ସାଣନ୍ଦ
ଦେଖଣା
Sanand | |
---|---|
city | |
ଦେଶ | India |
ରାଜ୍ୟ | Gujarat |
ଜିଲ୍ଲା | Ahmedabad |
Elevation | 38 m (125 ft) |
Population (2011) | |
• Total | ୪୧,୫୩୦ |
ଭାଷା | |
• ସରକାରୀ | Gujarati, Hindi |
Time zone | UTC+5:30 (IST) |
PIN | 382 110 |
ସାଣନ୍ଦ ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ଗୁଜରାଟର ଆହ୍ମଦବଦ୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ସାଣନ୍ଦ ୨୨.୯୯୨୩ ଉତ୍ତର ଅକ୍ଷାଂଶ ଓ ୭୨.୩୮୧୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୩୧ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସାଣନ୍ଦ ସହରର ମୋଟ ଜନସଂଖ୍ୟା ୩୨୩୪୮ ଅଟେ ।[୨] ସେଥି ମଧ୍ୟରୁ ୫୩.୦୯% ଜଣ ପରୁଷ ହୋଇଥିବା ବେଳେ ୪୬.୯୧% ଜଣ ନାରୀ ଅଟନ୍ତି । ସାଣନ୍ଦର ସାକ୍ଷରତା ହାର ୭୨.୨୪% ଅଟେ । ଏହା ଜାତୀୟ ହାରଠାରୁ ୭.୪୦% ପ୍ରତିଶତ କମ ଅଟେ । ସେଥିରୁ ୪୧.୭୨% ପ୍ରତିଶତ ପୁରୁଷ ଓ ୩୦.୫୨% ନାରୀ ଅଟନ୍ତି । ୧୨.୬୯% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]ଗୁଜରାଟୀ ସାଣନ୍ଦର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.