ଲାନରିଓଟାଇଡ

ଉଇକିପିଡ଼ିଆ‌ରୁ
ଲାନରିଓଟାଇଡ
Clinical data
Pronunciationlan ree' oh tide[୧]
Trade namesSomatuline
SynonymsLanreotide acetate
AHFS/Drugs.commonograph
data
Pregnancy
category
  • AU: C
  • US: C (Risk not ruled out)
Routes of
administration
Intramuscular, subcutaneous
Legal status
Legal status
Pharmacokinetic data
BioavailabilityApproximately 80%
Protein binding78%
MetabolismIn GI tract
Elimination half-life2 hours (immediate release)
5 days (sustained release)
ExcretionMostly biliary
Identifiers
  • 3-(2-naphthyl)-D-alanyl-L-cysteinyl-L-tyrosyl-D-tryptophyl-L-lysyl-L-valyl-L-cysteinyl-L-threoninamide (2->7)-disulfide
ECHA InfoCard100.215.992 Edit this at Wikidata
Chemical and physical data
FormulaC54H69N11O10S2
Molar mass1096.33 g/mol
1156.380 g/mol (acetate)
3D model (JSmol)
  • C[C@H]([C@@H](C(=O)N)NC(=O)[C@@H]1CSSC[C@@H](C(=O)N[C@H](C(=O)N[C@@H](C(=O)N[C@H](C(=O)N[C@H](C(=O)N1)C(C)C)CCCCN)Cc2c[nH]c3c2cccc3)Cc4ccc(cc4)O)NC(=O)[C@@H](Cc5ccc6ccccc6c5)N)O
  • InChI=1S/C54H69N11O10S2/c1-29(2)45-54(75)63-44(53(74)65-46(30(3)66)47(57)68)28-77-76-27-43(62-48(69)38(56)23-32-15-18-33-10-4-5-11-34(33)22-32)52(73)60-41(24-31-16-19-36(67)20-17-31)50(71)61-42(25-35-26-58-39-13-7-6-12-37(35)39)51(72)59-40(49(70)64-45)14-8-9-21-55/h4-7,10-13,15-20,22,26,29-30,38,40-46,58,66-67H,8-9,14,21,23-25,27-28,55-56H2,1-3H3,(H2,57,68)(H,59,72)(H,60,73)(H,61,71)(H,62,69)(H,63,75)(H,64,70)(H,65,74)/t30-,38-,40+,41+,42-,43+,44+,45+,46+/m1/s1 ☒N
  • Key:PUDHBTGHUJUUFI-SCTWWAJVSA-N ☒N
  (verify)

ଲାନରିଓଟାଇଡ (ଇଂରାଜୀ ଭାଷାରେ Lanreotide), ସୋମାଟୁଲିନ୍ ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ଆକ୍ରୋମେଗାଲି, ନ୍ୟୁରୋଏଣ୍ଡୋକ୍ରାଇନ ଅର୍ବୁଦ ଯେପରିକି କାରସିନଏଡ ଏବଂ ଥାଇରଏଡ ଅର୍ବୁଦ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ | [୨] ଆକ୍ରୋମାଗାଲିରେ ଏହା ବ୍ୟବହୃତ ହୁଏ ଯେତେବେଳେ ଅନ୍ୟାନ୍ୟ ଚିକିତ୍ସା ଫଳପ୍ରଦ ହୁଏ ନାହିଁ ।[୩] ଚର୍ମ ତଳେ କିମ୍ବା ମାଂସପେଶୀରେ ଇଞ୍ଜେକ୍ସନ ଆକାରରେଏହା ଦିଆଯାଏ । [୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ପେଟ ଯନ୍ତ୍ରଣା, ଅଇ, ପାକସ୍ଥଳୀ ଯନ୍ତ୍ରଣା, ଗଣ୍ଠି ଯନ୍ତ୍ରଣା ଏବଂ ଇଞ୍ଜେକସନ ସ୍ଥାନରେ ଯନ୍ତ୍ରଣା ଅନ୍ଥୋଇପାରେ ।[୩] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅଗ୍ନାଶୟ ପ୍ରଦାହ, ଉଚ୍ଚ ରକ୍ତ ଶର୍କରା, କମ୍ ରକ୍ତ ଶର୍କରା ଏବଂ ଯକୃତ ସମସ୍ୟା ହୋଇପାରେ | [୧] ଏହା ଏକ ସୋମାଟୋଷ୍ଟାଟିନ୍ ଆନାଲଗ ଯାହା ବିକାଶ (ଗ୍ରୋଥ) ହରମୋନ, ଇନସୁଲିନ୍ ଏବଂ ଗ୍ଲୁକାଗନ ସ୍ତର ହ୍ରାସ କରି କାର୍ଯ୍ୟକ୍ଷମ ହୁଏ ।[୨] [୧]

୨୦୦୭ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଲାନରିଓଟାଇଡ ଅନୁମୋଦିତ ହୋଇଥିଲା ।[୩] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ମାସକୁ ୬୦ ମିଗ୍ରା ହିସାବରେ ପ୍ରାୟ ୫୫୦ ଡଲାର ଖର୍ଚ୍ଚ ହୋଇଥାଏ ।[୨] ଯୁକ୍ତରାଷ୍ଟ୍ରରେ ଏହି ରାଶି ପିଛା ଖର୍ଚ୍ଚ ପ୍ରାୟ ୬,୧୦୦ ଡଲାର । [୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Lanreotide". LiverTox: Clinical and Research Information on Drug-Induced Liver Injury. National Institute of Diabetes and Digestive and Kidney Diseases. 2012. Archived from the original on 20 November 2021. Retrieved 20 November 2021.
  2. ୨.୦ ୨.୧ ୨.୨ ୨.୩ BNF 81: March-September 2021. BMJ Group and the Pharmaceutical Press. 2021. p. 993. ISBN 978-0857114105.
  3. ୩.୦ ୩.୧ ୩.୨ "Lanreotide Monograph for Professionals". Drugs.com (in ଇଂରାଜୀ). Archived from the original on 24 January 2021. Retrieved 20 November 2021.
  4. "Somatuline Depot Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 17 April 2021. Retrieved 20 November 2021.