ସେଫାଲେକ୍ସିନ୍
Clinical data | |
---|---|
Trade names | Keflex, Cepol, Ceporexine, Ceporex[୧] |
AHFS/Drugs.com | monograph |
MedlinePlus | a682733 |
data | |
Pregnancy category | |
Routes of administration | Oral |
ATC code | |
Legal status | |
Legal status | |
Pharmacokinetic data | |
Bioavailability | Well absorbed |
Protein binding | 15% |
Metabolism | 80% excreted unchanged in urine within 6 hours of administration |
Elimination half-life | For an adult with normal renal function, the serum half-life is 0.5–1.2 hours[୨] |
Excretion | Renal |
Identifiers | |
| |
CAS Number | |
PubChem CID | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.036.142 |
Chemical and physical data | |
Formula | C16H17N3O4S |
Molar mass | 347.39 g/mol |
3D model (JSmol) | |
Melting point | 326.8 °C (620.2 °F) |
| |
| |
(verify) |
ସେଫାଲେକ୍ସିନ୍ (ଇଂରାଜୀରେ Cefalexin) (ଆନ୍ତର୍ଜାତୀୟ ପ୍ରୋପ୍ରାଇଟରୀବିହୀନ ନାମ INN), (ଇଂଲଣ୍ଡରେ BAN) କିମ୍ବା cephalexin (ଆମେରିକାରେ USAN), (ଅଷ୍ରେଲିଆରେAAN) ଏକ ଆଣ୍ଟିବାୟୋଟିକର ନାମ ଯାହା ଆନେକ ଗୁଡ଼ିଏ ଜୀବାଣୁ ଜନିତ ସଂକ୍ରମଣର ଚିକିତ୍ସାରେ ଦିଆଯାଏ । ଏହାକୁ ପାଟିବାଟେ ଦିଆଯାଏ, ଗ୍ରାମ ପଜିଟିଭ ଓ କେତେକ ଗ୍ରାମ ନେଗେଟିଭ ଜୀବାଣୁ ନିମନ୍ତେ ଦିଆଯାଏ । [୩] ସେଫାଲୋସ୍ପୋରିନ ଦଳର ପ୍ରଥମ ପିଢ଼ି ଔଷଧ, ଏହାର କାର୍ଯ୍ୟକାରୀତା ଏହି ଦଳର ଅନ୍ୟ β-ଲାକ୍ଟମ୍ (ଇଂରାଜୀରେ β-lactam) ଆଣ୍ଟିବାୟୋଟିକ ସହ ସମାନ ଓ ଶୀରାରେ ସେଫାଜୋଲିନ ନାମରେ ଦିଆଯାଏ ।[୪]
ଅନେକ ସଂକ୍ରମଣ ରୋଗରେ ଏହା ଦିଆଯାଏ ଯଥା ମଧ୍ୟ କର୍ଣ୍ଣ ସଂକ୍ରମଣ, (middle ear infections), ତଣ୍ଟି ସଂକ୍ରମଣ (strep throat), ଅସ୍ଥି ଓ ଗଣ୍ଠି ସଂକ୍ରମଣ (bone ଓ joint infections), ନିମୋନିଆ pneumonia, ଚର୍ମ ଓ ପରିସ୍ରାନଳୀ ଶୈଳୀ ସଂକ୍ରମଣ । ଅନ୍ତଃହୃଦଶୋଥ/ ଏଣ୍ଡୋକାର୍ଡାଇଟିସ ରୋଗ ନ ହେବା ନିମନ୍ତେ ଦିଆଯାଏ । ମେଥିସିଲିନ ରେଜିସ୍ଟାଣ୍ଟ ସ୍ଟାଫିଲୋକୋକସ ଅରିଅସ ଜୀବାଣୁ ବିରୁଦ୍ଧରେ ଏହି ଔଷଧ ଅତି ଉପଯୋଗୀ । ସାମାନ୍ୟ ପେନିସିଲିନ ଆଲର୍ଜି ଥିଲେ ଏହା କାର୍ଯ୍ୟକାରୀ ହୁଏ କିନ୍ତୁ ଅଧିକ ଆଲର୍ଜିରେ ଦିଆଯାଏ ନାହିଁ । ଅନ୍ୟାନ୍ୟ ଆଣ୍ଟିବାୟୋଟିକ ଭଳି ଏହା ସର୍ଦ୍ଦି ବା ଭୁତାଣୁ ସଦୃଶ ଭୁତାଣୁ ରୋଗରେ କାମଦିଏ ନାହିଁ । [୩]
ସମ୍ଭାବ୍ୟ ପାର୍ଶ୍ୱ ପ୍ରତିକ୍ରିୟା ନାମ: ଆଲର୍ଜି, ପାକସ୍ଥଳୀ-ଅନ୍ତନଳୀ ଗୋଳମାଳ, କ୍ଲସ୍ଟ୍ରିଡିଅମ ଡିଫିସିଲ ତରଳ ଝାଡ଼ା । [୩] ଗର୍ଭାବସ୍ଥାରେ ଏହାର କୌଣସି ହାନୀକାରକ ଗୁଣ ନାହିଁ । [୩][୫] ସ୍ତନ୍ୟପାନ ନିମନ୍ତେ ଏହା ବିପଦମୁକ୍ତ । [୬] ପିଲା ଓ ୬୫ ବର୍ଷରୁ ଉର୍ଦ୍ଦ୍ୱ ଲୋକଙ୍କ ନିମନ୍ତେ ମଧ୍ୟ ଉପାଦେୟ । ବୃକ୍କ ବା କିଡନି ରୋଗ ଥିଲେ ମାତ୍ରା କମ ଦିଆଯାଏ । [୩]
ଆମେରିକାରେ ସନ ୨୦୧୨ରେ ସର୍ବାଧିକ ପ୍ରେସକ୍ରିପସନ କରାଯାଇଥିବା ୧୦୦ଟି ଔଷଧ ମଧ୍ୟରୁ ଏହା ଗୋଟିଏ । [୭] ଅଷ୍ଟ୍ରେଲିଆରେ ୧୫ଟି ସର୍ବାଧିକ ପ୍ରେସକ୍ରିପସନ କରାଯାଇଥିବା ଔଷଧ ମଧ୍ୟରୁ ଏହା ଗୋଟିଏ । [୮] ଏହା ୧୯୬୭ ମସିହାରେ ପ୍ରସ୍ତୁତ କରାଯାଇଥିଲା[୯] ଓ ୧୯୬୯- ୧୯୭୦ ମସିହାରେ ଅନେକ କମ୍ପାନୀ ଯଥା ଗ୍ଲାକ୍ସୋ ୱେଲକମ ଓ ଏଲି ଲିଲି ଏହାକୁ କେଫ୍ଲେକ୍ସ ଓ ସେପୋରେକ୍ସ ନାମରେ ବିକ୍ରି ଆରମ୍ଭ କରିଥିଲେ । [୧][୧୦] ଏହା ଜେନେରିକ ଔଷଧ ହିସାବରେ କମ୍ପାନୀ ଟ୍ରେଡ ନାମରେ ମିଳେ ଓ ଅତି ଦାମିକା ମଧ୍ୟ ନୁହେଁ । [୩][୧୧] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସ୍ୱାସ୍ଥ୍ୟ ପ୍ରଣାଳୀ ନିମିତ୍ତ ଅତିଦରକାରୀ ଔଷଧ ତାଲିକାରେ ଏହାର ନାମ ଅଛି । [୧୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ McPherson, Edwin M. (2007). Pharmaceutical Manufacturing Encyclopedia (3rd ed.). Burlington: Elsevier. p. 915. ISBN 9780815518563.
- ↑ McEvoy, G.K. (ed.). American Hospital Formulary Service — Drug Information 95. Bethesda, MD: American Society of Hospital Pharmacists, Inc., 1995 (Plus Supplements 1995)., p. 166
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ "Cephalexin". The American Society of Health-System Pharmacists. Retrieved Apr 21, 2014.
- ↑ Brunton, Laurence L. (2011). "53, Penicillins, Cephalosporins, and Other β-Lactam Antibiotics". Goodman & Gilman's pharmacological basis of therapeutics (12th ed.). New York: McGraw-Hill. ISBN 978-0071624428.
- ↑ "Prescribing medicines in pregnancy database". Australian Government. 3 March 2014. Retrieved 22 April 2014.
- ↑ Wendy Jones (2013). Breastfeeding and Medication. Routledge. p. 227. ISBN 9781136178153.
- ↑ Bartholow, Michael. "Top 200 Drugs of 2012". Pharmacy Times. Archived from the original on 17 May 2014. Retrieved 22 April 2014.
- ↑ Australia's Health 2012: The Thirteenth Biennial Health Report of the Australian Institute of Health and Welfare. Australian Institute of Health and Welfare. 2012. p. 408. ISBN 9781742493053.
- ↑ [compiled; Hey], edited by Edmund (2007). Neonatal formulary 5 drug use in pregnancy and the first year of life (5th ed.). Blackwell. p. 67. ISBN 9780470750353.
{{cite book}}
:|author2=
has generic name (help) - ↑ Ravina, Enrique (2011). The evolution of drug discovery : from traditional medicines to modern drugs (1. Aufl. ed.). Weinheim: Wiley-VCH. p. 267. ISBN 9783527326693.
- ↑ Hanlon, Geoffrey; Hodges, Norman (2012). Essential Microbiology for Pharmacy and Pharmaceutical Science. Hoboken: Wiley. p. 140. ISBN 9781118432433.
- ↑ "WHO Model List of EssentialMedicines" (PDF). World Health Organization. October 2013. p. 6. Retrieved 22 April 2014.