ସନ୍ତୋଷ କୁମାର ସାହୁ
Appearance
ସନ୍ତୋଷ କୁମାର ସାହୁ | |
---|---|
ସଦସ୍ୟ: ରାଜ୍ୟ ସଭା | |
କାର୍ଯ୍ୟକାଳ ୧୯୭୬-୧୯୯୪ | |
ନିର୍ବାଚନ ମଣ୍ଡଳୀ | ଓଡ଼ିଶା |
ବିଧାୟିକା: ୩ୟ, ୪ର୍ଥ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୧ – ୧୯୭୧ | |
ନିର୍ବାଚନ ମଣ୍ଡଳୀ | ବାରିପଦା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୫ ଡିସେମ୍ବର ୧୯୩୫ |
ମୃତ୍ୟୁ | ୨୦୦୬ |
ରାଜନୀତିକ ଦଳ | କଂଗ୍ରେସ |
ଜୀବନ ସାଥୀ | ବାସନ୍ତି କୁମାରୀ ସାହୁ |
ସନ୍ତାନ | ୩ ପୁଅ, ୧ ଝିଅ |
ସନ୍ତୋଷ କୁମାର ସାହୁ (୧୯୩୫ - ୨୦୦୬) ଜଣେ ଭାରତୀୟ ରାଜନୀତିଜ୍ଞ ଥିଲେ । ସେ ମୁଖ୍ୟତଃ ଭାରତୀୟ ଜାତୀୟ କଂଗ୍ରେସ ସହ ରାଜନୀତିରେ ସକ୍ରିୟ ଥିଲେ । ସନ୍ତୋଷ ପ୍ରଥମେ ୦୩ ଅପ୍ରେଲ ୧୯୭୬ରେ କଂଗ୍ରେସର ପ୍ରତିନିଧି ଭାବର ଓଡ଼ିଶାରୁ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ଏହାପରେ ସେ ଲଗାତାର ୧୯୮୨ ଓ ୧୯୮୮ରେ ଆଉ ଦୁଇଥର ରାଜ୍ୟ ସଭାକୁ ଯାଇଥିଲେ । ସେ ୧୯୭୬ରୁ ୧୯୯୪ଯାଏଁ ରାଜ୍ୟ ସଭାର ସଦସ୍ୟ ଭାବରେ କାର୍ଯ୍ୟ କରିଥିଲେ ।
ସନ୍ତୋଷ ରାଜ୍ୟ ସଭାକୁ ଯିବା ପୂର୍ବରୁ ଓଡ଼ିଶାର ରାଜନୀତିରେ ସକ୍ରିୟ ଥିଲେ ଏବଂ ସେ ୧୯୬୧ ଓ ୧୯୫୭ ମସିହାରେ ଓଡ଼ିଶାର ବିଧାନ ସଭାକୁ ୧୯୬୧ ଓ ୧୯୬୭ରେ ବାରିପଦା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ।[୧][୨][୩][୪][୫]
ଆଧାର
[ସମ୍ପାଦନା]- ↑ "Brief Bio-Data 1952 - 2003" (PDF). Rajya Sabha. Retrieved 14 October 2015.
- ↑ "All set for a stormy Parliament session:Video". Business Standard. 23 November 2006. Retrieved 14 October 2015.
- ↑ "Santosh Kumar Sahu MLA Profile BARIPADA CONSTITUENCY". naveenpatnaik.com. Retrieved 14 October 2015.[permanent dead link]
- ↑ India. Parliament. Rajya Sabha (2006). Parliamentary Debates: Official Report. Council of States Secretariat. p. 35. Retrieved 26 April 2018.
- ↑ India. Parliament. Rajya Sabha (1984). Who's who. Rajya Sabha Secretariat. p. 279. Retrieved 26 April 2018.
ବାହାର ଆଧାର
[ସମ୍ପାଦନା]- ରାଜ୍ୟ ସଭା ୱେବସାଇଟ୍ରେ