ଲୁମଡିଙ୍ଗ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/softredirect' not found. with short description]]

Lumding
লামডিং
city/township
Country India
StateAssam
DistrictNagaon
Government
 • BodyLumding Municipality Board
Elevation
125 m (410 ft)
Population
 (2011)
 • Total୩୧,୩୪୭
Languages
 • OfficialAssamese
Time zoneUTC+5:30 (IST)
PIN
782447
Telephone code+91-3674


ଲୁମଡିଙ୍ଗ ଏକ ଭାରତୀୟ ପୌର ବୋର୍ଡ଼ (Municipal board) ଅଟେ । ଏହା ଆସାମର ନ‌‌ଗାଓଁ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି[ସମ୍ପାଦନା]

ଲୁମଡିଙ୍ଗ ୨୫.୭୫୪୩ ଉତ୍ତର ଅକ୍ଷାଂଶ ଓ ୯୩.୧୭୨୯ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୪୦୦ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଲୁମଡିଙ୍ଗ ସହରର ମୋଟ ଜନସଂଖ୍ୟା ୨୫୧୮୪ ଅଟେ ।[୨] ସେଥି ମଧ୍ୟରୁ ୫୧.୮୧% ଜଣ ପରୁଷ ହୋଇଥିବା ବେଳେ ୪୮.୧୯% ଜଣ ନାରୀ ଅଟନ୍ତି । ଲୁମଡିଙ୍ଗର ସାକ୍ଷରତା ହାର ୫୫.୮୩% ଅଟେ । ଏହା ଜାତୀୟ ହାରଠାରୁ ୯.୦୧% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୦.୦୮% ପ୍ରତିଶତ ପୁରୁଷ ଓ ୨୫.୭୫% ନାରୀ ଅଟନ୍ତି । ୯.୫୫% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ଅହମିଆ ଲୁମଡିଙ୍ଗର ସରକାରୀ ଭାଷା ଅଟେ ।

ପାଣିପାଗ[ସମ୍ପାଦନା]

Lumding
Climate chart (explanation)
JFMAMJJASOND
 
 
43
 
23
12
 
 
96
 
23
14
 
 
145
 
26
17
 
 
260
 
27
19
 
 
371
 
30
22
 
 
31
 
31
23
 
 
1081
 
30
24
 
 
671
 
32
24
 
 
584
 
30
23
 
 
232
 
30
21
 
 
29
 
28
17
 
 
30
 
24
14
Average max. and min. temperatures in °C
Precipitation totals in mm
Source: [୩]

ପ୍ରାୟତଃ ଭାରତୀୟ ସହର ଗୁଡ଼ିକ ଗ୍ରୀଷ୍ମ ମଣ୍ଡଳୀୟ ହୋଇଥାନ୍ତି । ଲୁମଡିଙ୍ଗରେ ବାର୍ଷିକ ସର୍ବାଧିକ ହାରାହାରି ତାପମାତ୍ରା ୨୭.୯ ଡିଗ୍ରୀ ସେଣ୍ଟିଗ୍ରେଡ ଅନୁଭୂତ ହେଉଥିବା ବେଳେ ସର୍ବନିମ୍ନ ହାରାହାରି ତାପମାତ୍ରା ୧୯.୦ ଡିଗ୍ରୀ ସେଣ୍ଟିଗ୍ରେଡ ଅଟେ । ଏଠାରେ ବାର୍ଷିକ ହାରାହାରି ବୃଷ୍ଟିପାତ ୪୩୮୮.୪ mm/inches ହୋଇଥାଏ ।

Climate data for Lumding, ଭାରତ (୧୯୭୧–୨୦୦୦)
Month Jan Feb Mar Apr May Jun Jul Aug Sep Oct Nov Dec Year
ହାରାହାରି ସର୍ବାଧିକ °C (°F) 22.9
(73.2)
23.1
(73.6)
26.0
(78.8)
27.4
(81.3)
29.9
(85.8)
31.2
(88.2)
30.3
(86.5)
31.9
(89.4)
30.3
(86.5)
29.6
(85.3)
27.6
(81.7)
24.2
(75.6)
27.9
(82.2)
ହାରାହାରି ସର୍ବନିମ୍ନ °C (°F) 12.4
(54.3)
13.9
(57)
16.9
(62.4)
18.9
(66)
21.5
(70.7)
23.4
(74.1)
23.6
(74.5)
24.0
(75.2)
23.1
(73.6)
20.8
(69.4)
16.8
(62.2)
13.5
(56.3)
19.0
(66.2)
Average rainfall mm (inches) 42.8
(1.685)
96.1
(3.783)
144.6
(5.693)
259.5
(10.217)
371.0
(14.606)
847.8
(33.378)
୧,୦୮୧.୧
(୪୨.୫୬୩)
670.6
(26.402)
583.7
(22.98)
231.7
(9.122)
29.1
(1.146)
30.3
(1.193)
୪,୩୮୮.୪
(୧୭୨.୭୭୨)
ହାରାହାରି ମେଘାତ୍ସନ ଦିବସ 3.7 7.0 10.2 13.0 13.8 19.0 22.0 15.5 15.0 7.6 2.1 2.2 131.0
ହାରାହାରି ବିଜୁଳି ଘଡ଼ଘଡ଼ି ମାରୁଥିବା ଦିବସ 1.0 2.0 2.7 4.2 2.5 2.8 1.4 2.0 1.3 0.7 0.4 0.2 21.3

ହାରାହାରି କୁହୁଡ଼ି ଘେରା ଦିବସ 0.0 0.0 0.0 0.0 0.0 0.0 0.0 0.0 0.0 0.0 0.0 0.0 0.0
Source: India Meteorological Department (temperatures and precipitation)[୪][୫]


ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.
  3. "World Weather Information Service -Lumding". Worldweather.wmo.int. 5 October 2006. Retrieved 28 June 2015.
  4. "Chennai- Climatological Information". India Meteorological Department. Retrieved 29 May 2014.
  5. India Meteorological Department. "Ever Recorded Maximum Temperature, Minimum Temperature and 24 Hours Heaviest Rainfall up to 2010" (PDF). India Meteorological Department, Pune. Retrieved 29 May 2014.

ବାହାର ଲିଙ୍କ[ସମ୍ପାଦନା]