ସିହୋରା
ଦେଖଣା
Sihora | |
---|---|
city | |
ଦେଶ | India |
ରାଜ୍ୟ | Madhya Pradesh |
ଜିଲ୍ଲା | Jabalpur |
Elevation | 386 m (1,266 ft) |
Population (2001) | |
• Total | ୩୭,୮୮୭ |
ଭାଷା | |
• ସରକାରୀ | Hindi |
Time zone | UTC+5:30 (IST) |
ସିହୋରା ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ମଧ୍ୟପ୍ରଦେଶର ଜବଲ୍ପୁର୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ସିହୋରା ୨୩.୪୮୮୭ ଉତ୍ତର ଅକ୍ଷାଂଶ ଓ ୮୦.୧୦୩୫ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୬୯ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସିହୋରା ସହରର ମୋଟ ଜନସଂଖ୍ୟା ୩୭୮୮୭ ଅଟେ ।[୨] ସେଥି ମଧ୍ୟରୁ ୫୧.୮୬% ଜଣ ପରୁଷ ହୋଇଥିବା ବେଳେ ୪୮.୧୪% ଜଣ ନାରୀ ଅଟନ୍ତି । ସିହୋରାର ସାକ୍ଷରତା ହାର ୬୭.୬୩% ଅଟେ । ଏହା ଜାତୀୟ ହାରଠାରୁ ୨.୭୯% ପ୍ରତିଶତ କମ ଅଟେ । ସେଥିରୁ ୩୯.୧୧% ପ୍ରତିଶତ ପୁରୁଷ ଓ ୨୮.୫୧% ନାରୀ ଅଟନ୍ତି । ୧୪.୮୭% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]ହିନ୍ଦୀ ସିହୋରାର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.