ଶାସନପଦା

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଶାସନପଦା
ଗାଁ
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାବାଲେଶ୍ୱର
ପଞ୍ଚାୟତ ସମିତିରେମୁଣା
ଗ୍ରାମ ପଞ୍ଚାୟତସେରଗଡ଼
ଭାଷାଓଡ଼ିଆ, ଇଂରାଜୀ
Time zoneIST (+୫.୩୦)
ଡାକ କୋଡ଼
୭୫୬୦୬୦[୧]
Area code+୦୬୭୮୨
ଯାନବାହାନ ପଞ୍ଚୀକରଣOR/01

ଶାସନପଦା ଓଡ଼ିଶାର ବାଲେଶ୍ୱର ଜିଲାର ରେମୁଣା ବ୍ଲକ ଅନ୍ତର୍ଗତ ଖନ୍ତାପଡ଼ା ଥାନା ଅଧୀନରେ ଥିବା ଏକ ଗାଆଁ |

ଗମନାଗମନ[ସମ୍ପାଦନା]

ଏହା ଜଗନ୍ନାଥ ସଡ଼କ ବା ଜାତୀୟ ରାଜପଥ ୫ ନିକଟରେ ଅବସ୍ଥିତ । ଏହା ବାଲେଶ୍ୱରନୀଳଗିରିର ଏକ ସଂଯୋଗ ପଥ । ବାଲେଶ୍ୱରଠାରୁ ଏହାର ୧୧ କି.ମି. ଓ ନୀଳଗିରିଠାରୁ ୬ କି.ମି. ।

ବିଶେଷତ୍ୱ[ସମ୍ପାଦନା]

ଶିକ୍ଷା[ସମ୍ପାଦନା]

ସ୍କୁଲ[ସମ୍ପାଦନା]

ଶାସନପଦା ୟୁ ଜି ୟୁ ପି ସ୍କୁଲ

ଏହାର ଅନତି ଦୂରରେ ଶାସନପଦାଠାରେ ଗୋଟିଏ ଓଠାରେ ଗୋଟିଏ ହାଇସ୍କୁଲ ଅଛି । ତାହାଛଡ଼ା ଶାସନପଦା ପ୍ରାଥମିକ ଓ ମ.ଇ. ବିଦ୍ୟାଳୟ ଓ ସରସ୍ୱତୀ ଶିଶୁ ମନ୍ଦିର ମଧ୍ୟ ଅଛି ।

ଅନ୍ୟାନ୍ୟ[ସମ୍ପାଦନା]

ପର୍ଯ୍ୟଟନ[ସମ୍ପାଦନା]

ଶ୍ରୀ ଶ୍ୟାମସୁନ୍ଦର ମନ୍ଦିର

ଏହି ଗାଆଁଠାରୁ ଅଳ୍ପ ଦୂରରେ ବାବା ଶ୍ୟାମସୁନ୍ଦର ମହାଦେବ ମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ଜାକଜମକରେ ଜାଗର ମେଳା ଅନୁଷ୍ଠିତ ହୋଇଥାଏ ।

ବରଗଡ଼ିଆ ପୋଖରୀ

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]