ସନ୍ତୋଷ କୁମାର ସାହୁ

ଉଇକିପିଡ଼ିଆ‌ରୁ
ସନ୍ତୋଷ କୁମାର ସାହୁ
ସଦସ୍ୟ: ରାଜ୍ୟ ସଭା
କାର୍ଯ୍ୟକାଳ
୧୯୭୬-୧୯୯୪
ନିର୍ବାଚନ ମଣ୍ଡଳୀଓଡ଼ିଶା
ବିଧାୟିକା: ୩ୟ, ୪ର୍ଥ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୧ – ୧୯୭୧
ନିର୍ବାଚନ ମଣ୍ଡଳୀବାରିପଦା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1935-12-15)୧୫ ଡିସେମ୍ବର ୧୯୩୫
ମୃତ୍ୟୁ୨୦୦୬
ରାଜନୀତିକ ଦଳକଂଗ୍ରେସ
ଜୀବନ ସାଥୀବାସନ୍ତି କୁମାରୀ ସାହୁ
ସନ୍ତାନ୩ ପୁଅ, ୧ ଝିଅ

ସନ୍ତୋଷ କୁମାର ସାହୁ (୧୯୩୫ - ୨୦୦୬) ଜଣେ ଭାରତୀୟ ରାଜନୀତିଜ୍ଞ ଥିଲେ । ସେ ମୁଖ୍ୟତଃ ଭାରତୀୟ ଜାତୀୟ କଂଗ୍ରେସ ସହ ରାଜନୀତିରେ ସକ୍ରିୟ ଥିଲେ । ସନ୍ତୋଷ ପ୍ରଥମେ ୦୩ ଅପ୍ରେଲ ୧୯୭୬ରେ କଂଗ୍ରେସର ପ୍ରତିନିଧି ଭାବର ଓଡ଼ିଶାରୁ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ଏହାପରେ ସେ ଲଗାତାର ୧୯୮୨ ଓ ୧୯୮୮ରେ ଆଉ ଦୁଇଥର ରାଜ୍ୟ ସଭାକୁ ଯାଇଥିଲେ । ସେ ୧୯୭୬ରୁ ୧୯୯୪ଯାଏଁ ରାଜ୍ୟ ସଭାର ସଦସ୍ୟ ଭାବରେ କାର୍ଯ୍ୟ କରିଥିଲେ ।

ସନ୍ତୋଷ ରାଜ୍ୟ ସଭାକୁ ଯିବା ପୂର୍ବରୁ ଓଡ଼ିଶାର ରାଜନୀତିରେ ସକ୍ରିୟ ଥିଲେ ଏବଂ ସେ ୧୯୬୧ ଓ ୧୯୫୭ ମସିହାରେ ଓଡ଼ିଶାର ବିଧାନ ସଭାକୁ ୧୯୬୧ ଓ ୧୯୬୭ରେ ବାରିପଦା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ।[୧][୨][୩][୪][୫]

ଆଧାର[ସମ୍ପାଦନା]

  1. "Brief Bio-Data 1952 - 2003" (PDF). Rajya Sabha. Retrieved 14 October 2015.
  2. "All set for a stormy Parliament session:Video". Business Standard. 23 November 2006. Retrieved 14 October 2015.
  3. "Santosh Kumar Sahu MLA Profile BARIPADA CONSTITUENCY". naveenpatnaik.com. Retrieved 14 October 2015.[permanent dead link]
  4. India. Parliament. Rajya Sabha (2006). Parliamentary Debates: Official Report. Council of States Secretariat. p. 35. Retrieved 26 April 2018.
  5. India. Parliament. Rajya Sabha (1984). Who's who. Rajya Sabha Secretariat. p. 279. Retrieved 26 April 2018.

ବାହାର ଆଧାର[ସମ୍ପାଦନା]