ଲେଭୋମିଲନାସିପ୍ରାନ

ଉଇକିପିଡ଼ିଆ‌ରୁ
ଲେଭୋମିଲନାସିପ୍ରାନ
Clinical data
Trade namesFetzima
SynonymsLevomilnacipran hydrochloride
AHFS/Drugs.commonograph
Routes of
administration
By mouth (capsules)
Legal status
Legal status
  • ℞ (Prescription only)
Pharmacokinetic data
Bioavailability92%[୨]
Protein binding22%[୩]
MetabolismLiver (primarily by CYP3A4)[୧]
Elimination half-life12 hours[୧]
ExcretionKidney[୧]
Identifiers
  • (1S,2R)-2-(Aminomethyl)-N,N-diethyl-1-phenylcyclopropanecarboxamide
Chemical and physical data
FormulaC15H22N2O
Molar mass୨୪୬.୩୫ g·mol−1
3D model (JSmol)
  • CCN(CC)C(=O)[C@]1(C[C@H]1CN)C2=CC=CC=C2
  • InChI=1S/C15H22N2O/c1-3-17(4-2)14(18)15(10-13(15)11-16)12-8-6-5-7-9-12/h5-9,13H,3-4,10-11,16H2,1-2H3/t13-,15+/m0/s1 ☒N
  • Key:GJJFMKBJSRMPLA-DZGCQCFKSA-N ☒N
  (verify)

ଲେଭୋମିଲନାସିପ୍ରାନ, ଏକ ବେପାର ନାମ ଫେଟଜିମା, ହେଉଛି ଏକ ଔଷଧ ଯାହା ଅବସାଦବିରୋଧୀ ବା ଆଣ୍ଟିଡେପ୍ରେସାଣ୍ଟ ଭାବରେ ପ୍ରମୁଖ ଅବସାଦ ବେମାରୀ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୪] ଫାଇବ୍ରୋମିଆଲଜିଆ ରୋଗ ନିମନ୍ତ ମିଲନାସିପ୍ରାନ ଦିଆଯାଏ କିନ୍ତୁ ଲେଭୋମିଲନାସିପ୍ରାନ ପାଇଁ ଅନୁମୋଦିତ ହୋଇନଥାଏ ଯଦିଓ ଏହି ଦୁଇ ଔଷଧ ଏକାପରି ଅଟନ୍ତି ।[୪] ଏହା ପାଟିରେ ଦିଆଯାଏ ।[୪]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, କୋଷ୍ଠକାଠିନ୍ୟ, ବର୍ଦ୍ଧିତ ଝାଳ ବୋହିବା, ଯୌନ‌କ୍ରିୟା ଅସୁବିଧା ଏବଂ ହୃତ୍‌କମ୍ପ ବା ଦୃତ ହୃତ୍‌ସ୍ପନ୍ଦନ ହୋଇପାରେ । [୪] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ୨୫ ବର୍ଷରୁ କମ୍ ବୟସରେ ଆତ୍ମହତ୍ୟା ପ୍ରବଣତା, ସେରୋଟୋନିନ ସିଣ୍ଡ୍ରୋମ, ଉଚ୍ଚ ରକ୍ତଚାପ, ରକ୍ତସ୍ରାବ, ମାନିଆ ଏବଂ ମୂତ୍ର ଧାରଣ ହୋଇପାରେ ।[୪] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୫] ଏହା ଏକ ସେରୋଟୋନିନ୍-ନରେଏପିନେଫ୍ରାଇନ ରିଅପଟେକ୍ ଇନହିବିଟର (SNRI) ଏବଂ ମିଲନାସିପ୍ରାନର ଏକ ଏନଆନସିଓମର । [୪]

୨୦୧୩ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୫ରେ କାନାଡାରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଲେଭୋମିଲନାସିପ୍ରାନ ଅନୁମୋଦିତ ହୋଇଥିଲା ।[୪] [୬] ୨୦୧୬ରେ ଅଷ୍ଟ୍ରେଲିଆରେ ଅନୁମୋଦନ ପ୍ରତ୍ୟାଖ୍ୟାନ କରାଯାଇଥିଲା ଏବଂ ୟୁରୋପରେ ଆଦୌ ଆବେଦନ କରାଯାଇ ନାହିଁ ।[୬] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହି ଔଷଧ ପିଛା ମାସକୁ ପ୍ରାୟ ୪୩୦ ଡଲାର ଖର୍ଚ୍ଚ ହେଉଥିଲା ।[୭]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ Stephen M. Stahl (31 March 2017). Prescriber's Guide: Stahl's Essential Psychopharmacology. Cambridge University Press. pp. 373–376. ISBN 978-1-108-22874-9.
  2. "Fetzima (levomilnacipran) Extended-Release Capsules, for Oral Use. Full Prescribing Information". Forest Pharmaceuticals, Inc. Subsidiary of Forest Laboratories, Inc. St. Louis, MO 63045 USA. July 2014. Archived from the original on 17 August 2016. Retrieved 2 September 2016.
  3. Alan F. Schatzberg; Charles B. Nemeroff (10 May 2017). The American Psychiatric Association Publishing Textbook of Psychopharmacology. American Psychiatric Pub. pp. 533–. ISBN 978-1-61537-122-8.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ "Levomilnacipran Monograph for Professionals". Drugs.com (in ଇଂରାଜୀ). Archived from the original on 19 January 2021. Retrieved 21 November 2021.
  5. "Levomilnacipran (Fetzima) Use During Pregnancy". Drugs.com (in ଇଂରାଜୀ). Archived from the original on 1 December 2020. Retrieved 21 November 2021.
  6. ୬.୦ ୬.୧ "Australian Public Assessment Report for Levomilnacipran (as hydrochloride)" (PDF). 2016. Archived (PDF) from the original on 21 November 2021. Retrieved 21 November 2021.
  7. "Fetzima Prices, Coupons & Savings Tips - GoodRx". GoodRx. Retrieved 21 November 2021.