ଲୁମଡିଙ୍ଗ
Lumding
লামডিং | |
---|---|
city/township | |
Country | India |
State | Assam |
District | Nagaon |
Government | |
• Body | Lumding Municipality Board |
Elevation | 125 m (410 ft) |
Population (2011) | |
• Total | ୩୧,୩୪୭ |
Languages | |
• Official | Assamese |
Time zone | UTC+5:30 (IST) |
PIN | 782447 |
Telephone code | +91-3674 |
ଲୁମଡିଙ୍ଗ ଏକ ଭାରତୀୟ ପୌର ବୋର୍ଡ଼ (Municipal board) ଅଟେ । ଏହା ଆସାମର ନଗାଓଁ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ଲୁମଡିଙ୍ଗ ୨୫.୭୫୪୩ ଉତ୍ତର ଅକ୍ଷାଂଶ ଓ ୯୩.୧୭୨୯ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୪୦୦ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଲୁମଡିଙ୍ଗ ସହରର ମୋଟ ଜନସଂଖ୍ୟା ୨୫୧୮୪ ଅଟେ ।[୨] ସେଥି ମଧ୍ୟରୁ ୫୧.୮୧% ଜଣ ପରୁଷ ହୋଇଥିବା ବେଳେ ୪୮.୧୯% ଜଣ ନାରୀ ଅଟନ୍ତି । ଲୁମଡିଙ୍ଗର ସାକ୍ଷରତା ହାର ୫୫.୮୩% ଅଟେ । ଏହା ଜାତୀୟ ହାରଠାରୁ ୯.୦୧% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୦.୦୮% ପ୍ରତିଶତ ପୁରୁଷ ଓ ୨୫.୭୫% ନାରୀ ଅଟନ୍ତି । ୯.୫୫% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]ଅହମିଆ ଲୁମଡିଙ୍ଗର ସରକାରୀ ଭାଷା ଅଟେ ।
ପାଣିପାଗ
[ସମ୍ପାଦନା]Lumding | ||||||||||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
Climate chart (explanation) | ||||||||||||||||||||||||||||||||||||||||||||||||||||||||||||
| ||||||||||||||||||||||||||||||||||||||||||||||||||||||||||||
|
ପ୍ରାୟତଃ ଭାରତୀୟ ସହର ଗୁଡ଼ିକ ଗ୍ରୀଷ୍ମ ମଣ୍ଡଳୀୟ ହୋଇଥାନ୍ତି । ଲୁମଡିଙ୍ଗରେ ବାର୍ଷିକ ସର୍ବାଧିକ ହାରାହାରି ତାପମାତ୍ରା ୨୭.୯ ଡିଗ୍ରୀ ସେଣ୍ଟିଗ୍ରେଡ ଅନୁଭୂତ ହେଉଥିବା ବେଳେ ସର୍ବନିମ୍ନ ହାରାହାରି ତାପମାତ୍ରା ୧୯.୦ ଡିଗ୍ରୀ ସେଣ୍ଟିଗ୍ରେଡ ଅଟେ । ଏଠାରେ ବାର୍ଷିକ ହାରାହାରି ବୃଷ୍ଟିପାତ ୪୩୮୮.୪ mm/inches ହୋଇଥାଏ ।
Climate data for Lumding, ଭାରତ (୧୯୭୧–୨୦୦୦) | |||||||||||||
---|---|---|---|---|---|---|---|---|---|---|---|---|---|
Month | Jan | Feb | Mar | Apr | May | Jun | Jul | Aug | Sep | Oct | Nov | Dec | Year |
ହାରାହାରି ସର୍ବାଧିକ °C (°F) | 22.9 (73.2) |
23.1 (73.6) |
26.0 (78.8) |
27.4 (81.3) |
29.9 (85.8) |
31.2 (88.2) |
30.3 (86.5) |
31.9 (89.4) |
30.3 (86.5) |
29.6 (85.3) |
27.6 (81.7) |
24.2 (75.6) |
27.9 (82.2) |
ହାରାହାରି ସର୍ବନିମ୍ନ °C (°F) | 12.4 (54.3) |
13.9 (57) |
16.9 (62.4) |
18.9 (66) |
21.5 (70.7) |
23.4 (74.1) |
23.6 (74.5) |
24.0 (75.2) |
23.1 (73.6) |
20.8 (69.4) |
16.8 (62.2) |
13.5 (56.3) |
19.0 (66.2) |
Average rainfall mm (inches) | 42.8 (1.685) |
96.1 (3.783) |
144.6 (5.693) |
259.5 (10.217) |
371.0 (14.606) |
847.8 (33.378) |
୧,୦୮୧.୧ (୪୨.୫୬୩) |
670.6 (26.402) |
583.7 (22.98) |
231.7 (9.122) |
29.1 (1.146) |
30.3 (1.193) |
୪,୩୮୮.୪ (୧୭୨.୭୭୨) |
ହାରାହାରି ମେଘାତ୍ସନ ଦିବସ | 3.7 | 7.0 | 10.2 | 13.0 | 13.8 | 19.0 | 22.0 | 15.5 | 15.0 | 7.6 | 2.1 | 2.2 | 131.0 |
ହାରାହାରି ବିଜୁଳି ଘଡ଼ଘଡ଼ି ମାରୁଥିବା ଦିବସ | 1.0 | 2.0 | 2.7 | 4.2 | 2.5 | 2.8 | 1.4 | 2.0 | 1.3 | 0.7 | 0.4 | 0.2 | 21.3
|
ହାରାହାରି କୁହୁଡ଼ି ଘେରା ଦିବସ | 0.0 | 0.0 | 0.0 | 0.0 | 0.0 | 0.0 | 0.0 | 0.0 | 0.0 | 0.0 | 0.0 | 0.0 | 0.0 |
Source: India Meteorological Department (temperatures and precipitation)[୪][୫] |
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.
- ↑ "World Weather Information Service -Lumding". Worldweather.wmo.int. 5 October 2006. Retrieved 28 June 2015.
- ↑ "Chennai- Climatological Information". India Meteorological Department. Retrieved 29 May 2014.
- ↑ India Meteorological Department. "Ever Recorded Maximum Temperature, Minimum Temperature and 24 Hours Heaviest Rainfall up to 2010" (PDF). India Meteorological Department, Pune. Archived from the original (PDF) on 7 August 2017. Retrieved 29 May 2014.