miracle (in ଇଂରାଜୀ). Springer. ISBN 9781489960429. Archived from the original on 2021-11-01. Retrieved 2021-07-06.
- ↑ "Orange Book: Approved Drug Products with Therapeutic Equivalence Evaluations". www.accessdata.fda.gov. Archived from the original on 2021-11-01. Retrieved 2017-05-04.
- ↑ "Supplement Approval" (PDF). Food and Drug Administration. Department of Health and Human Services. Archived from the original (PDF) on 2021-04-05. Retrieved 2021-07-06.
- ↑ "Cefoxitin Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 15 April 2021. Retrieved 30 December 2021.