କାରସିନଏଡ

ଉଇକିପିଡ଼ିଆ‌ରୁ
Carcinoid tumor
Carcinoid
Picture of a carcinoid tumor (center of image) that encroaches into the lumen of the small bowel. The prominent folds are plicae circulares, a characteristic of the small bowel.
ବିଭାଗOncology
ଲକ୍ଷଣDigestive tract: Abdominal pain, vomiting, diarrhea[୧]
Lungs: Trouble breathing, chest pain[୧]
କାରଣGenerally unknown[୧]
ବିପଦ କାରକMultiple endocrine neoplasia type 1 (MEN1)[୧]
ରୋଗ ନିର୍ଣ୍ଣୟ ପଦ୍ଧତିLab tests, medical imaging, biopsy[୧]
ଚିକିତ୍ସାSurgery, somatostatin analogs, targeted therapy, chemotherapy[୧]
ପୁନଃପୌନିକ4 in 100,000 adults[୧]

କାର୍ସିନଏଡ ଟ୍ୟୁମର, ଯାହାକି କାରସିନଏଡ ଭାବରେ ମଧ୍ୟ ଜଣାଶୁଣା, ଏକ ପ୍ରକାର ଅର୍ବୁଦ ଯାହା ନିଉରୋଏଣ୍ଡୋକ୍ରିନ ତନ୍ତୁରୁ ବିକଶିତ ହୁଏ ।[୧] ଯେତେବେଳେ ହଜମ ପ୍ରକ୍ରିୟା ଜଡିତ ହୁଏ, ଲକ୍ଷଣଗୁଡ଼ିକରେ ପେଟ ଯନ୍ତ୍ରଣା, ବାନ୍ତି କିମ୍ବା ତରଳ ଝାଡ଼ା ହୋଇପାରେ । [୧] ଯେତେବେଳେ ଫୁସଫୁସ ଜଡିତ ହୁଏ, ଲକ୍ଷଣଗୁଡ଼ିକରେ ନିଶ୍ୱାସ ନେବା କିମ୍ବା ଛାତି ଯନ୍ତ୍ରଣା ହୋଇପାରେ। [୧] ବିସ୍ତାର ହେଲେ ଏକ ଯକୃତ ବିରାଟ ଆକାରର ହୋଇଯାଏ ।[୨] ଆପେଣ୍ଡିକାଇଟିସ୍ ସହିତ ଆପେଣ୍ଡିକ୍ସ ସହିତ ଜଡିତ ଦଶଟି କ୍ଷେତ୍ରରୁ ଗୋଟିଏ କ୍ଷେତ୍ରରେ ଆପେଣ୍ଡିସାଇଟସ ହୁଏ । [୨] ପ୍ରାୟ ୫% କ୍ଷେତ୍ରରେ କାର୍ସିନଏଡ ସିଣ୍ଡ୍ରୋମ ହୋଇଥାଏ। [୨]

ଏହାର କାରଣ ସାଧାରଣତଃ ଜଣା ପଡ଼ିନାହିଁ । [୧] ଏକାଧିକ ଏଣ୍ଡୋକ୍ରାଇନ୍ ନିଓପ୍ଲାସିଆ ପ୍ରକାର 1 (MEN1) ନାମକ ଏକ ଜେନେଟିକ୍ ସ୍ଥିତି ସହିତ ଜଡିତ ଥିବା ଜଣାଯାଏ ।[୧] ଏହା ଏକ ପ୍ରକାର ନ୍ୟୁରୋଏଣ୍ଡୋକ୍ରାଇନ୍ ଅର୍ବୁଦ । [୧] ଅନ୍ତନଳୀରେ ଥିବା ଏଣ୍ଟେରୋକ୍ରୋମାଫିନ୍ କୋଷରୁ ସେଗୁଡ଼ିକ ବିକଶିତ ହୁଅନ୍ତି ।[୨] ସେଗୁଡ଼ିକର ବୃଦ୍ଧି ଧୀରେ ଧିଋଏ ହୁଏ । [୩] ଲ୍ୟାବ ପରୀକ୍ଷା, ମେଡିକାଲ ଇମେଜିଙ୍ଗ ଏବଂ ବାୟୋପସି ଉପରେ ରୋଗ ନିର୍ଣ୍ଣୟ ଆଧାରିତ ହୁଏ ।[୧]

ଏହାର ଚିକିତ୍ସାରେ ପ୍ରାୟତଃ ଅସ୍ତ୍ରୋପଚାର ହୋଇଥାଏ । [୧] ଅସ୍ତ୍ରୋପଚାର ସମ୍ଭବ ନ ହେଲେ ସୋମାଟୋଷ୍ଟାଟିନ୍ ଆନାଲଗ, ଟାର୍ଗେଟେଡ୍ ଥେରାପି କିମ୍ବା କେମୋଥେରାପି ବ୍ୟବହାର କରାଯାଇପାରେ । [୧] ଯୁବକମାନଙ୍କ ଫୁସଫୁସ ଅର୍ବୁଦକୁ କଢ଼ା ହୋଇଥିଲେ ୫ ବର୍ଷ ବଞ୍ଚିବା ହାର ୯୦%ରୁ ଅଧିକ ହୁଏ । [୧] ୧୦୦,୦୦୦ ବୟସ୍କଙ୍କ ମଧ୍ୟରୁ ସେମାନେ ପ୍ରାୟ ୪ ଜଣଙ୍କୁ ପ୍ରଭାବିତ ହୁଅନ୍ତି ବୋଲି ଆକଳନ କରାଯାଇଛି। [୧] ପିଲାମାନଙ୍କ ଅପେକ୍ଷା ବୟସ୍କମାନଙ୍କଠାରେ ଏହା ଅଧିକ ଦେଖାଯାଏ । [୧] କ୍ଷୁଦ୍ର ଅନ୍ତନାଳୀର ପ୍ରାୟ ୧୦% ହେଉଛି କାରସିନଏଡ ଏବଂ ଏଗୁଡ଼ିକ ମଧ୍ୟରୁ ଅଧିକାଂଶ ଆପେଣ୍ଡିକ୍ସ ଏବଂ ଶେଷ ଇଲିୟମ ଭାଗରେ ହୋଇଥାଏ । [୨]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ "Carcinoid Tumor - National Cancer Institute". www.cancer.gov (in ଇଂରାଜୀ). 30 July 2020. Archived from the original on 2 December 2021. Retrieved 6 February 2022.
  2. ୨.୦ ୨.୧ ୨.୨ ୨.୩ ୨.୪ Jawad, Noor; Skinner, Charlotte (2020). "32. Gatroentrology". Kumar and Clark's Clinical Medicine (in ଇଂରାଜୀ) (10th ed.). Elsevier. p. 1197. ISBN 978-0-7020-7870-5. Archived from the original on 2022-02-06. Retrieved 2022-02-06.
  3. Maroun J, Kocha W, Kvols L (April 2006). "Guidelines for the diagnosis and management of carcinoid tumors. Part 1: The gastrointestinal tract. A statement from a Canadian National Carcinoid Expert Group". Curr Oncol. 13 (2): 67–76. doi:10.3390/curroncol13020006. PMC 1891174. PMID 17576444.{{cite journal}}: CS1 maint: unflagged free DOI (link)