ଶିବପୁରି
Appearance
Shivpuri
शिवपुरी | |
---|---|
city | |
ଦେଶ | India |
ରାଜ୍ୟ | Madhya Pradesh |
ଜିଲ୍ଲା | Shivpuri |
Named for | Lord Shiva |
Area | |
• ସମୁଦାୟ | 10,278 km2 (3,968 sq mi) |
Elevation | 468 m (1,535 ft) |
Population (Provisional Figure of 2011) | |
• Total | ୧୭,୨୫,୮୧୮ (Provisional Figure of ୨,୦୧୧) |
ଭାଷା | |
• ସରକାରୀ | Hindi |
Time zone | UTC+5:30 (IST) |
PIN | 473551 |
ଯାନବାହାନ ପଞ୍ଚୀକରଣ | MP-33 |
Website | http://shivpuri.nic.in/ |
ଶିବପୁରି ଏକ ଭାରତୀୟ ନଗର ପଞ୍ଚାୟତ (Nagar Panchayat) ଅଟେ । ଏହା ମଧ୍ୟପ୍ରଦେଶର ଶିବ୍ପୁରି ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ଶିବପୁରି ୨୫.୪୨୩୫ ଉତ୍ତର ଅକ୍ଷାଂଶ ଓ ୭୭.୬୬୦୭ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୬୯ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଶିବପୁରି ସହରର ମୋଟ ଜନସଂଖ୍ୟା ୧୦୪୦୮ ଅଟେ ।[୨] ସେଥି ମଧ୍ୟରୁ ୫୨.୧୮% ଜଣ ପରୁଷ ହୋଇଥିବା ବେଳେ ୪୭.୮୨% ଜଣ ନାରୀ ଅଟନ୍ତି । ଶିବପୁରିର ସାକ୍ଷରତା ହାର ୬୧.୬୮% ଅଟେ । ଏହା ଜାତୀୟ ହାରଠାରୁ ୩.୧୬% ପ୍ରତିଶତ କମ ଅଟେ । ସେଥିରୁ ୩୭.୩୪% ପ୍ରତିଶତ ପୁରୁଷ ଓ ୨୪.୩୫% ନାରୀ ଅଟନ୍ତି । ୧୭.୪୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]ହିନ୍ଦୀ ଶିବପୁରିର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.