ସାଣନ୍ଦ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Sanand
city
ଦେଶ India
ରାଜ୍ୟGujarat
ଜିଲ୍ଲାAhmedabad
Elevation
38 m (125 ft)
Population
 (2011)
 • Total୪୧,୫୩୦
ଭାଷା
 • ସରକାରୀGujarati, Hindi
Time zoneUTC+5:30 (IST)
PIN
382 110

ସାଣନ୍ଦ ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ଗୁଜରାଟର ଆହ୍ମଦବଦ୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ସାଣନ୍ଦ ୨୨.୯୯୨୩ ଉତ୍ତର ଅକ୍ଷାଂଶ ଓ ୭୨.୩୮୧୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୩୧ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସାଣନ୍ଦ ସହରର ମୋଟ ଜନସଂଖ୍ୟା ୩୨୩୪୮ ଅଟେ ।[୨] ସେଥି ମଧ୍ୟରୁ ୫୩.୦୯% ଜଣ ପରୁଷ ହୋଇଥିବା ବେଳେ ୪୬.୯୧% ଜଣ ନାରୀ ଅଟନ୍ତି । ସାଣନ୍ଦର ସାକ୍ଷରତା ହାର ୭୨.୨୪% ଅଟେ । ଏହା ଜାତୀୟ ହାରଠାରୁ ୭.୪୦% ପ୍ରତିଶତ କମ ଅଟେ । ସେଥିରୁ ୪୧.୭୨% ପ୍ରତିଶତ ପୁରୁଷ ଓ ୩୦.୫୨% ନାରୀ ଅଟନ୍ତି । ୧୨.୬୯% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ଗୁଜରାଟୀ ସାଣନ୍ଦର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]