Jump to content

ଗୁଏଫେନେସିନ

ଉଇକିପିଡ଼ିଆ‌ରୁ
ଗୁଏଫେନେସିନ
Clinical data
Pronunciation/ɡwˈfɛnɪsɪn/
Trade namesMucinex, others
SynonymsGlyceryl guaiacolate
AHFS/Drugs.commonograph
MedlinePlusa682494
data
Pregnancy
category
  • US: C (Risk not ruled out)
    Routes of
    administration
    By mouth (tablets, syrup)
    Legal status
    Legal status
    • US: OTC / Rx-only
    Pharmacokinetic data
    MetabolismKidney
    Elimination half-life1–5 hours[]
    Identifiers
    • (RS)-3-(2-methoxyphenoxy)propane-1,2-diol
    ECHA InfoCard100.002.021 Edit this at Wikidata
    Chemical and physical data
    FormulaC10H14O4
    Molar mass୧୯୮.୨୨ g·mol−1
    3D model (JSmol)
    • O(c1ccccc1OC)CC(O)CO
    • InChI=1S/C10H14O4/c1-13-9-4-2-3-5-10(9)14-7-8(12)6-11/h2-5,8,11-12H,6-7H2,1H3 checkY
    • Key:HSRJKNPTNIJEKV-UHFFFAOYSA-N checkY
      (verify)

    ଗୁଏଫେନେସିନ, ଏକ ବ୍ୟବସାୟୀକ ନାମ ମୁସିନେକ୍ସ, [] ଏକ ଔଷଧ ଯାହା ଶ୍ୱାସନଳୀରୁ ଖଙ୍କାର ବାହାର କରିବାରେ ସାହାଯ୍ୟ କରିଥାଏ | [] ଏହା କାଶକୁ ହ୍ରାସ କରେ କି ନାହିଁ ତାହା ଅସ୍ପଷ୍ଟ। [] ୬ ବର୍ଷରୁ କମ୍ ପିଲାମାନଙ୍କଠାରେ ବ୍ୟବହାର ସୁପାରିଶ କରାଯାଏ ନାହିଁ | [] ଏହା ପ୍ରାୟ ଅନ୍ୟ ଔଷଧ ସହିତ ମିଶି ବ୍ୟବହୃତ ହୁଏ | [] ଏହା ପାଟିରେ ଦିଆଯାଏ | []

    ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ବୁଲାଇବା, ନିଦ୍ରାହୀନତା, ଚର୍ମ ରାସ, ଏବଂ ଅଇ ଲାଗିପାରେ | [] ଗର୍ଭାବସ୍ଥାରେ ଏହା ସଠିକ୍ ଭାବରେ ଅଧ୍ୟୟନ କରାଯାଇ ନ ଥିବାବେଳେ ଏହା ନିରାପଦ ଥିବା ପରି ମନେହୁଏ | [] ଶ୍ୱାସନଳୀରେ ଥିବା ବ‌ହଳିଅ ଖଙ୍କାରକୁ ତରଳ କରି ଏହା କାମ କରେ ବୋଲି ବିଶ୍ୱାସ କରାଯାଏ | []

    ଅନ୍ତତଃ ପକ୍ଷେ ୧୯୩୩ ମସିହା ପରଠାରୁ [] ଏହା ଚିକିତ୍ସାଳୟରେ ବ୍ୟବହୃତ ହୋଇଆସୁଛି। ଏହା ଏକ ସାଧାରଣ ଔଷଧ ଏବଂ ବିନା ପ୍ରେସକ୍ରିପସନରେ ଉପଲବ୍ଧ | [] [] ଯୁକ୍ତରାଷ୍ଟ୍ରରେ ହୋଲସେଲ ମୂଲ୍ୟ ଡୋଜ ପିଛା ୦.୧୦ ଡଲାରରୁ କମ୍ ଅଟେ। [] ୨୯୧୭ରେ ଏହା ଯୁକ୍ତରାଷ୍ଟ୍ରରେ ୨୩୪ତମ ସାଧାରଣ ପ୍ରେସକ୍ରିପସନ ଷଧ ଥିଲା, ଯେଉଁଥିରେ ଦୁଇ ଲକ୍ଷରୁ ଅଧିକ ପ୍ରେସକ୍ରିପସନ ରହିଥିଲା | [] [୧୦]

    1. Aluri JB, Stavchansky S (1993). "Determination of guaifenesin in human plasma by liquid chromatography in the presence of pseudoephedrine". J Pharm Biomed Anal. 11 (9): 803–8. doi:10.1016/0731-7085(93)80072-9. PMID 8218524.
    2. 1 2 "Guaifenesin". Drugs.com. Retrieved 2019-03-25.
    3. 1 2 3 "Guaifenesin Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 25 March 2019.
    4. 1 2 3 "Guaifenesin Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 25 March 2019.
    5. British national formulary : BNF 76 (76 ed.). Pharmaceutical Press. 2018. p. 295. ISBN 9780857113382.
    6. 1 2 Weiner, Carl P.; Rope, Kate (2013). The Complete Guide to Medications During Pregnancy and Breastfeeding: Everything You Need to Know to Make the Best Choices for You and Your Baby (in ଇଂରାଜୀ). St. Martin's Press. p. PT282. ISBN 9781250037206.
    7. Riviere, Jim E.; Papich, Mark G. (2013). Veterinary Pharmacology and Therapeutics (in ଇଂରାଜୀ). John Wiley & Sons. p. 287. ISBN 9781118685907.
    8. "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
    9. "The Top 300 of 2020". ClinCalc. Retrieved 11 April 2020.
    10. "Guaifenesin - Drug Usage Statistics". ClinCalc. Retrieved 11 April 2020.