ଶାମଗଡ଼
ଦେଖଣା
Shamgarh | |
|---|---|
small japan | |
| ଦେଶ | |
| ରାଜ୍ୟ | Madhya Pradesh |
| ଜିଲ୍ଲା | Mandsaur |
| Government | |
| • Type | republic |
| Elevation | 459 m (1,506 ft) |
| Population (2011)[୧] | |
| • Total | ୨୪,୬୩୭ |
| Time zone | UTC+5:30 (IST) |
ଶାମଗଡ଼ ଏକ ଭାରତୀୟ ନଗର ପଞ୍ଚାୟତ ଅଟେ । ଏହା ମଧ୍ୟପ୍ରଦେଶର ମନ୍ଦ୍ସଉର୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ଶାମଗଡ଼ ୨୪.୧୮୮୨ ଉତ୍ତର ଅକ୍ଷାଂଶ ଓ ୭୫.୬୩୯୦ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୬୯ ଫୁଟ ଉଚ୍ଚତାରେ ରହିଛି ।[୨]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଶାମଗଡ଼ ସହରର ମୋଟ ଜନସଂଖ୍ୟା ୨୧୪୫୫ ଅଟେ ।[୩] ସେଥି ମଧ୍ୟରୁ ୫୨.୩୪% ଜଣ ପରୁଷ ହୋଇଥିବା ବେଳେ ୪୭.୬୬% ଜଣ ନାରୀ ଅଟନ୍ତି । ଶାମଗଡ଼ର ସାକ୍ଷରତା ହାର ୬୯.୪୪% ଅଟେ । ଏହା ଜାତୀୟ ହାରଠାରୁ ୪.୬୦% ପ୍ରତିଶତ କମ ଅଟେ । ସେଥିରୁ ୪୧.୪୯% ପ୍ରତିଶତ ପୁରୁଷ ଓ ୨୭.୯୫% ନାରୀ ଅଟନ୍ତି । ୧୫.୦୬% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]
ଭାଷା
[ସମ୍ପାଦନା]ହିନ୍ଦୀ ଶାମଗଡ଼ର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Census of India Search details". censusindia.gov.in. Retrieved 10 May 2015.
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୩.୦ ୩.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.