ସୁଜାତା ମହାପାତ୍ର

ଉଇକିପିଡ଼ିଆ‌ରୁ
ସୁଜାତା ମହାପାତ୍ର
Born
ସୁଜାତା ମହାନ୍ତି

(1968-06-27) ୨୭ ଜୁନ ୧୯୬୮ (ବୟସ ୫୫)
Occupation(s)ଓଡ଼ିଶୀ ନୃତ୍ୟ ଶିଳ୍ପୀ, ନୃତ୍ୟ ନିର୍ଦ୍ଦେଶିକା
Spouseରତିକାନ୍ତ ମହାପାତ୍ର
Websitehttp://www.heritageindia.org/sujata.html


ସୁଜାତା ମହାପାତ୍ର ଜଣେ ଓଡ଼ିଶୀ ନୃତ୍ୟାଙ୍ଗନା। [୧][୨]

ବାଲ୍ୟ ଜୀବନ ଓ ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ସୁଜାତା ମହାପାତ୍ର ୧୯୬୮ ମସିହାରେ ବାଲେଶ୍ୱରଠାରେ ଜନ୍ମଗ୍ରହଣ କରିଥିଲେ । ସେ ବାଲ୍ୟ କାଳରେ ପ୍ରଥମେ ଗୁରୁ ସୁଧାକର ସାହୁଙ୍କଠାରୁ ଓଡ଼ିଶୀ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ ।[୩] ୧୯୮୭ମସିହାରେ ଭୁବନେଶ୍ୱର ଆସି ଓଡ଼ିଶୀ ଗବେଷଣା କେନ୍ଦ୍ର, ଭୁବନେଶ୍ୱରରେ ପଦ୍ମ ବିଭୂଷଣ ଗୁରୁ କେଳୁଚରଣ ମହାପାତ୍ରଙ୍କଠାରୁ ନୃତ୍ୟ ଶିକ୍ଷା କରିଥିଲେ ।[୪] ଗୁରୁ କେଳୁଚରଣ ମହାପାତ୍ରଙ୍କ ପୁତ୍ର ରତିକାନ୍ତ ମହାପାତ୍ରଙ୍କୁ ବିବାହ କରିଛନ୍ତି ।[୫] ତାଙ୍କ ଝିଅ ପ୍ରିତିଷା ମହାପାତ୍ର ବି ଜଣେ ନୃତ୍ୟଶିଳ୍ପୀ ।

କର୍ମଜୀବନ[ସମ୍ପାଦନା]

ଓଡ଼ିଶୀନୃତ୍ୟ ମୁଦ୍ରାରେ ସୁଜାତା ମହାପାତ୍ର

ସୁଜାତା ମହାପାତ୍ର ଓଡ଼ିଶୀ ଓ ଓଡ଼ିଶାର ଲୋକନୃତ୍ୟରୁ ତାଙ୍କ କର୍ମଜୀବନ ଆରମ୍ଭ କରିଥିଲେ । ପ୍ରଥମ ଗୁରୁ ସୁଧାକର ସାହୁଙ୍କ ନୃତ୍ୟମଣ୍ଡଳୀ ସହିତ ରହି ସେ ଓଡ଼ିଶାର ପୁରପଲ୍ଲୀରେ ନୃତ୍ୟ ପରିବେଷଣ କରିଥିଲେ ।

ମାନସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର - ୨୦୧୭[୬]
  • ମାହାରୀ ସମ୍ମାନ - ପଙ୍କଜ ଚରଣ ଫାଉଣ୍ଡେସନ
  • ୨ୟ ସଞ୍ଜୁକ୍ତା ପାଣିଗ୍ରାହୀ ସମ୍ମାନ - ଚିତ୍ରା କୃଷ୍ଣମୂର୍ତ୍ତୀ - ବ୍ୱାସିଙ୍ଗ୍‌ତନ୍ ଡି.ସି.
  • ଆଦିତ୍ୟ ବିର୍ଲା କଳା କିରଣ ସମ୍ମାନ - ମୁମ୍ବାଇ
  • ରାଜା ଫାଉଣ୍ଡେସନ ସମ୍ମାନ - ଦିଲ୍ଲୀ
  • ହୋପ୍ ଅଫ୍ ଇଣ୍ଡିଆ - ୨୦୧୧
  • ନୃତ୍ୟ ରାଗିଣୀ - ପୁରୀ - ୨୦୦୨
  • ବୈଶାକ୍ଷୀ ସମ୍ମାନ
  • ପ୍ରାଣନାଥ ସମ୍ମାନ
  • ଅଭିନନ୍ଦନିକା - ପୁରୀ - ୨୦୦୨
  • ଭିମେଶ୍ୱର ପ୍ରତିକ୍ଷା ସମ୍ମାନ - ୨୦୦୪
  • ରାଜା ପୁରସ୍କାର - ୨୦୦୮
  • ଟପ୍ ଗ୍ରେଡେଡ୍ ଆର୍ଟିସ୍ଟ ଅଫ୍ ଦୁରଦର୍ଶନ - ଆଇ. ସି. ସି. ଆର [୭]

ଆଧାର[ସମ୍ପାଦନା]

  1. Orissi performance by Sujata Mohapatra The South Asian Times, March 12, 2007.
  2. Sujata Mohapatra review
  3. Sudhakar Sahu: First Guru of Sujata Mohapatra The Hindu
  4. http://www.hindu.com/thehindu/fr/2005/08/12/stories/2005081202240200.htm
  5. Mehta, Kamini. "Odissi dancer Sujata Mohapatra mesmerizes school students". Times of India. Retrieved 19 December 2015.
  6. . No. ସମାଜ ୦୭/୦୨/୨୦୧୯ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୩ http://www.samajaepaper.in/?mod=1&pgnum=1&edcode=73&pagedate=2019-02-07. Retrieved 7 February 2019. {{cite news}}: Missing or empty |title= (help)
  7. "ଆର୍କାଇଭ୍ କପି". Archived from the original on 2011-09-27. Retrieved 2011-12-30. {{cite web}}: Cite has empty unknown parameter: |1= (help)

ଅଧିକ ତଥ୍ୟ[ସମ୍ପାଦନା]