ଶାଜାପୁର
ଦେଖଣା
Shajapur | |
|---|---|
city | |
| ଦେଶ | |
| ରାଜ୍ୟ | Madhya Pradesh |
| ଜିଲ୍ଲା | Shajapur |
| Founded by | Shahjahan |
| Named for | shahjahan |
| Elevation | 443 m (1,453 ft) |
| Population (2001) | |
| • Total | ୫୦,୦୮୬ |
| ଭାଷା | |
| • ସରକାରୀ | Hindi |
| Time zone | UTC+5:30 (IST) |
| Website | http://www.shajapur.nic.in/ |
ଶାଜାପୁର ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ମଧ୍ୟପ୍ରଦେଶର ଶଜପୁର୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ଶାଜାପୁର ୨୩.୪୨୬୯ ଉତ୍ତର ଅକ୍ଷାଂଶ ଓ ୭୬.୨୭୭୭ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୬୯ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଶାଜାପୁର ସହରର ମୋଟ ଜନସଂଖ୍ୟା ୩୧୨୦୨ ଅଟେ ।[୨] ସେଥି ମଧ୍ୟରୁ ୫୧.୯୧% ଜଣ ପରୁଷ ହୋଇଥିବା ବେଳେ ୪୮.୦୯% ଜଣ ନାରୀ ଅଟନ୍ତି । ଶାଜାପୁରର ସାକ୍ଷରତା ହାର ୬୬.୭୨% ଅଟେ । ଏହା ଜାତୀୟ ହାରଠାରୁ ୧.୮୮% ପ୍ରତିଶତ କମ ଅଟେ । ସେଥିରୁ ୩୮.୮୬% ପ୍ରତିଶତ ପୁରୁଷ ଓ ୨୭.୮୬% ନାରୀ ଅଟନ୍ତି । ୧୫.୭୭% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]ହିନ୍ଦୀ ଶାଜାପୁରର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.