ସାବଲଗଡ଼
ଦେଖଣା
Sabalgarh
सबलगढ़ | |
|---|---|
city | |
| Country | |
| State | Madhya Pradesh |
| District | Morena |
| Founded by | Sabla Singh |
| Government | |
| • MLA | Meharban Singh Rawat |
| Elevation | 212 m (696 ft) |
| Population (2011) | |
| • Total | ୪୦,୩୩୩ |
| Languages | |
| • Official | Hindi |
| Time zone | UTC+5:30 (IST) |
| PIN | 476229 |
| Telephone code | 07536 |
| ଯାନବାହାନ ପଞ୍ଚୀକରଣ | MP06 |
| Sex ratio | 960 ♂/♀ |
ସାବଲଗଡ଼ ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ମଧ୍ୟପ୍ରଦେଶର ମୋରେନ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ସାବଲଗଡ଼ ୨୬.୨୪୯୨ ଉତ୍ତର ଅକ୍ଷାଂଶ ଓ ୭୭.୪୦୭୯ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସାବଲଗଡ଼ ସହରର ମୋଟ ଜନସଂଖ୍ୟା ୨୯୫୯୭ ଅଟେ ।[୨] ସେଥି ମଧ୍ୟରୁ ୫୩.୬୬% ଜଣ ପରୁଷ ହୋଇଥିବା ବେଳେ ୪୬.୩୪% ଜଣ ନାରୀ ଅଟନ୍ତି । ସାବଲଗଡ଼ର ସାକ୍ଷରତା ହାର ୬୩.୮୪% ଅଟେ । ଏହା ଜାତୀୟ ହାରଠାରୁ ୧.୦୦% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୯.୫୩% ପ୍ରତିଶତ ପୁରୁଷ ଓ ୨୪.୩୦% ନାରୀ ଅଟନ୍ତି । ୧୫.୭୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]ହିନ୍ଦୀ ସାବଲଗଡ଼ର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.