ଶ୍ରୀଧର ସ୍ୱାମୀ
ଦେଖଣା
(ଶ୍ରୀଧର ସ୍ବାମୀରୁ ଲେଉଟି ଆସିଛି)
ଶ୍ରୀଧର ସ୍ୱାମୀ | |
---|---|
ଜନ୍ମ | ୧୩୦୧ ଖ୍ରୀଷ୍ଟାବ୍ଦ |
ମୃତ୍ୟୁ | ୧୩୭୩ ଖ୍ରୀଷ୍ଟାବ୍ଦ |
ଅନ୍ୟ ନାମ | ଟୀକା ଶ୍ରୀଧର |
ବୃତ୍ତି | ପୌରାଣିକ କବି |
ଉଲ୍ଲେଖନୀୟ କୃତି | ଓଡ଼ିଆ ଭାଗବତର ଟୀକା |
ଶ୍ରୀଧର ସ୍ୱାମୀ ଜଣେ ଭାରତୀୟ ସାଧକ ଓ ଟୀକାକାର ଥିଲେ ।[୧][୨][୩] ସେ ଓଡ଼ିଶାର ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[୪] ସେ ନୃସିଂହଙ୍କର ଉପାସକ ଥିଲେ ଓ ଭାବାର୍ଥ ଦୀପୀକା ଓ ଭଟ୍ଟି ଆଦି ଗ୍ରନ୍ଥ ରଚନା କରିଥିଲେ । କେତେକଙ୍କ ମତରେ ସେ ବିଷ୍ଣୁସ୍ୱାମୀ ସମ୍ପ୍ରଦାୟର ବୈଷ୍ଣବ ଥିଲେ । ଏହି ସମ୍ପ୍ରଦାୟରେ କବି ଜୟଦେବ ଓ ବଲ୍ଲଭାଚାର୍ଯ୍ୟ ମଧ୍ୟ ଥିଲେ । ଏମାନେ ଶୁଦ୍ଧାଦ୍ୱୈତ ବାଦର ପ୍ରଚାରକ ଥିଲେ ।
ଜୀବନ କାଳ
[ସମ୍ପାଦନା]ଶ୍ରୀଧର ସ୍ୱାମୀ ଓଡ଼ିଶାର ବାଲେଶ୍ୱର ଜିଲାର ରେମୁଣା ନିକଟରେ ଥିବା ମରେଇ ଗାଁ(ମୟୁରଗ୍ରାମ)ରେ ୧୪ଶ ଶତକରେ ଜନ୍ମଗ୍ରହଣ କରିଥିଲେ ।[୫] ତାଙ୍କର ଭକ୍ତିଭାବ ଯୋଗୁଁ ପରେ ପୁରୀଠାରେ ଗୋବର୍ଧନ ପୀଠରେ ମହନ୍ତ ଭାବରେ ତାଙ୍କୁ ବଛାଯାଇଥିଲା ।
ରଚନାବଳୀ
[ସମ୍ପାଦନା]- ଶ୍ରୀମଦ ଭଗବଦଗୀତାର ସୁବୋଧିନୀ ଟୀକା[୬]
- ଶ୍ରୀମଦ ଭାଗବତର ଭାବାର୍ଥ ଦୀପିକା ଟୀକା
- ବିଷ୍ଣୁ ପୁରାଣର ଆତ୍ମପ୍ରକାଶ ଟୀକା[୭]
- ବାଳବୋଧିନୀ ଟୀକା
- ପଦାର୍ଥ ପ୍ରକାଶିକା
- ବେଦ ସ୍ମୃତି ଟୀକା
- ଅଥର୍ବ ବେଦର କର୍ମସମୂଚ୍ଚୟ ଟୀକା
- ବ୍ରଜବିହାର କବିତା
ବାଣୀ
[ସମ୍ପାଦନା]ଦ୍ରଷ୍ଟବ୍ୟ
[ସମ୍ପାଦନା]- ↑ Orissa Society of Americas 17th Annual Convention Souvenir: For Annual Convention Held in 1986 at Toronto, Canada. Odisha Society of the Americas. pp. 50–. GGKEY:PCZEPH8UN9Y.
- ↑ Ramesh Prasad Mohapatra (1986). Archaeology in Orissa: Sites and Monuments. B.R. Publishing Corporation. ISBN 978-81-7018-348-8.
- ↑ Cultural Heritage of [Orissa]: Dhenkanal. State Level Vyasakabi Fakir Mohan Smruti Samsad. 2002. ISBN 978-81-902761-5-3.
- ↑ ଶିବଦାସ କୁଣ୍ଡୁ (26 December 2012). "Scholar's works await recognition". www.telegraphindia.com. telegraph. Archived from the original on 26 June 2021. Retrieved 26 June 2021.
- ↑ SHRIDHARA SWAMI
- ↑ The Orissa Historical Research Journal. Superintendent of Research and Museum. 2004.
- ↑ Pradipta Kumar Panda (1987). Contribution of Orissa to Sanskrit Creative Literature. Pratibha Prakashan.